ମୁର୍ତ୍ୟୁ ପୂର୍ବରୁ ଗୋବିନ୍ଦ ଙ୍କ ଶେଷ କଲ | ଶୁଣନ୍ତୁ କଣ ସବୁ କହିଥିଲେ ସ୍ତ୍ରୀ ସୁଷମା ଙ୍କୁ…

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମୃ-ତ୍ୟୁ ପୂର୍ବରୁ ଶେଷ ଫୋନ୍ କଲ୍ । “ପୁଅକୁ କହିବ ଭଲରେ ପାଠ ପଢିବ, ତମେ ମେଡ଼ିସିନ ଖାଇ ଭଲରେ ରହିବ । ମୁଁ ଚାଲିଯାଉଛି ସୁଷମା, ଗୁଡ ବାଏ” ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତ୍ତମାନ ସମୟରେ ଏଭଳି ଏକ ଖବର ଆସି ପହଞ୍ଚିଛି ଯାହାକି ଆପଣ ସହଜରେ ବିଶ୍ୱାସ ମଧ୍ୟ କରି ପାରିବେ ନାହିଁ । ଘଟଣାଟି ହେଉଛି ଜେଲରେ ଥିବା ଗୋବିନ୍ଦ ଫୋନରେ ନିଜ ସ୍ତ୍ରୀ ସହିତ କଥା ହେବାପରେ ଆତ୍ମହତ୍ୟା କରିଛି । ଫୋନରେ ସ୍ୱାମୀ ଗୋବିନ୍ଦ ପ୍ରଥମେ କହିଥିଲେ କି, ‘ହେଲୋ ସୁଷମା କେମିତି ଅଛ ଆଉ ସ୍ତ୍ରୀ ଉତ୍ତର ରେ କହି ଥିଲେ ହଁ ମୁଁ ଭଲ ଅଛି ଆଉ ଭାବୁଛି କି ତମେ ବି ଭଲରେ ଥିବ । ଏହାପରେ ଗୋବିନ୍ଦ ପଚାରି ଥିଲେ କି ପୁଅ କେମିତି ଅଛି ମେଡ଼ିସିନ ସବୁ ଆଣିଲ ତ? 

 

ଆଉ ସ୍ତ୍ରୀ କହୁଛନ୍ତି କି ହଁ ସବୁ ଭଲରେ ଅଛି କିନ୍ତୁ ତୁମେ ତ ଜେଲରେ ମେଡ଼ିସିନ ପାଇଁ କୁଆଡୁ ପଇସା ଆସିବ କହିଲ । ଗୋଟେ ବର୍ଷ ହୋଇ ଗଲାଣି ଏଠି ଆମେ ବହୁତ ଦୁଃଖରେ ଅଛୁ ଆଉ ପାଖରେ ଟଙ୍କା ପଇସା ବି ନାହିଁ । ଏହାପରେ ଗୋବିନ୍ଦ କହିଲେ କି ଦେଖିକି ଚଳିବ ବାବୁର କଲେଜ ଖୋଲି ଯିବ ତାକୁ କହିବ ସେ ମନ ଦେଇକି ପାଠ ପଢିବ । ଆଜି କାହିଁକି ମନଟା ଖାଲି ବିଚଳିତ ବିଚଳିତ ଲାଗୁଛି ତୁମ କଥା ଆଉ ପିଲାଙ୍କ କଥା ମୋର ବହୁତ ମନେ ପଡୁଛି । 

 

ଏହାପରେ ସ୍ତ୍ରୀ କହୁଛନ୍ତି କି କିଛି ଭାବନି ଆଗକୁ ସବୁ ଠିକ ହୋଇଯିବ । ମନରେ ସେମିତି କିଛି ରଖିବ ନାହିଁ ଆମେ ଏଠି ସବୁ ଭଲରେ ଅଛୁ । ଏହାପରେ ଗୋବିନ୍ଦ କହିଲେ କି ହଉ ସୁଷମା ମୁଁ ଫୋନ ରଖୁଛି ପରେ ଫୋନ କରିବି ତୁମେ ଭଲରେ ଥିବ ସୁଷମା । ଏହାପରେ ସ୍ତ୍ରୀ କହୁଛନ୍ତି କି ଶୀତ ଏଠି ବହୁତ ହେଉଛି ଜେଲରେ ତୁମେ ତମର ଯତ୍ନ ନେବ ଠିକ ସମୟରେ ଖାଇବ ରହିଲି । ବାସ ଏଭଳି କିଛି କଥା ହୋଇ ଫୋନ ରଖିବାର କିଛି ଘଣ୍ଟା ପରେ ଜେଲରୁ ଫୋନ ଆସିଲା କି ତମ ସ୍ୱାମୀ ଆଉ ଏ ଦୁନିଆଁରେ ନାହାଁନ୍ତି । 

 

ଘଟଣା ଅନୁଯାଇ ଜେଲ ଭିତରେ ଗୋବିନ୍ଦ ଜୀବନ ହାରି ଦେଇଛନ୍ତି ଆଉ ଏତିକି ଶୁଣି ସ୍ତ୍ରୀର ପାଦ ତଳୁ ମାଟି ଖସି ଯାଇଥିଲା । ହଁ ଆଜ୍ଞା ଏଇଟା ଥିଲା ଗୋବିନ୍ଦ ସାହୁର ଶେଷ କଲ, ଯାହାକି କଲରେ ଗୋବିନ୍ଦ ମା ଓ ପୁଅଙ୍କର କଥା ପଚାରି ଥିଲା । ଆଉ ସ୍ତ୍ରୀ ସହିତ କଥା ହେବା ପରେ ଗୋବିନ୍ଦ ଜେଲରେ ନିଜ ଜୀବନ ହାରି ଦେଇଥିଲା । ରାତିରେ କଥା ହେଲେ ଆଉ ସକାଳେ ଜୀବନ ହାରି ଦେଲେ ଯାହାକି ଏପର୍ଯ୍ୟନ୍ତ ଗୋବିନ୍ଦଙ୍କର ମୃ-ତ୍ୟୁ ଉପରୁ ପରଦା ହଟି ପାରୁନାହିଁ । ତେବେ ଗୋବିନ୍ଦର ଶେଷ କଲ୍ ସୋସିଆଲ ମିଡ଼ିଆରେ ଏବେ ଖୁବ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *