ପୁଣି ବଢ଼ିଲା କୋରନା ଚିନ୍ତା, ଆସୁଛି କୋରନାର ଚତୁର୍ଥ ଲହରୀ | ସାବଧାନ…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁଣି ବଢ଼ିଲା କୋରନା ଚିନ୍ତା, ଆସୁଛି କୋରନାର ଚତୁର୍ଥ ଲହରୀ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ସାରା ବିଶ୍ବରୁ କୋରାନା ଭଳି ମହାମାରୀ ର ଭୟ ପ୍ରାୟତଃ  ଉଠିଯାଇଥିଲେ ସମସ୍ତେ ପୂର୍ବ ଭଳି ନିଜ କାର୍ଯ୍ୟରେ ସମ୍ପୂର୍ଣ୍ଣ ଭାବରେ ଜଡ଼ିତ ହୋଇଯାଇଥିଲେ କିନ୍ତୁ ବର୍ତ୍ତମାନ ସମୟର ଖବର ପରେ ଏବେ ସମସ୍ତଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି।ଏବେ ଶୁଣିବାକୁ ମିଳୁଛି କି ପୁଣିଥରେ କୋରନା ମହାମାରୀ ଆଉ ଏକ ରୂପ ନେଇଛି ଏବଂ ଏହାର ସଂକ୍ରମଣ ର ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି।

 

କୋରୋନା ଭଳି ମହାମାରୀ ରେ ପୀଡ଼ିତ ହୋଇ ଅନେକ ପରିବାର ଲୋକେ ନିଜ ଘରର ଅନେକ ସଦସ୍ୟଙ୍କୁ ହରାଇବସିଛନ୍ତି।ଯାହାର ଭୟ ଏବେ ସମସ୍ତଙ୍କୁ ଘାରିଛି।ସମସ୍ତେ ଏବେ ଏହା ଶୁଣି ସର୍ତକ ମଧ୍ୟ ହୋଇଗଲେଣି।କିଛି ମାସ ହେଲା ସବୁ କିଛି ପୂର୍ବ ଭଳି ହୋଇଯାଇଥିଲା କାରଣ କୋରନା ସମୟରେ ଦେଶର ଅର୍ଥାବସ୍ତା ଭୁଷୁଡି ପଡ଼ିଥିଲା ଯାହା ଏବେ କିଛି ଉପରକୁ ଉଠିଥିଲା କିନ୍ତୁ ଏହି ଖବର ଆସିବା ମାତ୍ରେ ଏବେ ସମସ୍ତଙ୍କ ମନରେ ଭୟର ସଞ୍ଚାର ହେଉଛି କାରଣ ଏବେ କୋରୋନା କେଉଁ ରୂପରେ ଆସି ନିଜର ତାଣ୍ଡବ ଲୀଳା ରଚିବ।

 

ଚୀନ ଏବଂ ଆମେରିକା ସହ ଆଉ ୫ ଟି ଦେଶରେ କରୋନା ର ମାତ୍ରାରେ ବୃଦ୍ଧିର ସଙ୍କେତ କୁ ଦୃଷ୍ଟି ରେ ରଖି କେନ୍ଦ୍ର ସରକାର ଏବେ ସତର୍କ ହୋଇଛନ୍ତି।ଏହା କୁ କୋରନା ର ଚତୁର୍ଥ ଲହରୀ ବୋଲି କୁହାଯାଉଛି।ସମେତ ନମୁନା କୁ ଜିନମ ସିକ୍ୱେନ୍ସ୍ ପାଇଁ  ପଠାଇବା ପାଇଁ ସବୁ ରାଜ୍ୟକୁ ନିର୍ଦ୍ଦେଶନାମା ଜାରୀ କରିଛନ୍ତି କେନ୍ଦ୍ର ସରକାର।ଏହାଦ୍ବାରା ସମୟ ପୂର୍ବରୁ ନୂଆ ଭ୍ୟାରିଆଣ୍ଟ ବିଷୟରେ ଜଣାପଡ଼ିବ ବୋଲି କହିଛନ୍ତି।

 

କେନ୍ଦ୍ର ସଚିବାଳୟ ପକ୍ଷରୁ ସୂଚନା ମିଳିଛି କି ପଡ଼ୋଶୀ ଦେଶରେ କୋରୋନା ର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ଏବଂ ଦେଶରେ ଟୀକାକରଣ ହୋଇସାରିଥିବ ଆମ ଦେଶ ପ୍ରତି କୌଣସି ଭୟ ନାହିଁ।ସମସ୍ତ ଦେଶରେ ହୋଇଥିବା ମହାମାରୀ ର ଭୟକୁ ଦୃଷ୍ଟିରେ ରଖି କହିଛନ୍ତି ଯେ ଭାରତ ପ୍ରତି ଏହାର କୌଣସି ଅସୁବିଧା ନାହିଁ।କିନ୍ତୁ ସମସ୍ତେ ଏହାପ୍ରତି ସତର୍କ ରୁହନ୍ତୁ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *