ସୌମଙ୍କ ଘଟଣା ରାତିର Video….! ଆସିଲା ରହସ୍ୟ ରାତିର Video

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ସୌମ୍ୟ ଙ୍କ ମାମଲା ରେ ଏକ ନୂଆ ତଥ୍ୟ । Video ଦେଖିବା କଣ ଅଛି ପ୍ରମାଣ ସେହି ଭିଡ଼ିଓ ରେ । କଣ ମିଳିପାରିବ ସୌମ୍ୟ ଙ୍କୁ ନ୍ୟାୟ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଘଟଣା ଘଟିବାର ଅନେକ ଦିନ ବିତି ଯାଇଛି ହେଲେ ସୌମ୍ୟ ରଞ୍ଜନ ଙ୍କୁ ମିଳିନି ନ୍ୟାୟ । ସ-ନ୍ଦେ-ହ ର ଅଡ଼ୁଆ ଖିଅ ରେ ଏହି ଘଟଣା । ଆ-ତ୍ମ-ତ୍ୟା-ଗ ନା ମା-ରି ଦିଆଯାଇଛି ବର୍ତ୍ତମାନ ପର୍ଯ୍ୟନ୍ତ ସଠିକ୍ ତଥ୍ୟ ଲାଗୁନି ହାତ ରେ । ସୌମ୍ୟ ରଂଜନ ଙ୍କ ଘଟଣା ରେ ନୂଆ ମୋଡ଼ । ଗତ ଡ଼ିସେମ୍ବର ରେ ଦିବ୍ୟା ଭାରତୀ ପଣ୍ଡା ଙ୍କୁ ବିବାହ କରିଥିଲେ ପାରଳାଖେମୁଣ୍ଡି ରେ ସହକାରୀ ବନ ସଂରକ୍ଷକ ଭାବେ କାର୍ଯ୍ୟରତ ବାଲେଶ୍ଵର , ଖଇରା ଅଞ୍ଚଳ ର ସୌମ୍ୟ ରଞ୍ଜନ ପଣ୍ଡା । 

 

ତେବେ ସେ ସରକାରୀ ବାସଭବନ ରେ ନିଜ ପତ୍ନୀ ଙ୍କ ସହିତ ବିବାହ ପରେ ରହୁଥିଲେ । କିନ୍ତୁ ହଠାତ୍ ନିଆ ଲାଗି ସେ ପୋ-ଡ଼ି ହୋଇଯାଇଥିଲେ । ତେବେ ଅବସ୍ଥା ଗୁ-ରୁ-ତ-ର ହେବାରୁ ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ଚିକିତ୍ସାଳୟ ତା ପରେ ବ୍ରହ୍ମପୁର ମେଡ଼ିକାଲ କୁ ନିଆ ଯାଇଥିଲା । ତା ପରେ ତାଙ୍କୁ କଟକ ମେଡ଼ିକାଲ କୁ ଅଣା ଯାଇଥିଲା । ତେବେ ସେ ସେଠାରେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ । କିନ୍ତୁ ଆଖି ବୁଜିବା ପୂର୍ବରୁ ତାଙ୍କ ବୟାନ ଥିଲା ଯେ ସେ ନିଜ ଘରେ ବହି ଆଣିବାକୁ ଯିବା ବେଳେ ଗୋଡ଼ ରେ କିରୋସିନ ଢାଳି ହୋଇ ନି-ଆ ଲାଗିଯାଇଥିଲା । ତେବେ ଏହି ବୟାନ କେତେ ଦୂର ସତ ତାହା ଆରକ୍ଷୀ ଅଧିକାରୀ ତଦନ୍ତ ପରେ ମଧ୍ୟ କୌଣସି ବହି ପାଇନଥିଲେ। 

 

କିନ୍ତୁ ସୌମ୍ୟ ଙ୍କ ବାପା ସମ୍ପୂର୍ଣ୍ଣ ଅ-ଭି-ଯୋ-ଗ ଆଣିଛନ୍ତି ନିଜ ପୁତ୍ର ବଧୁ ଆଉ ଡି ଏଫ୍ ଓ ଙ୍କ ଉପରେ । ସେମାନଙ୍କ ମିଳିତ ପ୍ରସାର ପାଇଁ ସୌମ୍ୟ ଙ୍କ ଜୀବନ ଯାଇଛି । ନହେଲେ ଗୋଟିଏ କୋଠରୀ ଭିତରେ ବୋହୂ ର କିଛି ହେଲାନି କିନ୍ତୁ ପୁଅ କେମିତି ପୋ-ଡ଼ି-ଲା ବୋଲି ବାପା ପ୍ରଶ୍ନ କରିଛନ୍ତି , ଯାହାକୁ ଖଣ୍ଡନ କରିଛନ୍ତି ବିଦ୍ୟା ଭାରତୀ । ତେବେ ଆରକ୍ଷୀ ଅଧିକାରୀ ହାତ ରେ ଏକ ଚିଠି ଲାଗିଛି ଯେଉଁଥିରେ ସ୍ପଷ୍ଟ ଲେଖା ରହିଥିଲା ଯେ ସୌମ୍ୟ ଓ ତାଙ୍କ ସ୍ତ୍ରୀ ଙ୍କ ଭିତରେ ସମ୍ପର୍କ ଭଲ ନୁହେ । ନିଜେ ତାଙ୍କ ସ୍ତ୍ରୀ ଏହି ବିବାହ କରିବାକୁ ଚାହୁଁ ନଥିଲେ  ଓ ଏହି କଥା କୁ ନେଇ ସେ ସୌମ୍ୟ ଙ୍କୁ କହିଥିଲେ ଯେ ନିଜ ବାପା ଙ୍କୁ କହିବାକୁ । କିନ୍ତୁ ସର୍ବ ପରେ ସେମାନଙ୍କ ବିବାହ ହୋଇଗଲା । ଏହି ଘଟଣା ରେ ମୁଖ୍ୟ ଆ-ସା-ମୀ  ଡି ଏ ଫ ଙ୍କ ଉପରେ ଅନେକ ଅ-ଭି-ଯୋ-ଗ ଥାଇ ମଧ୍ୟ ତାଙ୍କ ଉପରେ କୌଣସି ପଦକ୍ଷେପ ନିଆ ଯାଇ ନାହି । 

 

 

କିଛି ଦିନ ଧରି ସୌମ୍ୟ ରଞ୍ଜନ ଙ୍କ ମାମଲା ସ୍ତଗିତ ଥିବା ବେଳେ ହଠାତ୍ ଏକ ପ୍ରମାଣ ଆସି ପହଞ୍ଚିଛି ଆମ ନିକଟ ରେ । ନିଆ ଲାଗିଥିବା ଦିନ ର ଏକ ଭିଡ଼ିଓ ହାତରେ ବାଜିଛି ଯାହା ସୋ-ସି-ଆ-ଲ ମି-ଡ଼ି-ଆରେ  ବେଶ୍ ଭା-ଇ-ରା-ଲ ହେବାରେ ଲାଗିଛି । ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି  ଓଆଇସି ମମତା ପଣ୍ଡା ଓ ପାରଳାଖେମୁଣ୍ଡି ଆଇଆଇସି ବିବେକାନନ୍ଦ ସ୍ୱାଇଁ ସେଦିନ ସୌମ୍ୟ ଙ୍କୁ ନ ବଞ୍ଚାଇ ସେଠାରୁ କିଛି ପ୍ରମାଣ ସଂଗ୍ରହ କରିବାରେ ବ୍ୟସ୍ତ ରହିଥିଲେ । ମମତା ପଣ୍ଡା ଙ୍କ ହାତ ରେ ଥିଲା ଏକ କଳା ପଲିଥିନ୍  ଭିତରେ ଏକ କପଡା କୁ ରଖା ଯାଇଛି । ସେହି ପଲିଥିନ୍ ରେ ଆଉ କିଛି ଥିବା ର ଜଣା ପଡୁଥିବା ବେଳେ ଭିଡ଼ିଓ ରେ ସ୍ପଷ୍ଟ ଦେଖା ଯାଇ ନାହି ।

 

ସୌମ୍ୟ ଙ୍କ ବାପା ଙ୍କ କହିବା ଅନୁଯାୟୀ ସୌମ୍ୟ ଙ୍କ ରୁମ୍ ର ଚାବି କାଠି ମମତା ପଣ୍ଡା ଙ୍କ ପାଖରେ ଥିଲା ।  ତେଣୁ ପ୍ରଶ୍ନ ଉଠୁଛି ଯେ କାହିଁକି ସେ ରୁମ୍ କୁ ସିଲ୍ କରା ଯାଇ ନ ଥିଲା । କାହିଁକି ମମତା ଙ୍କ ପାଖରେ ଚାବି ରହିଥିଲା । ପୂର୍ବରୁ ସୌମ୍ୟ ଙ୍କ ବାପା ଙ୍କ କହିବା ଅନୁଯାୟୀ ଏହି ଘଟଣା ରେ ମମତା ସମ୍ପୃକ୍ତ ଅଛନ୍ତି ଓ ବର୍ତ୍ତମାନ ଏହି ଭିଡ଼ିଓ ରେ ପ୍ରମାଣ ମଧ୍ୟ ହୋଇ ଯାଇଛି ଯେ ସେ ସଂପୃକ୍ତ ଅଛନ୍ତି । ସୌମ୍ୟ ଙ୍କ ବାପା ବର୍ତ୍ତମାନ ହା-ଇ-କୋ-ର୍ଟ ର ଦ୍ଵାରସ୍ଥ ହୋଇ ସିବିଆଇ ର ଯାଞ୍ଚ୍ କରିବା ପାଇଁ କହୁଛନ୍ତି । ସବା ଶେଷରେ Video ଦେଖନ୍ତୁ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *