କେମିତି ମଲେ ଗୋବିନ୍ଦ ସାହୁ ଜାଣନ୍ତୁ ସତ କଣ ? ଶୁଣନ୍ତୁ…

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ। ଆପଣ ଜାଣିଥିବେ ବହୁ ଚର୍ଚ୍ଚିତ ମମିତା ମେହେର ଙ୍କ ଘଟଣା ସମ୍ପର୍କରେ।  ଯେତେବେଳ ମମିତା ମେହେର ଙ୍କ ଘଟଣା ସମସ୍ତଙ୍କ ସାମ୍ନାକୁ ଆସିଥିଲା ସେତେବେଳେ ଲୋକମାନେ ଚିନ୍ତାରେ ପଡ଼ି ଯାଇଥିଲେ ଯେ କେମିତି ଏହା ସମ୍ଭବ ହୋଇପାରେ କୌଣସି ବ୍ୟକ୍ତି ଏମିତି କେମିତି କରିପାରେ। ନମିତା ମେହେର ଙ୍କୁ ଅତି ନିର୍ଦ୍ଦୟ ଭାବେ ମାରିଦେଇଥିଲେ ଆସାମୀ ଗବିନ୍ଦ ସାହୁ । ଶେଷରେ ମନ ଶାନ୍ତି ହୋଇନଥିଲା ଯେ ମମିତା ମହେର ଙ୍କୁ ଜାଳି ଦେଇଥିଲା ଗୋବିନ୍ଦ ସାହୁ । 

 

ଅର୍ଦ୍ଧଦଗ୍ଧ କରିବା ପରେ ମଧ୍ୟ ଶାନ୍ତି ହୋଇନଥିଲା ଆସାମୀ ଗୋବିନ୍ଦ ସାହୁ ତେଣୁକରି ତାଙ୍କୁ ପୋତି ଦେଇଥିଲେ । ପରେ ପରିବାର ଲୋକେ ମମିତା ମେହେର ଙ୍କ ନିଖୋଜ ହେବା ସମ୍ପର୍କରେ ଦର୍ଶାଇଥିଲେ ପରିବାର ଲୋକେ । କିନ୍ତୁ ଏହା ପରେ ଅଚାନକ ଭାବରେ  ମମିତା ମେହେର ଙ୍କ ସତ ସାମ୍ନାକୁ ଆସି ପଡ଼ିଥିଲା। ପରିବାର ଲୋକେ ସେଠାରେ ଝିଅକୁ ତ ପାଇନଥଳିଲେ ମାତ୍ର ତାର ସୁନା ଗହଣା ଏବଂ ତାର ଅଧା ପୋଡ଼ି ଯାଇଥିବା ହାଡ଼ ସମ୍ପର୍କରେ ଜାଣିବା ପରେ ଭାଙ୍ଗି ପଡ଼ିଥିଲେ ପରିବାର ଲୋକେ ଏବଂ ଆସାମୀ କୁ ଉଚିତ୍ ଦଣ୍ଡ ଦିଆଯାଉ ବୋଲି ମଧ୍ୟ ଦାବି କରିଥିଲେ । 

 

ଏହା ପରେ ତନ୍ଦନ୍ତ ଜୋର୍ ଧରିଥିବା ବେଳେ ସାମ୍ନାକୁ ଆସିଥିଲା ଗୋବିନ୍ଦ ସାହୁ ଙ୍କ ସତ ଏବଂ ସେହି କ୍ଷେତ୍ରରେ ମୁହଁରେ ମଧ୍ୟ ମନିଥିଲା ଗୋବିନ୍ଦ ସାହୁ ଏବଂ ନିଜେ ଘଟାଇଥିବା ଭୟଙ୍କର କାଣ୍ଡ ସମ୍ପର୍କରେ ନିଜର ମୁଁହ ଖୋଲିଥିଲା । ତେବେ ଗତକାଲି ଗୋବିନ୍ଦ ସାହୁ ଜେଲ ମଧ୍ୟରେ ଆ-ତ୍ମ-ହ-ତ୍ୟା କରିଦେଇଥିବା ର ସୂଚନା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା  ଚାଲିଛି ଏହି ଖବର।  ତେବେ ଗୋବିନ୍ଦ ସାହୁ ଏହିପରି ଚେଷ୍ଟା କରିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ କଣ୍ଟାବାଜି ମେଡିକାଲ ରେ ଭର୍ତି କରାଯାଇଥିଲା ମାତ୍ର ଏହା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । 

 

ତେବେ ଏବେ କୁହାଯାଉଛି ଗୋବିନ୍ଦ ସାହୁ ଙ୍କ ଆ-ତ୍ମ-ହ-ତ୍ୟା-ର  ରହସ୍ୟ ପଛରେ ସବୁଦିନ ପାଇଁ ଲୁଚି ରହିଗଲା ମମିତା ମେହେର ଙ୍କ ଘଟଣାରେ । ତେବେ ମମିତା ମେହେର ୨୦୨୧ ଅକ୍ଟୋବର ୮ ତାରିଖ ଠାରୁ ନିଖୋଜ ହୋଇଯାଇଥିଲେ ତେବେ ଏହା ପରେ ଘଟଣା ଦିନକୁ ଦିନ ସାମ୍ନାକୁ ଆସିବାକୁ ଲାଗିଥିଲା । ତେବେ ବର୍ତ୍ତମାନ ଗୋବିନ୍ଦ ସାହୁ ଙ୍କୁ ନେଇ ଯେଉଁ ବଡ ଖବର ଟି ସାମ୍ନାକୁ ଆସିଛି ତାହା ସମ୍ପର୍କରେ ଆଗାମୀ ସମୟରେ ତଦନ୍ତ ହେଲେ ଜଣା ପଡ଼ିବ ବୋଲି ଦାବି କରାଯାଇଛି । 

 

ଅନ୍ୟ ପକ୍ଷରେ ଗୋବିନ୍ଦ ସାହୁ ଙ୍କ ସ୍ତ୍ରୀ ଆସିଛନ୍ତି ସାମ୍ନାକୁ ଏବଂ ମୁଁହ ଖୋଲିଛନ୍ତି । ଗୋବିନ୍ଦ ସାହୁ ଙ୍କ ସ୍ତ୍ରୀ ଙ୍କ କହିବା ଅନୁଯାୟୀ ତାଙ୍କ ସ୍ଵାମୀ ଆ-ତ୍ମ-ହ-ତ୍ୟା କରି ନାହାନ୍ତି ବରଂ ତାଙ୍କୁ ମାରି ଦିଆଯାଇଛି । ତେବେ ଏହିପରି ଅଭିଯୋଗ ଆସିବା ଦ୍ଵାରା ଗୋବିନ୍ଦ ସାହୁ ଙ୍କ ମୃ-ତ୍ୟୁ ରହସ୍ୟ ସାମ୍ନାକୁ ଆସିବା ଦରକାର ବୋଲି ଅନେକ ନିଜର ମତାମତ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *