ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,୪ଟି ରାଶିରେ ଆସିବାକୁ ଯାଉଛି ବଡ ଵିପଦ ।ଆସନ୍ତୁ ଜାଣିବା କେଉଁ ସବୁ ରାଶି ପାଇଁ ବିପଦ ରହିଛି।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଭାଗ୍ୟ ଭବିଷ୍ୟ ଓ କର୍ମଫଳ ମନୁଷ୍ୟ ଜୀବନ ଉପରେ ଆଧାରିତ । ମନୁଷ୍ୟ ଜନ୍ମରୁ ମୃ-ତ୍ୟୁ ପର୍ଯ୍ୟନ୍ତ ନିଜ କର୍ମଫଳ ଦ୍ଵାରା ପରିଚାଳିତ ହୋଇଥାଏ । ଏହି ସଂସାରରେ ବାର ଗୋଟି ରାଶି ଉପରେ ମଣିଷର ଭାଗ୍ୟ ଭବିଷ୍ୟ ନିର୍ଦ୍ଧାରିତ । ନିଜର ପୂର୍ବଜନ୍ମର କର୍ମଫଳ ଦ୍ଵାରା ମନୁଷ୍ୟ ନିଜ ଜୀବନକୁ ଭୋଗ କରିଥାଏ । ପୂର୍ବଜନ୍ମ କର୍ମଫଳ ଦ୍ଵାରା ମନୁଷ୍ୟ ଏହି ଜନ୍ମରେ ସୁଖ ତଥା ଦୁଃଖ ଭୋଗ କରିଥାଏ । ମନୁଷ୍ୟ ଜୀବନ ଚକ୍ରରେ ଅନେକ ବିଡମ୍ବନା ମଧ୍ୟ ଦେଖିବାକୁ ମିଳିଥାଏ । ଏହିସବୁ ବାଧା ବିଘ୍ନ ବିଡମ୍ବନା ରୁ ନିସ୍ତାର ପାଇବା ପାଇଁ ମଣିଷ ଅନେକ ପୂଜା ଅର୍ଚ୍ଚନା କରିଥାଏ । ଏଥି ସହ ଜ୍ୟୋତିଷ ଆଦିର ସହାୟତା ମଧ୍ୟ ଲୋଡ଼ିଥାନ୍ତି । ହିନ୍ଦୁ ଶାସ୍ତ୍ର ପରମ୍ପରାରେ ଜ୍ୟୋତିଷ ଶାସ୍ତ୍ର ର ଅନେକ ପ୍ରାଧାନ୍ୟ ମାନ୍ୟତା ରହିଥାଏ । ଗ୍ରହମାନଙ୍କ ଚଳନ ବିଧିକୁ ଲକ୍ଷ୍ୟ କରି ରାଶି ମାନଙ୍କୁ ସ୍ଥିତିକୁ ଲକ୍ଷ୍ୟ କରାଯାଇଥାଏ ।ବନ୍ଧୁଗଣ ତେବେ ଆସନ୍ତୁ ଜାଣିବା ସେହି ୪ଟି ରାଶି କଣ ଅଟେ ଯେଉଁ ରାଶି ର ବ୍ୟକ୍ତି ମାନଂକ ଜୀବନ ରେ ଆସିବାକୁ ଯାଉଛି କିଛି ବିପଦ।
*ସିଂହ ରାଶି:-ସାମାଜିକ କ୍ଷେତ୍ରରେ ବିଫଳତା ହେବ | ପରିବାର ସଦସ୍ୟଙ୍କ ସହିତ ପାର୍ଥକ୍ୟ ହୋଇପାରେ | ଟଙ୍କା ନଷ୍ଟ ହେବାର ସମ୍ଭାବନା ଅଛି |ମାନସିକ ସ୍ତରରେ ଧାର୍ମିକ ଭାବନା ବୃଦ୍ଧି ପାଇବ | ଧାର୍ମିକ କାର୍ଯ୍ୟ କିମ୍ବା ଧାର୍ମିକ ଯାତ୍ରା ପଛରେ ଟଙ୍କା ଖର୍ଚ୍ଚ କରିବ |ସ୍ଥାୟୀ ସମ୍ପତ୍ତି ସହିତ ଜଡିତ କାର୍ଯ୍ୟରେ ଆପଣ ସଫଳତା ପାଇପାରିବେ | ପ୍ରେମ ଭାଇଭଉଣୀଙ୍କ ସହିତ ସମ୍ପର୍କରେ ରହିବ |ବେପାର ବାଣିଜ୍ୟର ରେ ଅଧିକ ଲାଭବାନ ହେବେ । ଯଦି କୌଣସି ନୂତନ ବା ଶୁଭ କାର୍ଯ୍ୟରେ ହାତ ବଢାନ୍ତି ତେବେ ତାହା ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ ।
*ମୀନ ରାଶି:-ଏହି ରାଶି ଙ୍କ ଭାଗ୍ୟରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ଏହି ରାଶିର ବ୍ୟକ୍ତିମାନେ ଭଗବାନ ଶିବଙ୍କୁ ନିଜର ଆରାଧ୍ୟ ଦେବ ରୂପେ ପୂଜା କରିଥାନ୍ତି । ତେବେ ଏହି ରାଶିଙ୍କ ଜୀବନରେ ଥିବା ସମସ୍ତ ଦୁଃଖ ଅସୁବିଧା ବେଶି ସମୟ ପର୍ଯ୍ୟନ୍ତ ରୁହେ ନାହିଁ ଭଗବାନ ଶିବଙ୍କ କୃପାରୁ ଶୀଘ୍ର ଦୂରୀଭୂତ ହୋଇଯାଏ ।ଏମାନଙ୍କୁ ଧନ ର ଅଭାବ ଦେଖା ଦେବ ନାହିଁ । ଏହି ରାଶି ର ବ୍ୟକ୍ତି ମାନେ ସବୁ କାର୍ଯ୍ୟ ରେ ନିଜର ଦକ୍ଷତା ପ୍ରଦର୍ଶନ କରିବେ ଏବଂ ସବୁ ସ୍ଥାନ ରେ ସମ୍ମାନିତ ହେବେ।
*କୁମ୍ଭ ରାଶି:-ସରକାରୀ ଚାକିରୀ କ୍ଷେତ୍ର ରେ ପଦନ୍ନୋତି ରହିଛି । ଆପଣଙ୍କୁ ଅନେକ ଧନ ପ୍ରାପ୍ତି ହୋଇପାରେ । ଛାତ୍ର ଛାତ୍ରୀ ଙ୍କ କ୍ଷେତ୍ର ରେ ପରୀକ୍ଷା ରେ ଭଲ ସ୍ଥାନ ରେ ଉତ୍ତୀର୍ଣ୍ଣ ହେବେ ।ଏହି ରାଶିର ବ୍ୟକ୍ତି ମାନେ କର୍ମବାନ ସମ୍ପନ୍ନ ହୋଇଥିବାରୁ ଏମାନେ ଜୀବନରେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିଥାନ୍ତି ।ଗୃହିଣୀ ମାନେ ସନ୍ତାନ ସୁଖ ପାଇ ପାରନ୍ତି ।
*ବୃଷ ରାଶି:-ଆପଣ ଙ୍କ ପାଇଁ ଏହି ରାଶି ଟି ଅନୁକୂଳ ରହିଛି । ଘର, ଯାନବାହାନ ଏଥିରେ ମଧ୍ୟ ଯୋଡ଼ି ହୋଇଥିବା ସମସ୍ୟାର ମଧ୍ୟ ସମାଧାନ ହୋଇଯିବ। ମନରେ ଆପଣଙ୍କର ପ୍ରସନ୍ନତା ବନି ରହିବ ଏବଂ ଜୀବନରେ ଉତ୍ସାହ ମଧ୍ୟ।ବେଳେବେଳେ ବିନା କାରଣରେ ଆପଣଙ୍କ କ୍ରୋଧ ଆପଣଙ୍କ ପାଇଁ କ୍ଷତିକାରକ | ପୁରୁଣା ସମ୍ପତ୍ତି କ୍ରୟ କିମ୍ବା ବିକ୍ରୟ ସହିତ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ଡିଲର ସମ୍ଭାବନା ଅଛି |ଏହି ରାଶି ବ୍ୟକ୍ତି ବିଶେଷ ପ୍ରଶାସନିକ ବିଭାଗରୁ ଅଧିକ ଲାଭବାନ ହେବେ । ବିବାହ ବନ୍ଧନରେ ବାନ୍ଧି ହେବେ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।