ଅନୁଭବ ମହାନ୍ତି ଙ୍କୁ ବାହା ହେବାପାଇଁ କହିଲେ ଆପଣଙ୍କ ଲୋକପ୍ରିୟ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା…

 

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଜାଣିଥିବେ ବର୍ତ୍ତମାନ ଅନୁଭବ ଙ୍କ ଜନ୍ମଦିନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନୁଭବ ମହାନ୍ତି ଜନ୍ମଦିନରେ ଏମିତି କିଛି କଥା କହିଥିଲେ ଯାହା ଫ୍ୟାନ ମାନେ ଜାଣିବା ପରେ ଆଶ୍ଚର୍ୟ୍ଯ ହୋଇଯାଇଥିଲେ । ଅନୁଭବ ମହାନ୍ତି ଦୀର୍ଘ ୩ ବର୍ଷ ଧରି ମରି ମରି ବଞ୍ଚୁଥିବାର ଦର୍ଶାଇଥିଲେ। ଏବଂ ଏହି ବର୍ଷ ତାଙ୍କ ବଡବାପା ଙ୍କ ଦେହାନ୍ତ ହୋଇଯାଇଥିବା ବେଳେ ସେ ଦୁଃଖରେ ଥିବାର ଜଣାଇଥିଲେ । 

 

ଏବଂ ଯେଉଁଦିନ ଅନୁଭବ ମହାନ୍ତି ଙ୍କ ଛାଡପତ୍ର ହେବ ସେହିଦିନ ସେ ଜନ୍ମଦିନ ପାଳନ କରିବେ ବୋଲି ଅନୁଭବ ମହାନ୍ତି ଭିଡିଓ ଜରିଆରେ କହିଥିଲେ । ଅନୁଭବ ମହାନ୍ତି ଙ୍କ ଏହି ଭିଡିଓ ରେ ଅନୁଭବ ମହାନ୍ତି ମରି ମରି ବଞ୍ଚୁଥିବା କଥା ଶୁଣିବା ପରେ ଅନୁଭବ ମହାନ୍ତି ଙ୍କ ଫ୍ୟାନ ମାନେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଅତି ଶୀଘ୍ର ସବୁ ଠିକ୍ ହୋଇଯିବ ବୋଲି ଆଶ୍ଵାସନା ମଧ୍ୟ ଦେଇଥିଲେ । ତେବେ ଅନୁଭବ ମହାନ୍ତି ଙ୍କ ଏହି ଭିଡିଓ ରେ ଅନେକ ଲୋକ ନିଜ ମତାମତ ଦେଇଛନ୍ତି । ଅନେକ ଙ୍କ ମଧ୍ୟରୁ ଆପଣଙ୍କ ଲୋକପ୍ରିୟ ଅଭିନେତ୍ରୀ ରାଣୀ ପଣ୍ଡା ମଧ୍ୟ ଅଛନ୍ତି । 

 

ରାଣୀ ପଣ୍ଡା ଙ୍କ ଏହି ପ୍ରତିକ୍ରିୟା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ରାଣୀ ପଣ୍ଡା ଅନୁଭବ ଙ୍କ ଏହି ଭିଡିଓ ଦେଖି ସାରି ପ୍ରତି ଉତ୍ତର ରେ ସର୍ବ ପ୍ରଥମେ ତାଙ୍କୁ ଜନ୍ମଦିନରେ ଶୁଭେଛା ଜଣାଇଛନ୍ତି ଏବଂ ପରେ ରାଣୀ ପଣ୍ଡା ତାଙ୍କୁ କହିଛନ୍ତି ଯେବେ ଅନୁଭବ ମହାନ୍ତି ଙ୍କ ଛାଡପତ୍ର ହେବ ତାଙ୍କୁ ଜଣାଇବା ପାଇଁ । ଜଣାଇଲେ ରାଣୀ ପଣ୍ଡା ଅନୁଭବ ମହାନ୍ତି ଙ୍କୁ ବାହା ହେଇଯିବେ ଏବଂ ତାଙ୍କୁ ଖୁସିରେ ରଖିବେ ବୋଲି ଭିଡ଼ିଓରେ ମତ ରଖିଥିଲେ।

 

 ତେବେ ଏପରି ନିଜର ମତାମତ ଦେଇ ସାରିବା ପରେ ରାଣୀ ପଣ୍ଡା କହିଥିଲେ ଯେ ଏହି କଥା କେହି ଦେହକୁ ନେବେନି । ତେବେ ଏହି କଥା ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ରାଣୀ ପଣ୍ଡା ଅନେକ ସମୟରେ ସୋସିଆଲ ମିଡିଆରେ ସକ୍ରିୟ ରୁହନ୍ତି ଏଵଂ ଅନେକ ସମୟରେ ନିଜର ମତ ରଖିଥାନ୍ତି। ରାଣୀ ପଣ୍ଡା ଙ୍କୁ ଫ୍ୟାନ ମାନେ ଭଲ ପାଇବା ଦେବା ସହ ରାଣୀ ପଣ୍ଡା ଙ୍କ କଥାକୁ ଫ୍ୟାନ ମାନେ ସମ୍ମାନ କରନ୍ତି । ତେବେ ରାଣୀ ପଣ୍ଡା ଙ୍କ ଏହି କଥାରେ ସମସ୍ତ ଫ୍ୟାନ ମାନେ ଆଶ୍ଚର୍ୟ୍ଯ ହୋଇଯାଇଛନ୍ତି । 

 

ଏବଂ ଭାବିବାକୁ ବାଧ୍ୟ ହୋଇଛନ୍ତି ରାଣୀ ପଣ୍ଡା ଏମିତି କାହିଁକି ମତ ଦେଲେ । ତେବେ ରାଣୀ ପଣ୍ଡା ଭିଡିଓ ରେ କହିଥିଲେ ଏହି କଥା କେହି ଦେହକୁ ନେବନି । ତେବେ ଅନେକ ଫ୍ୟାନ ମାନେ କମେଣ୍ଟ ମାଧ୍ୟମରେ ଏହା ମଧ୍ୟ ନିଜର ମନ୍ତବ୍ୟ ଦେଇଛନ୍ତି ଯେ ରାଣୀ ପଣ୍ଡା ମଜା କରୁଛନ୍ତି ବୋଲି । ଏବଂ ଅନେକ ଲୋକ ରାଣୀ ପଣ୍ଡାଙ୍କ ଏହି ଭିଡିଓ ରେ ନିଜ ନିଜ ମତ ଦେବା ସହ ରାଣୀ ପଣ୍ଡାଙ୍କ ଏହି ଭିଡିଓ ପଛର ରହସ୍ୟ ଜାଣିବାକୁ ଚେଷ୍ଟା କରିଛନ୍ତି।

Leave a Reply

Your email address will not be published. Required fields are marked *