ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆଜି ଏହି ପ୍ରସିଦ୍ଧ ଅଭିନେତାଙ୍କ ମୃ-ତ୍ୟରେ କାନ୍ଦୁଛି ସିନେ ଜଗତ lତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ବନ୍ଧୁଗଣ ବର୍ତମାନ ସମୟରେ ସିନେମା ଜଗତ ପାଇଁ ଏକ ଦୁଖଃଦ ଖବର ସାମ୍ନାକୁ ଆସିଛି । ଆଜି ଏହି ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ ରେ ଅନେକ କଳାକାର ମାନେ ଦୁଖଃ ପ୍ରକାଶ କରିଛନ୍ତି । ଏବଂ ସିନେମା ଜଗତରେ ଶୋକ ର ଲହରୀ ଖେଳି ଜାଇଛି । ଆମ ଦେଶ ହେଲା କଳାକାର ଏବଂ ସ୍କକୃତିର ଦେଶ ଏଠାରେ ଅନେକ କଳାକାର ରହିଛନ୍ତି । ଏବଂ ତାଙ୍କର କଳାକୁ ଲୋକ ମାନଙ୍କ ନିକଟରେ ପଦର୍ଶନ କରୁଛନ୍ତି ।
ସେ ଅଭିନୟ ହେଉ ବା ନାଚ ବା ଗୀତ , ଭାରତ ସବୁଠୁ ଆଗରେ କଳାକାର ମାନେ ସେମାନଙ୍କ କଳାକୁ ବିଭିନ୍ନ ଢ଼ଙ୍ଗରେ ବିଭିନ୍ନ ଭଙ୍ଗୀରେ ପରିବେଷଣ କରିଥାନ୍ତି। କଳାକାର ଜୀବନରେ ବି ବହୁତ୍ ପ୍ରକାର ର ବାଧା ବିଘିନ ଆସିଥାଏ। କିନ୍ତୁ କଳାକାର କିଛି କୁ ଖାତିର ନ କରି ତାର କାଳ ମାଧ୍ୟମରେ ସମସ୍ତଙ୍କୁ ଖୁସି କରିବାରେ ଲାଗି ରହିଥାଏ।କିନ୍ତୁ ଆଜି ଜାଣେ ଅଭିନେତା ତାଙ୍କ ଜୀବନର ଦୁଃଖ ସହ ଲଢ଼ି ନ ପରି ନିଜ ଜୀବନକୁ ହାରି ଦେଇଛନ୍ତି। ତାଙ୍କ ପୁଅ ଝିଅ ,ପୁରା ପରିବାରକୁ ପର କରି ଆରପାରିକୁ ଚାଲି ଯାଇଥାନ୍ତି।
ତେବେ ହଲିଉଡ ଇଣ୍ଡଷ୍ଟ୍ରୀ ର ଡେନ୍ସର ତଥା ବହୁତ ଜଣା ସୁଣା ଅଭିନେତା ସେ ଥିଲେ ତେବେ ତାଙ୍କର ପରଲୋକ ହୋଇଛି ।ହଲିଉଡ ପାଇଁ ବହୁତ ବଡ ଦୁଖଃ ଖବର ତାଙ୍କର ମୃ-ତ୍ୟୁ ଖବର ପାଇ ଶୋକ ପ୍ରକାଶ କରିଛନ୍ତି ଅନେକ ବରିଷ୍ଟ କଳାକାର ।ଏକ ରିପୋର୍ଟ ଅନୁସାରେ ଏହି ପ୍ରସିଦ୍ଧ ଅଭିନେତା ଙ୍କ ପରଲୋକ ହୋଇଛି କୁହାଯାଉଛି କି ଏହି ପ୍ରସିଦ୍ଧ ଅଭିନେତା ନିଜକୁ ଗୁଳି କରି ଜିବନ ହାରି ଥିବା ବେଳେ ତାଙ୍କର ମୃ-ତ ଦେହ ଏକ ହୋଟେଲ ରୁମ୍ ରୁ ମିଳିଛି ।
ଏହି ଲୋକପ୍ରିୟ ଅଭିନେତା ଅଭିନୟ ସହିତ ଡେନ୍ସ ପାଇଁ ବି ବହୁତ ପରିଚିତ ଅଟନ୍ତି । ଏହି ଲୋକପ୍ରିୟ ଅଭିନେତାଙ୍କ ପତ୍ନୀ ଏଲିସନ କହିଛନ୍ତି ବସ ତାଙ୍କ କାର୍ ନ ନେଇ ଘରୁ ଚାଲି ଯାଇଥିଲେ । ତେବେ ଆଶ୍ଚର୍ଯ୍ୟକର କଥା ଯେ ସେ ତାଙ୍କ ଗାଡି ବିନା କେବେ ବି କେଉଁଠି କି ଜାଆନ୍ତି ନାହିଁ । ତେବେ ଲୋକପ୍ରିୟ ଅଭିନେତା ଷ୍ଟିଫନ ବସ୍ ଙ୍କ ଅକାଳ ବିୟୋଗରେ ସମସ୍ତ ଚକିତ ହୋଇଛନ୍ତି । ଏବଂ ପରିବାର ସଦସ୍ୟ ମାନେ ବି ଚକିତ ହୋଇଛନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।