“ମୋ ସ୍ୱାମୀ କହୁଛି ଶାନ୍ତନୁ ତା’ ପୁଅ, କିନ୍ତୁ ରାତିରେ ସେ ଟୋକା ମୋ ଉପରେ ଶୋଇ ସବୁ କରୁଛି” ଶୁଣନ୍ତୁ କଣ କହୁଛନ୍ତି…

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,”ମୋ ସ୍ୱାମୀ କହୁଛି ଶାନ୍ତନୁ ତା’ ପୁଅ, କିନ୍ତୁ ରାତିରେ ସେ ଟୋକା ମୋ ଉପରେ ଶୋଇ ସବୁ କରୁଛି” । ଏନେଇ ମହିଳା ଜଣଙ୍କ ଆଉ ସବୁ କଣ କହୁଛନ୍ତି ଜାଣନ୍ତୁ ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବିବାହ ଏକ ପବିତ୍ର ବନ୍ଧନ । ତେବେ ଯେତେବେଳେ ଜଣେ ଝିଅ ବିବାହ କରିଥାଏ ସେ ନିଜ ପରିବାରକୁ ଛାଡି ଏକ ଭିନ୍ନ ଦୁନିଆକୁ ଆସିଥାଏ । ସେତେବେଳେ ତାର ସବୁଠୁ ନିଜର ସେ ସ୍ୱାମୀକୁ କରିଥାଏ, ବିବାହ ପୂର୍ବରୁ ବହୁତ ଆଶା ଓ ଆକାଂକ୍ଷା ନେଇ ନୂଆ ଜୀବନ ଗଡ଼ିବା ପାଇଁ ସ୍ୱାମୀର ସବୁକିଛିକୁ ଆଦରି ନେଇଥାଏ । କେବେ କିଛି ହେଲେ ବି ଆହା ପଦେ ବି କହି ନଥାଏ । ହେଲେ ଆଜି ସେହି ସ୍ତ୍ରୀ ଆଜି ନିଜ ସ୍ୱାମୀ ପାଖରେ ହିଁ ସୁରକ୍ଷିତ ନୁହେଁ । 

 

ଯେଉଁ ସ୍ୱାମୀ ସ୍ତ୍ରୀ ପାଖକୁ ଆସୁଥିବା ପ୍ରତି ବିପଦକୁ ନିଜେ ସାମ୍ନା କରିଥାଏ ସେ ଯଦି ନିଜେ ରକ୍ଷକ ନହେଇ ଭକ୍ଷକ ସାଜେ ତାହେଲେ ସେହି ସ୍ତ୍ରୀ କୋଉଠି ନିଜକୁ ସୁରକ୍ଷିତ ମନେକରିବ । ଯେବେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେଇଥାନ୍ତି ତ ପରସ୍ପରକୁ ୭ ଜନ୍ମ ପାଇଁ ସାଥି କରିଥାନ୍ତି । ହେଲେ ଏହି ଗୋଟିଏ ଜନ୍ମରେ ତ ସ୍ତ୍ରୀ ନିଜ ସ୍ୱାମୀର କଷଣ ତଳେ ଚାପି ଯାଉଛି । ତାହେଲେ ସତରେ କଣ ଏହା ହେଉଛି ବର୍ତ୍ତମାନ ସମୟର ସ୍ୱାମୀ ସ୍ତ୍ରୀ ବନ୍ଧନର ବାସବିକତା । ତେବେ ବନ୍ଧୁଗଣ ଏତେ ସବୁ କଥା କହିବାର ଅର୍ଥ ହେଉଛି ଜଣେ ସ୍ତ୍ରୀ ଉପରେ ହୋଇଛି ଅ-ତ୍ୟା-ଚା-ର । 

 

ଯାହା ସମ୍ପର୍କରେ ଶୁଣିଲେ ଆପଣଙ୍କ ରୋମ ଟାଙ୍କୁରି ଉଠିବ । ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଅଭାବନୀୟ ଘଟଣାଟି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରେ । ଆଉ ଯାହା କୁହାଯାଉଛି କି ସେହି ଜିଲ୍ଲାର ମାର୍ଶାଘାଇ ବ୍ଲକ ରାଗଖାଇପୁର ଗ୍ରାମର ପଣ୍ଡା ସାହିରେ ଦେଖିବାକୁ ମିଳିଛି ଏଭଳି କାଣ୍ଡ । ଯାହା କୁହାଯାଉଛି କି ସେହି ଗ୍ରାମର ସରୋଜ ସୁନ୍ଦରଗଡ଼ ଜିଲ୍ଲାର ଶାନ୍ତନକୁ ନିଜ ପୁଅ ବୋଲି କହୁଥିଲା ଆଉ ଘରକୁ ନେଇ ଆସିବା ପରେ ସରୋଜ ତାହାର ସ୍ତ୍ରୀଙ୍କୁ କହୁଥିଲା ଶାନ୍ତନୁକୁ ଖୁସି କରେଇବା ପାଇଁ ।

 

ତାପରେ ଗୋଟିଏ ବେଡ଼ ଉପରେ ସୋରଜ ଓ ତାଙ୍କର ସ୍ତ୍ରୀ ଶୋଉଥିଲେ ଆର ପଟରେ ଶୋଉଥିଲେ ଶାନ୍ତନୁ । ଆଉ ରାତିସାରା ଜଣେ ପରେ ଜଣେ ଖେଳୁଥିଲେ ତାଙ୍କ ଶରୀର ସହିତ ଆଉ ଜବରଦସ୍ତି ଶା-ରୀ-ରି-କ ସ-ମ୍ପ-ର୍କ ମଧ୍ୟ ରଖୁଥିଲେ । ତେବେ ତାଙ୍କର ୫ ବର୍ଷର ଛୁଆ କଥା ନ ଭାବି ତାକୁ ଖଟ କୋଡ଼କୁ ଠେଲି ଦେଉଥିଲେ ବୋଲି ଅଭିଯୋଗ କରିଛନ୍ତି ସୋରଜଙ୍କ ସ୍ତ୍ରୀ । ତାହା ସହିତ ସେ ଆହୁରି ମଧ୍ୟ କହିଛନ୍ତି କି ଏଭଳି ସମ୍ପର୍କ ବେଳେ ଦିନେ ଦିନେ ଶାନ୍ତନୁଙ୍କୁ ତାଙ୍କ ପାଖରେ ଶା-ରୀ-ରି-କ ସ-ମ୍ପ-ର୍କ ରଖିବା ପାଇଁ କହିକି ସେ ଚାଲି ଯାଆନ୍ତି ଶାନ୍ତନୁର ମାଙ୍କ ପାଖକୁ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *