ଅମ୍ରିତ କହିଲେ କେମିତି କରିଥିଲେ ତାଙ୍କର ଅପହରଣ | ଶୁଣନ୍ତୁ ତାଙ୍କ ମୁଁହରୁ…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଅମ୍ରିତ ବଖାଣିଲେ ଅ-ପ-ହ-ର-ଣର ଲୋମ ଟାଙ୍କୁରା କାହାଣୀ । କହିଲେ ଟ୍ୟୁସନରୁ ଆସିବା ବେଳେ ମୋ ପାଟି ବନ୍ଦ କରି ହାତ ଗୋଡ ବାନ୍ଧି ଗୋଦାମରେ ରଖିଥିଲେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ଗତ କିଛିଦିନ ଧରି ରାଜ୍ୟରେ ନାବାଳକ ଅ-ପ-ହ-ର-ଣ ମାମଲା ଚର୍ଚ୍ଚାର ବିଷୟ ପାଲଟିଛି । କେମିତି ଅ-ପ-ହ-ର-ଣ ହେଲେ ଅମ୍ରିତ ପାତ୍ର ? କିଏ ତାଙ୍କୁ କରିଥିଲା ଅ-ପ-ହ-ର-ଣ ଅ-ପ-ହ-ର-ଣ-କାରୀ ମାନେ ତାଙ୍କୁ କେଉଁଠି ରଖିଥିଲେ ଆଦି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିବା ମଧ୍ୟ ସ୍ଵାଭାବିକ । ତେଣୁ ଅ-ପ-ହ-ର-ଣ ଦିନର ସେ ଲୋମ ଟାଙ୍କୁରା କାହାଣୀ କହିଛନ୍ତି ନୟାଗଡ଼ର ସେହି ଉଦ୍ଧାର ଛାତ୍ର ଅମ୍ରିତ ପାତ୍ର ନିଜେ । ତେବେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୁରାଳ ଗାଁର ଅମ୍ରିତ ପାତ୍ର। 

 

ଗତ ୧୫ ତାରିଖ ସନ୍ଧ୍ୟା ବେଳେ ଟ୍ୟୁସନରୁ ଘରକୁ ଫେରୁଥିବା ବେଳେ ତାଙ୍କୁ ଅ-ପ-ହ-ର-ଣ କରା ଯାଇଥିଲା । ଅମ୍ରୀତଙ୍କ କହିବା ଅନୁସାରେ ସଞ୍ଜ ନଇଁ ଆସୁଥିଲା । ଟ୍ୟୁସନରୁ ସାଇକେଲରେ ତରତର ହୋଇ ଘରକୁ ଫେରୁଥିଲେ। ରାସ୍ତାରେ ଦୁ-ର୍ବୃ-ତ୍ତମାନେ ତାଙ୍କୁ ଆଗକୁ ଯିବା ପାଇଁ ବାଟ ଛାଡ଼ି ନଥିଲେ । ପରେ ତାଙ୍କୁ ଧରି ପକାଇ ଥିଲେ । ପାଟି କରିବାରୁ ତା’ ପାଟି ବନ୍ଦ କରି ଦେଇଥିଲେ । ତା’ପରେ ତାଙ୍କୁ ଗାଡ଼ି ଭିତରେ ପୂରାଇ ଦେଇଥିଲେ । ପ୍ରଥମେ ତାଙ୍କୁ ଗୋଦାମ ଭାଇ ଗ୍ୟାରେଜକୁ ନେଇଯାଇ ଥିଲେ । ସେଠାରେ ତାଙ୍କୁ ୨ରୁ ୩ ଘଣ୍ଟା ରଖିଥିଲେ । 

 

କିନ୍ତୁ ପରେ ଅମ୍ରିତକୁ କୁରାଳ ପଣ୍ଡିତ ସାହିକୁ ନେଇ ଯାଇଥିଲେ । ଆଉ ତାଙ୍କୁ ଜଣେ ଜଗୁଥିଲେ ବୋଲି ଅମ୍ରିତ କହିଛନ୍ତି । ଅମ୍ରିତ କହିଛନ୍ତି, ବାଡ଼ାବାଡ଼ି କରୁ ନ ଥିଲେ । ଖାଇବାକୁ ବିସ୍କୁଟ ଓ ପକୁଡି ଦେଉଥିଲେ । ଚିଲେଇଲେ ତଣ୍ଟିକାଟି ଦେବେ ବୋଲି ଧ-ମ-କ ଦେଇଥିଲେ । ତେଣୁ ଭୟରେ ଚୁପ୍‌ ରହିଥିଲେ । ଦୁ-ର୍ବୃ-ତ୍ତ-ମାନେ ମୁଖା ପିନ୍ଧିଥିଲେ ମଧ୍ୟ ଗାଁ ଲୋକ ବୋଲି ଜାଣି ପାରିଥିଲି ବୋଲି ଅମ୍ରୀତ କହିଛନ୍ତି । ତେବେ ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗି-ର-ଫ କରାଯାଇଛି । 

 

ସୂଚନାଯୋଗ୍ୟ ଯେ ଟଙ୍କା ଲୋଭରେ ନାବାଳକୁ ଅ-ପ-ହ-ର-ଣ କରିଥିଲା ମୁଖ୍ଯ ଅଭିଯୁକ୍ତ ସ୍ବପ୍ନ ପ୍ରସାଦ ପଣ୍ଡା । ଏଥିପାଇଁ ତାକୁ ସହଯୋଗ କରିଥିଲେ ତାର ଭାଇ ଭକ୍ତ ଦର୍ଶନ ଏବଂ ସାଙ୍ଗ ସୁନୀଲ ପାଣିଗ୍ରାହୀ । ଆରକ୍ଷୀ ଅଧିକାରୀ ଓ ଗ୍ରାମବାସୀ ତତ୍ପର ହେବାରୁ ଅମ୍ରିତକୁ ବାହାରକୁ ନେଇପାରିନଥିଲେ ଅ-ପ-ହ-ର-ଣକାରୀ । ୪ଦିନ ତାକୁ ହାତଗୋଡ ବାନ୍ଧି ଘରେ ରଖିଥିଲେ । ଦୁଇଭାଇ ତାକୁ ସବୁ ସମୟରେ ଜଗି ରହୁଥିଲେ । ଶେଷରେ ଯୋଜନାରେ ବିଫଳ ହେବାରୁ ୧୭ତାରିଖ ରାତିରେ ତାକୁ ସେହି ଘରେ ଛାଡିଦେଇ ଚାଲିଯାଇଥିଲେ। 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *