ସିନେ ଜଗତ ରେ ଶୋକର ଛାୟା । ଫୁଣି ଏବେ ଏବେ ପହଞ୍ଚିଲା ଆଉ ଏକ ଦୁଃଖଦ ଖବର…

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଚଳଚ୍ଚିତ୍ର ଜଗତ ର କେଉଁ ହିରୋଇନ୍ ଙ୍କ ର ଜାହାଜ ଦୁ-ର୍ଘ-ଟ-ଣା ରେ ମୃ-ତ୍ୟୁ ହୋଇଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ପୁଣି ଏକ ଦୁଃ-ଖ-ଦ ଖବର ସାମ୍ନା କୁ ଆସିଛି । ବର୍ତ୍ତମାନ ଚଳଚ୍ଚିତ୍ର ଦୁନିଆ ର ସଙ୍ଗୀତ ଜଗତ କୁ ଲାଗିଛି ଏକ ବଡ ଧ-କ୍କା । ପୁଣି ଏକ କଣ୍ଠଶିଳ୍ପୀ ଙ୍କ ର ଏକ ଦୁ-ର୍ଘ-ଟ-ଣା ରେ ମୃ-ତ୍ୟୁ ଘଟିଛି ଏବଂ ସେ ବର୍ତ୍ତମାନ ଏହି ଦୁନିଆ କୁ ଛାଡ଼ି ଚାଲି ଯାଇଛନ୍ତି । ସୂଚନା ମୁତାବକ ସେ ଜାହାଜ ରେ ଆସୁଥିବା ସମୟ ରେ ଜାହାଜ ଟି କ୍ରାସ୍ ହୋଇ ଯାଇଥିଲା ଏବଂ ଯାହା ଫଳରେ ତାଙ୍କର ମୃ-ତ୍ୟୁ ଘଟିଛି । 

 

ସେହିଁ ପ୍ଲେନ୍ ରେ ମଧ୍ୟ ତାଙ୍କର ଆଉ ୪ ରୁ ୫ ଜଣ ବନ୍ଧୁ ମଧ୍ୟ ଥିଲେ ଏବଂ ସେ ସମସ୍ତେ ଏକା ସାଥି ରେ ଏହି ଦୁନିଆ କୁ ଛାଡ଼ି ଚାଲି ଯାଇଛନ୍ତି । ଏହି ଖବର ଟି ଆସିବା ପରେ ସାରା ବଲିଉଡ୍ ଇଣ୍ଡଷ୍ଟ୍ରି ଏବଂ ବ୍ରାଜିଲ ଇଣ୍ଡଷ୍ଟ୍ରି ରେ ଶୋକ ର ଛାୟା ଖେଳି ଯାଇଛି । ସୂଚନା ମୁତାବକ ମାରେଲା ମେଣ୍ଡୋନେସେ ଯେ କି ବ୍ରାଜିଲ ର ଜଣେ ଭଲ କଣ୍ଠ ଶିଳ୍ପୀ ଥିଲେ ଏହା ସହିତ ସେ ଜଣେ ଭଲ ପପ ସିଙ୍ଗର ମଧ୍ୟ ଥିଲେ ।

 

 ସୂଚନା ମୁତାବକ ଗତ ଷୋମବାର ଦିନ ସେ ଉଡାଜାହାଜ ରେ ଯାତ୍ରା କରୁଥିଲେ ଏବଂ ଯାତ୍ରା ସମୟରେ କୌଣସି କାରଣ ବଶତଃ ଜାହାଜ ଟି କ୍ରାସ କରିଯାଇଥିଲା ଏବଂ ସେଥିରେ ତାଙ୍କର ମୃ-ତ୍ୟୁ ଘଟିଛି । ଏହି ଖବର ଟି ଆସିବା ପରେ ସାରା ବଲିଉଡ୍ ଇଣ୍ଡଷ୍ଟ୍ରି ଏବଂ ବ୍ରାଜିଲ ଇଣ୍ଡଷ୍ଟ୍ରି ରେ ଶୋକ ର ଛାୟା ଖେଳି ଯାଇଛି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *