କାହିଁକି ଖାଇବା ଥାଳିରେ ଦିଆଯାଏନି 3 ଟି ରୁଟି | ଜାଣନ୍ତୁ କଣ ରହିଛି କାରଣ…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,କାହିଁକି ମାନିଥାନ୍ତି କି ଏକା ସାଙ୍ଗରେ ଥାଳିରେ ତିନୋଟି ରୋଟି ପରଶିବା ହୋଇଥାଏ ଅଶୁଭ । କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଏହି କଥା ସତ ଅଟେ କି ଯେଉଁ ସ୍ଵାଦ ଘରର ରୋଟିରେ ଅଛି ତାହା ବାହାର ଖାଇବାରେ ମିଳିପାରିବ ନାହିଁ  । ଯଦି ବାହାରେ ଖିଆ ଯାଏ ତ କେବଳ ପେଟ ଭରେ ମନ ଭରେ ନାହିଁ । ବର୍ତ୍ତମାନ ଆପଣ ଭାବୁଥିବେ କି ଆମେ ଆଜି ଖାଇବା ପିଇବା ର କଥା କାହିଁକି କହୁଛୁ, କାରଣ ଆମେ ଆଜି ଖାଇବା ପିଇବା କଥା ସମ୍ଭନ୍ଧିତ କିଛି ରହସ୍ୟ ଖୋଲିବାକୁ ଯାଉଛୁ । ଖାଇବା ଥାଳିରେ ରଖା ଯାଉଥିବା ରୋଟିର ଏକ ପ୍ରଥା ଆଜି ବି ଚାଲି ଆସୁଛି । ଚାଲନ୍ତୁ ସେହି ବିଷୟରେ ଜାଣିବା । 

 

ଆପଣ ସମସ୍ତେ ଦେଖିଥିବେ କି ଘରେ ଖାଇବା ଥାଳିରେ ୨ ଟି କିମ୍ବା ୪ ଟି ରୋଟି ବଢାଯାଏ । କିନ୍ତୁ ୩ ଟି ରୋଟି କେବେ ଦିଅନ୍ତି ନାହିଁ କାରଣ ଖାଇବା ଥାଳିରେ ୩ ରୋଟି ଦେବା ଅଶୁଭ ବୋଲି କୁହାଯାଏ । ଯଦି କେଉଁ ପରିସ୍ଥିତିରେ ଆପଣଙ୍କୁ ୩ ଟି ରୋଟି ଦେବାକୁ ପଡେ ତେବେ ଆପଣ ତାହାକୁ ଛିଣ୍ଡାଇ କରି ଦେଇ ପାରିବେ । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ୩ ଟି ରୋଟି ଖାଇବା ଥାଳି ରେ ରଖିବା କାହିଁକି ଅଶୁଭ ବୋଲି କୁହାଯାଏ ସେହି ବିଷୟରେ କହିବୁ ।

 

ଯଦି ଆମେ ହିନ୍ଦୁ ଧର୍ମକୁ ଦେଖିବା ତେବେ ୩ନମ୍ବରଟି ଅଶୁଭ ବୋଲି କୁହାଯାଏ । ସବୁ ଶୁଭ କାମ କରିବା ପୂର୍ବରୁ ଏହି ୩ ସଂଖ୍ୟାର ଧ୍ୟାନ ରଖା ଯାଏ । କୌଣସି ଶୁଭ କାମ ପାଇଁ ୩ଜଣ ବ୍ୟକ୍ତି ଏବଂ ୩ଟି ବସ୍ତୁକୁ ନେଇ କରାଯାଏ ନାହିଁ । ସେଥିପାଇଁ ଖାଇବା ଦେଲା ବେଳକୁ ଏହି ନିୟମକୁ ପାଳନ କରିବା ଦରକାର । ଏମିତି କୁହାଯାଏ କି ୩ଟି ରୋଟି କୌଣସି ବ୍ୟକ୍ତିର ନିଧନ ପରେ ତାହାର ୧୩ଦିନ ସଂସ୍କାର ପୂର୍ବରୁ ବ୍ୟବହାର କରୁଥିବା ଭୋଜନରେ ନିଆ ଯାଇଥାଏ । ତାକୁ ବାହାର କରିବା ସମୟରେ କେହି ଦେଖନ୍ତି ନାହିଁ । 

 

ଏହି କାରଣ ଯୋଗୁ ୩ଟି ରୋଟି ଦେବା ମାନେ ମୃତକଙ୍କର ଭୋଜନ ସହ ସମାନ ହୋଇଥାଏ । ସେଥିପାଇଁ କାହାକୁ ବି ୩ଟି ରୋଟି ଦେବେ ନାହିଁ । ଏହାର ବୈଜ୍ଞାନିକ କାରଣ ମଧ୍ୟ ଅଛି। ଏହା ଅନୁସାରେ କୌଣସି ବ୍ଯକ୍ତିର ଭୋଜନରେ ୨ଟି ରୁଟି, ଗୋଟେ ଗିନା ଡାଲି, ୫୦ ଗ୍ରାମ ଭାତ, ଏବଂ ଗୋଟେ ଗିନା ପରିବା ତରକାରୀ ନିତ୍ୟାନ୍ତ ଆବଶ୍ୟକ ହୋଇଥାଏ । ଅର୍ଥାତ ଏହାକୁ ହିଁ ଗୋଟେ ବ୍ୟକ୍ତି ପାଇଁ ସନ୍ତୁଳିତ ଆହାର ବୋଲି କୁହାଯାଏ । ତେଣୁ ବୈଜ୍ଞାନିକ ଓ ଧାର୍ମିକ ଦ୍ରୁଷ୍ଟି କୋଣରୁ ତିନୋଟି ରୋଟି କୌଣସି ପ୍ରକାରରୁ ମଧ୍ୟ ଶୁଭ ନୁହେଁ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *