ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆଜି ଅଭିନେତା ଅନୁଭବ ମହାନ୍ତି ଙ୍କ ଜନ୍ମଦିନ ଅବସର ରେ ସେ କିଛି ଏମିତି କଥା କହିଛନ୍ତି ସେ ଯାହା ଶୁଣିଲେ ଆପଣ ମାନେ ବି ଚକିତ ହୋଇଯିବେ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଏହି ଦୁନିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଲୋକ ଙ୍କର ଜନ୍ମଦିନ ଥାଏ।କିନ୍ତୁ ଆମ୍ଭେ ମାନେ ସବୁ ଲୋକଙ୍କର ଜନ୍ମଦିନ ବିଷୟ ରେ ଆମ୍ଭେ ଜାଣିପାରିନଥାଉ।କିନ୍ତୁ ସେଲେବ୍ରିଟୀ ମାନଙ୍କର ଜନ୍ମଦିନ ବିଷୟରେ ସମସ୍ତେ ଜାଣିଥାନ୍ତି।ପାଠକଗଣ ଆପଣ ମାନେ ଆଜି ଅଭିନେତା ଅନୁଭବ ମହାନ୍ତିଙ୍କ ଜନ୍ମଦିନ ବୋଲି ଜାଣିଥିବେ ନିଶ୍ଚୟ।ତେବେ ଏହି ଅବସର ରେ ତାଙ୍କୁ ତାଙ୍କର ସମସ୍ତ ପ୍ରଶଂସକ ମାନେ ତାଙ୍କୁ ବିଭିନ୍ନ ଆଡ଼ୁ ଶୁଭେଚ୍ଛା ପଠାଇଛନ୍ତି।
ଦର୍ଶକବନ୍ଧୁ ଏହି ଅବସର ରେ ଅଭିନେତା ତଥା କେନ୍ଦ୍ରାପଡ଼ା ର ସାଂସଦ ଅନୁଭବ ମହାନ୍ତି ଏକ ଭିଡିଓ କୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି।ଏହି ଭିଡିଓ ରେ ଅନୁଭବ ମହାନ୍ତି ଏମିତି କିଛି କଥା କହିଛନ୍ତି ଯାହାକୁ ଶୁଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ।ଏହି ଭିଡିଓ ରେ ସେ ପ୍ରଥମେ ଜୟ ଜଗନ୍ନାଥ କହି ତାଙ୍କ କଥା ଆରମ୍ଭ କରିଥିଲେ।ସେ କହିଥିଲେ ଯେ ଆଜି ତାଙ୍କର ଜନ୍ମଦିନ ଆଉ ଏଥି ପାଇଁ ତାଙ୍କୁ ଯେଉଁମାନେ ଜନ୍ମଦିନ ର ଶୁଭେଚ୍ଛା ଜଣାଇଛନ୍ତି ତାଙ୍କୁ ଧନ୍ୟବାଦ କହିଛନ୍ତି।
ଆଉ ତାଙ୍କୁ ଏତେ ଭଲ ପାଇବା ଦେଇଥିବାରୁ ସେ ସମସ୍ତଙ୍କୁ ପୁଣି ଥରେ ଧନ୍ୟବାଦ ଜଣାଇଛନ୍ତି।ଆଉ ସେ କହିଛନ୍ତି ଯେ କିନ୍ତୁ ଏଥର ତାଙ୍କର ଘର ର ମୂରବୀ ବଡ଼ବାପା ଙ୍କ ମୃ-ତ୍ୟୁ ହୋଇଥିବାରୁ ସେ ଏଥର ତାଙ୍କ ଜନ୍ମଦିନ ପାଳନ କରିବେ ନାହିଁ।ଆଉ ତାଙ୍କର ପ୍ରଶଂସକ ମାନେ ଯେଉଁମାନେ ତାଙ୍କ ଜନ୍ମଦିନ ପାଳନ କରିବେ ବୋଲି ଭାବିଛନ୍ତି ସେମାନେ ନିଜ ଆଖପାଖରେ ଥିବା ଦୁଃଖୀ ଗରିବ ଲୋକ ମାନଙ୍କୁ ସାହାଯ୍ୟ କରନ୍ତୁ।
ଆଉ ଗୋଟେ କଥା ଅଛି ଯେଉଁଥି ସେ ନିଜର ଜନ୍ମଦିନ ପାଳନ କରିବେ ନାହିଁ।ସେହି କଥା ଟି ହେଉଛି ଏହି ୩-୪ ବର୍ଷ ହେବ ସେ ଏବଂ ତାଙ୍କ ପରିବାର ବର୍ଷା ଙ୍କ ଯୋଗୁଁ ଯେଉଁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ସେଥିପାଇଁ।ଆଉ ଯେବେ ତାଙ୍କର ଏବଂ ବର୍ଷା ଙ୍କ ଡି-ଭୋ-ର୍ସ ହେବ ତାଙ୍କର ପୁନର୍ଜନ୍ମ ହେବ ଏବଂ ସେ ସେହିଦିନ ନିଜର ରିଏଲ୍ ଜନ୍ମଦିନ ପାଳନ କରିବେ ବୋଲି।ଆଉ ସେତେବେଳେ ସେହି ସେଲିବ୍ରେସନ୍ ତାଙ୍କର ପ୍ରଶଂସକ ମାନଙ୍କ ପାଇଁ ରହିବ।ଏମିତି କଥା କହି ନିଜ କଥା ରଖିଛନ୍ତି ଅନୁଭବ।
https://fb.watch/hD4xuw6UDg/
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।