ସୋଇବ ମାଲିକ ଙ୍କ ଠାରୁ ଡିଭର୍ସ ନେବା ପରେ ଏହି ଭାରତୀୟ କ୍ରିକେଟର ଙ୍କୁ ବାହା ହେବେ ଧାୱନ…

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ। ଆପଣ ଖେଳ ତ ନିହାତି ଭାବେ ଦେଖୁଥିବେ ଯେମିତି କି କ୍ରିକେଟ, ଫୁଟବଲ , ଟେନିସ, କବାଡି ଆଦି ଅନେକ ଖେଳ । ତେବେ ସମସ୍ତ ଖେଳ ମଧ୍ୟରୁ ଆପଣ ମଧ୍ୟ କେଉଁ ଖେଳର ନିହାତି ଭାବେ ପ୍ରିୟ ହୋଇଥିବେ । ଖେଳ ଯଦି ଆପଣଙ୍କର ପ୍ରିୟ ତେବେ କେଉଁ ଖେଳର କେଉଁ କେଉଁ ଖେଳାଳି ଖେଳୁଛନ୍ତି ଏବଂ ଖେଳାଳି ମାନଙ୍କ ବାସ୍ତବ ଜୀବନ ତଥା ଜୀବନଶୈଳୀ କେମିତି ସେହି ସଂପର୍କରେ ଆପଣ ଜାଣିବାକୁ ଚେଷ୍ଟା କରୁଥିବେ ନିହାତି ଭାବେ । 

 

ସୋସିଆଲ ମିଡିଆରେ ଖେଳାଳି ମାନଙ୍କୁ ନେଇ ଅନେକ ପ୍ରକାର ଖବର ପ୍ରସାରିତ ହୁଏ ଏବଂ ସମସ୍ତ ଖେଳାଳି ସୋସିଆଲ ମିଡିଆରେ ମଧ୍ୟ ଆକ୍ଟିଭ ଥାଆନ୍ତି।  ଫ୍ୟାନ ମାନେ ସୋସିଆଲ ମିଡିଆରେ ନିଜ ନିଜର ପ୍ରିୟ ଖେଳାଳି ମାନଙ୍କୁ ଅନୁସରଣ କରିଥାନ୍ତି । ତାଙ୍କର ପ୍ରତ୍ୟେକ ଟି କାର୍ଯ୍ୟକଳାପ କୁ ଲକ୍ଷ ରଖନ୍ତି ଫ୍ୟାନ ମାନେ । ତେବେ ଅନେକ ଖେଳାଳି ତଥା ଅନେକ ସେଲିବ୍ରିଟି ଅଛନ୍ତି ଯେଉଁମାନଙ୍କ ଜୀବନରେ ସମସ୍ୟା ରହିଛି ଏବଂ ତାଙ୍କ ପାରିବାରିକ ଜୀବନରେ ସମସ୍ୟା ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚିତ ହୋଇଥାଏ । 

 

ଠିକ୍ ସେମିତି ବର୍ତ୍ତମାନ ସୋସିଆଲ ମିଡିଆରେ ହେଡଲାଇନ୍ ପାଲଟିଛନ୍ତି ଟେନିସ ତାରକା ସାନିଆ ମିର୍ଜା । ସାନିଆ ମିର୍ଜା ଶୋଏବ ମାଲିକ ଙ୍କୁ ବିବାଦ କରିଥିବା ବେଳେ ଅନେକ ବିବାଦ ଆଗରୁ ଦେଖା ଯାଇଥିଲା । ସାନିଆ ମିର୍ଜା ଏବଂ ଶୋଏବ ମଲିକ ଙ୍କ ବିବାହ ପକ୍ଷରେ ଭାରତ ଏବଂ ପାକିସ୍ତାନ ଦୁହେଁ ଅଶାନ୍ତ ଥିବାବେଳେ ମଧ୍ୟ ଏହି ଯୋଡ଼ି ସମସ୍ତଙ୍କ ବିରୁଦ୍ଧରେ ଯାଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବର୍ତ୍ତମାନ ସାନିଆ ମିର୍ଜା ଙ୍କ ଜୀବନରେ ବଡ ପରିବର୍ତ୍ତନ ଦେଖା ଯାଇଛି ଯାହା ସମ୍ପର୍କରେ ଆପଣ କିଛି ନା କିଛି ଶୁଣିବାକୁ ପାଇଥିବେ । 

 

ସାନିଆ ମିର୍ଜା ଏବଂ ଶୋଏବ ଙ୍କ ବାସ୍ତବିକ୍ ଜୀବନରେ ଅନେକ ପ୍ରକାର ବିବାଦ ଦେଖା ଦେଇଥିବା ବେଳେ ଦୁହିଁଙ୍କ ପ୍ରେମ ମଧ୍ୟରେ ସୃଷ୍ଟି ହୋଇ ସାରିଛି ଏକ ବଡ଼ ଝଡ଼ । ଦୁହେଁ ୧୨ ବର୍ଷର ସମ୍ପର୍କ ମଧ୍ୟରେ ଥିବାବେଳେ ବର୍ତ୍ତମାନ ଦୁହିଁଙ୍କ ଏହି ସମ୍ପର୍କ ଶେଷ ହୋଇଯିବ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଦୁହିଁଙ୍କ ଅଲଗା ହେବାର ମୂଳ କାରଣ ଜଣେ ପାକିସ୍ତାନୀ ଅଭିନେତ୍ରୀ ବୋଲି ଜଣାପଡିଛି । 

 

ପାକିସ୍ତାନୀ ଅଭିନେତ୍ରୀ ଙ୍କ ସହ ଶୋଏବ ମାଲିକ ଙ୍କ ପ୍ରେମ ଥିବା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି । ଏହା ସମ୍ପର୍କରେ ସାନିଆ ମିର୍ଜା ଜାଣିବା ପରେ ସେ ଶୋଏବ ମଲିକ ଙ୍କ ଠାରୁ ଛାଡପତ୍ର ନେବାପାଇଁ ଚାହିଁଛନ୍ତି । ଏବଂ ଛାଡପତ୍ର ପରେ ସାନିଆଁ ମିର୍ଜା ଭାରତୀୟ କ୍ରିକେଟର ଶିଖର ଧାବନ ଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ବୋଲି ବର୍ତ୍ତମାନ ଖବର ଖୁବ୍ ଜୋର ଧରିଛି। ତେବେ ସାନିଆ ମିର୍ଜା ଶିଖର ଧାବନ ଙ୍କୁ ବିବାହ କରିବେ ବୋଲି ତାଙ୍କ ତରଫରୁ ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *