ପ୍ରିୟଙ୍କା ଚୋପ୍ରା ଆଣିଲେ ସଙ୍ଗୀନ ଅ-ଭି-ଯୋ-ଗ ସେ କହିଲେ ସେ ତାଙ୍କ ସ୍ଵାମୀ ଙ୍କ ପାଇଁ ରାତିରେ ଶୋଇ ପାରୁ ନାହାଁନ୍ତି । ନିକି ସବୁଦିନ ରାତିରେ ମତେ…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପ୍ରିୟଙ୍କା ଚୋପ୍ରା ଆଣିଲେ ସଙ୍ଗୀନ ଅ-ଭି-ଯୋ-ଗ ସେ କହିଲେ ସେ ତାଙ୍କ ସ୍ଵାମୀ ଙ୍କ ପାଇଁ ରାତିରେ ଶୋଇ ପାରୁ ନାହାଁନ୍ତି।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆମେ ସମସ୍ତେ ସିରିଏଲ୍ ଓ ଫିଲ୍ମ ଦେଖିବା ପାଇଁ ବହୁତ୍ ଭଲ ପାଉ । ହେଲେ କିଛି କିଛି ଜଣ ହିନ୍ଦୀ ଫିଲ୍ମ ହେଉ ତ ଆଉ କିଛି କିଛି ଜଣ ହିନ୍ଦୀ ଫିଲ୍ମ ଦେଖିବା ପାଇଁ ଭଲ ପାଆନ୍ତି । ଆହୁରି ମଧ୍ୟ ଅନ୍ୟ କିଛି କିଛି ଲୋକ ଆଉ ଅଲଗା କିଛି ଦେଖିବାକୁ ପସନ୍ଦ କରନ୍ତି । ସେହି ଭଳି ଭାବରେ ହିନ୍ଦୀ ଫିଲ୍ମ ଓ ସିରିଆଲ୍ ର ଚାହିଦା ଏବେ ମଧ୍ୟ ବହୁତ୍ ରହିଛି । ଶହେ ରୁ ଶତକଡା ଲୋକ ହିନ୍ଦୀ ଫିଲ୍ମ ଦେଖିବା କୁ ପସନ୍ଦ କରୁଛନ୍ତି । ଖାଲି ଏତିକି ନୁହେଁ ଲୋକେ ମଧ୍ୟ ଫିଲ୍ମ ଗୁଡ଼ିକୁ ଯେତିକି ଭଲ ପାଇବା ଦେଉଛନ୍ତି ତାଠୁ ଭି ଅଧିକ ସେହି ଫିଲ୍ମ ରେ କାମ କରୁଥିବା ହିରୋ ଆଉ ହିରୋଇନ୍ ମାନଙ୍କୁ ଭଲ ପାଉଛନ୍ତି। 

 

ସମସ୍ତେ ମଧ୍ୟ ନଜର ରେ ରଖୁଛନ୍ତି କେତେବେଳେ କେଉଁ ହିରୋ ଅବା ହିରୋଇନ୍ କେମିତି ସଜ ହଉଛନ୍ତି କେମିତି ପୋଷାକ ପିନ୍ଧୁଛନ୍ତି । କେମିତି ଚାଲିଛନ୍ତି କେମିତି ଅଭିନୟ କରୁଛନ୍ତି କେମିତି ଖାଉଛନ୍ତି କେମିତି ବସୁଛନ୍ତି ଏମିତି ବହୁତ୍ କିଛି ।ବେଳେ ମଧ୍ୟ ଏମିତି କିଛି ସୁଟିଂ ସେଟ୍ ର କିଛି ଭିଡିଓ ଆସିଥାଏ ଯାହା ଦର୍ଶକ ମାନଙ୍କୁ ଟିକେ ଆ-ଶ୍ଚ-ର୍ଯ୍ୟ କରିଦେଇଥାଏ । ଆଉ କିଛି ସମୟରେ ମଧ୍ୟ ଆମେ ହିରୋଇନ୍ ଆଉ ହିରୋ ଙ୍କୁ ନେଇ ଏମିତି କିଛି ଫଟୋ ଅବା ଭିଡିଓ ଆସିଥାଏ ଯାହା ପାଇଁ ଦର୍ଶକ ମାନେ କିଛି ସମୟ ଯାଏଁ ଭାବିବାକୁ ରହି ଯାଇଥାନ୍ତି ।

 

ଆପଣ ମାନେ ବୋଲିଉଡ ଜଗତର କ୍ୱିନ ଙ୍କ ବିଷୟରେ ଖୁବ୍ ଭଲ ଭାବରେ ଜାଣିଥିବେ । ଯାହା ଙ୍କ ଜବରଦସ୍ତ ଲୁକ୍ ଓ ଷ୍ଟାଇଲ ଲୋକ ଙ୍କୁ ମତୁଆଲା କରି ଦେଇଥାଏ । ସେ ଗ୍ଳାମର ଦୁନିଆର ଜଣେ ଆଗଧାଡିର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ପ୍ରିୟଙ୍କା ଚୋପ୍ରା ବିବାହିତ ବୋଲି ଆମେ ସମସ୍ତେ ଜାଣିଛୁ । ପ୍ରିୟଙ୍କା ଙ୍କ ସ୍ବାମୀ ଙ୍କ ସମ୍ପର୍କରେ ଆପଣ ମାନେ ବହୁତ୍ ଭଲ ଭାବରେ ଜାଣିଥିବେ ସେ ଆଉ କେହି ନୁହନ୍ତି  ନିକ୍ ଜୋନ୍ସ । ପ୍ରିୟଙ୍କା ଏବେ ତାଙ୍କ ସ୍ଵାମୀ ଙ୍କ ବିଷୟରେ ଗୋଟିଏ ବଡ଼ ଖୁ-ଲା-ସା କରିଛନ୍ତି । ଯାହା ଶୁଣିଲେ ଆପଣ ଆ-ଶ୍ଚ-ର୍ୟ୍ଯ ହୋଇଯିବେ । ସେ ଗୋଟିଏ ଇଣ୍ଟରର୍ଭ୍ୟ  ରେ କହିଥିଲେ ସେ ତାଙ୍କ ସ୍ଵାମୀ ଙ୍କ ପାଇଁ ବହୁତ୍ ରାତି ହେବ ଶୋଇ ପାରୁ ନାହାନ୍ତି ।

 

ଏହାର କାରଣ ଜାଣିଲେ ଆପଣ ମଧ୍ୟ ଆ-ଶ୍ଚ-ର୍ୟ୍ଯ ହୋଇଯିବେ । ତାଙ୍କ ସ୍ଵାମୀ ଙ୍କ ର ମଧୁମେହ ରୋଗ ହୋଇ ଯାଇଥିବାରୁ ସେ ରାତିରେ ଶୋଇ ପାରୁନାହାନ୍ତି । ସେ ଜଣେ ବିଶିଷ୍ଟ ସ୍ବାସ୍ଥ୍ୟବାନ୍  ବ୍ୟକ୍ତି ଥିବା ଯୋଗୁଁ ନିଜ ଶରୀର ଉପରେ ସମ୍ପୂର୍ଣ ଧ୍ୟାନ ଦେଇଥାନ୍ତି । ଯଦି କେବେ କେବେ ରାତିରେ ତାଙ୍କର ସୁଗାର ର ପରିମାଣ କମି ଯାଇଥାଏ କି ବଢ଼ି ଯାଇଥାଏ ସେ ଜାଣି ପାରିଥାନ୍ତି  । ଯାହା ପାଇଁ ତାଙ୍କୁ ଶୋଇବା ରେ ଅ-ସୁ-ବି-ଧା ହୋଇଥାଏ  । ତେଣୁ ପ୍ରିୟଙ୍କା ଚୋପ୍ରା ଶୋଇ ପାରିନାହାନ୍ତି ବୋଲି କହିଥିଲେ । ବାସ୍ତବ ରେ ଆମେ ତାଙ୍କ ସ୍ବାମୀ ଙ୍କ ପାଇଁ ମଙ୍ଗଳ କାମନା କରୁଛୁ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *