ଆଜି ଏହି ପ୍ରସିଦ୍ଧ ଅଭିନେତା ଙ୍କ ମୃ-ତ୍ୟୁରେ କାନ୍ଦୁଛି ସାରା ଓଡ଼ିଶା

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଭାରତ ତାର କଳା ସଂସ୍କୃତି କୁ ବଜାୟ ରଖିବା ପାଇଁ କେତେ ଆଗରେ ତାହା ତ ଆପଣ ବେଶ୍ ଭଲ ଭାବେ ଜାଣିଥିବେ । ଭାରତରେ ଏମିତି କଳା, ସାହିତ୍ୟ, ଇତିହାସ ରହିଛି ତାହାକୁ ଦେଖିବାକୁ ଅନେକ ବିଦେଶୀ ମାନେ ମଧ୍ୟ ପ୍ରତି ବର୍ଷ ଭାରତକୁ ଆସିଥାନ୍ତି । ଏହା ଛଡା ଭାରତୀୟ କଳା ସଂସ୍କୃତି କୁ ମଧ୍ୟ ଖୁବ୍ ସମ୍ମାନ କରିଥାନ୍ତି । ଭାରତୀୟ କଳା ସଂସ୍କୃତିକୁ ଲୋକମାନେ ଯେତିକି ପସନ୍ଦ କରନ୍ତି ଏହି କଳାରେ ନିପୂଣ ହୋଇଥିବା କଳାକାର ମାନଙ୍କୁ ମଧ୍ୟ ଖୁବ୍ ସମ୍ମାନ କରିଥାନ୍ତି ।

 

ଅଭିନୟ , ନୃତ୍ୟ , ସଙ୍ଗୀତ ତଥା ଅନେକ ପ୍ରକାର କ୍ଷେତ୍ରରେ ନିପୂଣ ଥିବାମାନ ଚରିତ୍ର କୁ ଲୋକମାନେ ଖୁବ୍ ପସନ୍ଦ କରିଥାନ୍ତି । ଏବଂ ନିଜ ପ୍ରିୟ କଳାକାର ମାନଙ୍କ ବ୍ୟକ୍ତିଗତ ଜୀବନରେ ଜାଣିବା ପାଇଁ ମଧ୍ୟ ଅନେକ ଇଛାପ୍ରକାଶ କରିଥାନ୍ତି।  ତେବେ କଳାକାର ମାନଙ୍କ ମଧ୍ୟରୁ ଅନେକ କଳାକାର ଥାଆନ୍ତି ଯେଉଁମାନଙ୍କ ଅକାଳରେ ମୃ-ତ୍ୟୁ ହୋଇଯାଏ । କମ ବୟସରୁ ଯଦି ପ୍ରିୟ କଳାକାର ମାନଙ୍କ ମୃ-ତ୍ୟୁ ହୋଇଯାଏ ତେବେ ଅନେକ ଲୋକ ଦୁଃଖ ପ୍ରକାଶ କରିଥାନ୍ତି । ଏବଂ ଚାଲି ଯାଇଥିବା ଦିବ୍ୟତ୍ମା କୁ କେବେ ଭୁଲି ପାରନ୍ତି ନାହିଁ । 

 

କୁହାଯାଏ କଳାକାର ମରିପାରେ ହେଲେ ସେ ଛାଡି ଯାଇଥିବା ସମସ୍ତ କଳାଗୁଡ଼ିକ ହେଉଛି ଅମର । କଳାକାର ମାନଙ୍କ ମୃ-ତ୍ୟୁ ପରେ ମଧ୍ୟ ତାଙ୍କ କଳାକୃତି କୁ ଦେଖି ପାରନ୍ତି ତାଙ୍କ ଫ୍ୟାନ ମାନେ ଏବଂ ତାହାକୁ ଦେଖି ମନେ ମନେ ଖୁସି ହୁଅନ୍ତି । ତେବେ ଆଜି ଆମେ ଆପଣଙ୍କୁ ଯେଉଁ କଳାକାର ଙ୍କ ନାଁ କହିବାକୁ ଯାଉଛୁ ତାହା ନାମ ଷ୍ଟିଫନ ବସ ଅଟେ।  ଷ୍ଟିଫନ ବସ ଙ୍କ ଅକାଳ ବିୟୋଗରେ ତାଙ୍କ ଫ୍ୟାନ ମାନେ ଏବଂ ପରିବାର ଲୋକେ ସମସ୍ତେ ଆଶ୍ଚର୍ୟ୍ଯ ହୋଇଯାଇଛନ୍ତି । 

 

ଏହି ଖବର ବର୍ତ୍ତମାନ ଧୀରେ ଧିରେ ଲୋକମାନେ ଜାଣିବା ପରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଅତି ସହଜରେ ତାଙ୍କ ମୃତ୍ୟୁକୁ ବିଶ୍ୱାସ କରିପାରିନାହାନ୍ତି । ମାତ୍ର ଘଟଣା ଟି ସତ ଅଟେ ଷ୍ଟିଫନ ବସ ଆର ପାରିର ଅତିଥି ହୋଇ ସାରିଛନ୍ତି। ତେବେ ଷ୍ଟିଫନ ବସ ତାଙ୍କ ନିଜକୁ ନିଜେ ଗୁଳି କରି ନିଜର ପ୍ରାଣ ତ୍ୟାଗ କରିଛନ୍ତି ବୋଲି ଜଣା ପଡିଛି । ମାତ୍ର ତାଙ୍କ ମୃତ୍ୟୁ ର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । 

 

ଷ୍ଟିଫନ ବସ ଙ୍କ ମୃତ ଦେହ ଏକ ହୋଟେଲ ରେ ମିଳିଥିବା ବେଳେ ବର୍ତ୍ତମାନ ତାଙ୍କ ପତ୍ନୀ ମଧ୍ୟ ଦେଇଛନ୍ତି ଏକ ଆଶ୍ଚର୍ୟ୍ଯ ଜନକ ତଥ୍ୟ । ପତ୍ନୀ ଙ୍କ କହିବା ଅନୁଯାୟୀ ଷ୍ଟିଫନ ବସ ଯେତେବେଳେ ବି ଯୁଆଡ଼େ ଯାଆନ୍ତି ସବୁବେଳେ ନିଜ କାର ରେ ହିଁ ଯାଆନ୍ତି ତେବେ ଆଶ୍ଚର୍ୟ୍ଯ କଥା ଏହା ଯେ ସେହି ଦିନ ସେ ବିନା କାର ରେ ହିଁ ଯାଇଥିଲେ । ପତ୍ନୀ ଙ୍କ ଏହି ବୟାନ ଆଧାର ରେ ଆଗାମୀ ଦିନରେ ଏହା ପ୍ରତି ତଦନ୍ତ ହେବ ବୋଲି ସୂଚନା ରହିଛି।

Leave a Reply

Your email address will not be published. Required fields are marked *