ଭେଣେଇ ହେଲା ଫେରାର ନାବାଳିକା ଶାଳୀକୁ ନେଇ । ତାପରେ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଭିଣେଇ ଶାଳୀ କୁ ନେଇ ଫେ-ରା-ର ଘଟଣା ଟି ମି-ଛ ଲାଗୁଥିଲେ ଭି ସମ୍ପୂର୍ଣ ରୂପେ ସତ୍ୟ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତ ମାନ ସମୟରେ ସମାଜ ରେ ଥିବା ଲୋକ ମାନେ କିଛି ବୁଝୁ ନାହାନ୍ତି । କିଛି ମାନୁ ନାହାନ୍ତି ଘର ଲୋକ ଙ୍କ କଥା କୁ ବୁଝୁନାହାନ୍ତି । ଘର ଲୋକେ କେତେ କ-ଷ୍ଟ କରି ମଣିଷ କରିଥାନ୍ତି ପିଲା ମାନଙ୍କୁ ପିଲା ମାନେ କିଛି ଭାବି ନଥାନ୍ତି ।  ଆଜି ର ପିଲା ମାନେ ନିଜର ସଉକ ମେଣ୍ଟାଇବା ପାଇଁ ବହୁତ୍ ପ୍ରକାର ଦୂର୍ କାର୍ଯ୍ୟ ରେ ଲିପ୍ତ  ରହୁଛନ୍ତି । ପିଲା ମାନେ ପୁଅ ଙ୍କୁ ଅଥବା ଝିଅ ଙ୍କୁ ଧରି ବିଭିନ୍ନ ଖ-ରା-ପ କାର୍ଯ୍ୟ ରେ ଲିପ୍ତ ରହୁଛନ୍ତି । ମଦ ମାଂସ ରେ ନିଜ ଦିନ କୁ ଅତିବାହିତ କରୁଛନ୍ତି । ଖରାପ କଥା କହିବା ଖ-ରା-ପ କାର୍ଯ୍ୟ କରିବା ଆଦି ତାଙ୍କର ପେଶା ହୋଇ ଗଲାଣି । 

 

ଆଜିର ଶିକ୍ଷିତ ସମାଜ ଅ-ବ-କ୍ଷ-ୟ ଅବସ୍ଥା ରେ ପହଞ୍ଚିଲାଣି । କେବଳ ଯୁବ ସମାଜ ହିଁ ଏହାର ଉତ୍ତରଦାୟୀ ଅଟେ । ସମାଜ ଧୀରେ ଧୀରେ ବି-ଶୃ-ଙ୍ଖ-ଳି-ତ ହେବାର ଲାଗିଛି । ଏସବୁ ର ମୁଖ୍ୟ କାରଣ ହେଉଛି ଆଜିକାଲି ର ଯୁବ ସମାଜ । ଆଜି କାଲି ର ପିଲା ମାନେ ବହୁତ୍ କା-ମ-ନା ଓ ବାସନା ପାଇଁ ମସଦୂର୍ ରହୁଛନ୍ତି । ନିଜର କିଛି ସମୟର ଖୁସି ପାଇଁ ବହୁତ୍ ବଡ଼ ବଡ଼ ଭୁଲ କରି ବସିଛନ୍ତି ଯାହା ର ଫଳ ସଦା ସର୍ବଦା ନାରୀ ଜାତି ଉପରେ ହିଁ ପଡୁଛି ।  ସେଇଥି ପାଇଁ  ସେହି ଭଳି ଅ-ଭ-ଦ୍ର ପିଲା ମାନଙ୍କୁ ଉଚିତ୍ ଦ-ଣ୍ଡ ଦେବା ଆବଶ୍ୟକ । ଆପଣ ମାନେ ଏହି ଘଟଣା ଟି ଶୁଣିଲେ ଖୁବ୍ ଆ-ଶ୍ଚ-ର୍ୟ୍ଯ ହୋଇଯିବେ । ଏମିତି ସମ୍ପର୍କ ହୋଇଥାଏ ବୋଲି ଶୁଣିଲେ ଆପଣ ଆ-ଶ୍ଚ-ର୍ୟ୍ଯ ହୋଇଯିବେ। 

 

ମଧ୍ୟପ୍ରଦେଶର ବିଦିଶା ଜିଲ୍ଲା ଅନ୍ତର୍ଗତ ଶ୍ବଶୁର ଘରେ ଘର ଜ୍ୱାଇଁ ହିସାବ ରେ  ଜଣେ ରହୁଥିଲେ । ନାଟେରାନର ପାମାରିଆ ଗ୍ରାମରେ କାମ ବନ୍ଦ ହେତୁ ଜ୍ୱାଇଁ ୨ ମାସ ଶାଶୁ ଘରେ ରହିଥିଲେ । ଶାଶୁ ଘରେ ମଧ୍ୟ ତାଙ୍କର ଶାଶୁ ସହିତ ଜଣେ ୧୭ ବୟସ୍କ ଶାଳୀ ରହୁଥିଲେ । ଉଭୟ ଶାଳୀ ଓ ଭିଣେଇ ଙ୍କ ମଧ୍ୟରେ ପ୍ରେମ ସଂପର୍କ ଚାଲିଥିଲା ଓ ଯାହାକୁ ନେଇ ତାଙ୍କ ସ୍ତ୍ରୀ ଓ ଶାଶୂ ସ-ନ୍ଦେ-ହ କରିବାର ଯେତେବେଳେ ଜଣା ପଡିଥିଲା । ତାଙ୍କ ଜ୍ବାଇଁ କହିଥିଲେ ଶାଳୀ ସାନ ଭଉଣୀ ସମାନ ହେଲେ ୭ଦିନ ପରେ ଉଭୟ ମିଶି ଫେ-ରା-ର ହୋଇ ଯାଇଥିଲେ ଓ ଏହାର ୩ ଦିନ ପରେ ଆରକ୍ଷୀ ଅଧିକାରୀ ଖୋଜା ଖୋଜି କରିଥିଲା ।

 

ଘରକୁ ଫେରିବା ପରେ ଶୁକ୍ରବାର ଦିନ ଶାଳୀ ତାଙ୍କ ଘରେ ବି-ଷ ଖାଇ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଯାଇଥିଲା  ତାଙ୍କ ସହିତ ମଧ୍ୟ ତାଙ୍କ ବଡ ଭଉଣୀ ଭି ଡାକ୍ତର ଖାନା ରେ ରହିଥିଲେ । ଆରକ୍ଷୀ ଅଧିକାରୀ ଆସି ସବୁ କିଛି ସମାଧାନ କରିଥିଲା । ଯାହାକୁ ଯେଉଁ  ଜାଗା କୁ ଯିବା ପାଇଁ କହିଥିଲେ ଓ ତା ପରେ ଜୁଲାଇରେ ବ୍ରିଜେଶ ତାଙ୍କ ପତ୍ନୀଙ୍କୁ ଭୋପାଳର ଗୌତମ ନଗରରେ ଥିବା ତାଙ୍କ ଘରକୁ ନେଇଥିଲେ ତା ପରେ ପରେ ସେ ନିଜ ଶାଳୀ ଙ୍କୁ ଭି ଫେ-ରା-ର କରି ନେଇଥିଲେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *