ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଜାଣନ୍ତୁ କିଏ ଗୋବିନ୍ଦ ହ-ତ୍ୟାର ଷଡଯନ୍ତ୍ର କାରୀ?ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବନ୍ଧୁ ଗଣ ଗୋଟେ ବର୍ଷ ତଳେ ହୋଇଥିବା ମମିତା ମେହେରଙ୍କ ମାମାେଲା ଆଜି ବି ଆପଣ ମାନଙ୍କର ମନେ ଥିବ। ଏହି ମମିତା ମେହେର ଘଟଣାରେ ବହୁତ୍ ବଡ଼ ବଡ଼ିଆଙ୍କ ସମ୍ପର୍କ ରହିଥିବାର ଆଲୋଚନା ହେଉଥିଲା। କିନ୍ତୁ କିଛି ସାମ୍ନାକୁ ଆସିଲା ନାହିଁ। ଏହି ମମିତା ମେହେର ହ-ତ୍ୟା-କା-ଣ୍ଡ ରେ ଦୋଷୀ ସାବ୍ୟସ୍ତ ହେଲେ କଲେଜର ମାଲିକ ଗୋବିନ୍ଦ ସାହୁ।
ଏହି ମମିତା ମେହେର ହ-ତ୍ୟା- କା-ଣ୍ଡ ମାମଲା କୁ ଯେତେ ଦିନ ବିତୁଛି ସେତେ ସେତେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି କିଛି ଦିନ ତଳେ ହାଜତରେ ଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଫା-ଶୀ ଲଗାଇ ଆ-ତ୍ମ-ହ-ତ୍ୟା କରିଦେଉଛି। କିନ୍ତୁ ଏହା ଏକ ସାଧାରଣ ଆ-ତ୍ମ-ହ-ତ୍ୟା ଭଳି ନୁହଁ। ଏହି ଆ-ତ୍ମ-ହ-ତ୍ୟା କୁ ନେଇ ବହୁତ୍ କିଛି ଶସ୍ପେନ୍ସ ରହି। ଗୋବିନ୍ଦ ସାହୁ କିପରି ହାଜତରେ ଆ-ତ୍ମ-ହ-ତ୍ୟା କଲା? ଗୋବିନ୍ଦ ସାହୁ ଆ-ତ୍ମ-ହ-ତ୍ୟା ପାଇଁ ଗୋଟେ କାଠ ଗଣ୍ଡୀ ବ୍ୟବହାର କରିଥିଲେ।
ଏବେ ପ୍ରଶ୍ନ ଉଠୁଛି ସେ କାଠ ଗଣ୍ଡୀ ସେଠାକୁ କିପରି ଆସିଲା।ଅନ୍ୟ ପଟରେ ଗୋବିନ୍ଦ ସାହୁ ଙ୍କ ପରିବାର ଲୋକ ଏହି ଆ-ତ୍ମ-ହ-ତ୍ୟା କୁ ସହଜରେ ଗ୍ରହଣ କରି ପାରୁନାହାନ୍ତି। ତାଙ୍କ ପରିବାର ଲୋକ ଓଲଟି ଅଭିଯୋଗ କରିଛନ୍ତି ଏହା ଆ-ତ୍ମ-ହ-ତ୍ୟା ନୁହଁ ବରଂ ତାଙ୍କୁ ହାଜତରେ ପ୍ଳନିଂ କରି ମା-ରି ଦିଆଯାଇଛି । ଗରୁତ୍ୟ ପୂର୍ଣ୍ଣ କଥା ହେଉଛି ଗୋବିନ୍ଦ ସାହୁ ଆ-ତ୍ମ-ହ-ତ୍ୟା ମାମଲାକୁ ୮ ଦିନ ବିତୀ ଯାଇଥିବା ପରେ ବି ଆରକ୍ଷୀ ଅଧିକାରୀ ପାଖରେ କିଛି ଠୋସ ପ୍ରମାଣ ନାହିଁ।
ଏହି ପରିପ୍ରେକ୍ଷୀରେ ଗୋବିନ୍ଦ ସାହୁଙ୍କ ପତ୍ନୀ ମିଡ଼ିଆ ଆଗରେ ସି – ବି – ଆଇ ତଦନ୍ତ ଦାବି କରି ସରକାରକୁ ନିନ୍ଦା କରିଛନ୍ତି। ଏହା ବି କହିଛନ୍ତି ଓଡ଼ିଶା ସରକାରଙ୍କର ବହୁତ୍ ନେତା ମନ୍ତ୍ରୀ ଏହି କେସରେ ସଂପୃକ୍ତ ଅଛନ୍ତି। ଏହି ଅଭିଯୋଗରେ ମୁଖ୍ୟ ଚର୍ଚ୍ଚାର ବିନ୍ଦୁ ପାଲଟି ଥିବା ଦିବ୍ୟସଙ୍କର ମିଶ୍ର ନାମ ସବୁ ଠାରୁ ଅଧିକ ଚର୍ଚ୍ଚାରେ ଥିଲା।ତାଙ୍କ ପରିବାର ଲୋକଙ୍କ ସନ୍ଦେହ ଏହି ଆ-ତ୍ମ-ହ-ତ୍ୟା ପଛରେ ବି ସେହି ଦିବ୍ୟସଙ୍କର ମିଶ୍ରଙ୍କ ହାତ ରହିଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।