ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଅନୁଭବ ମହାନ୍ତି ଙ୍କ ପ୍ରତି ରାଣୀ ପଣ୍ଡା ଙ୍କ ଭଲ ପାଇବା ରହିଛି ଆଉ ଅନୁଭବ ରାଜି ହେଲେ ସେ ତାଙ୍କୁ ନିଶ୍ଚୟ ବିବାହ କରିବେ ବୋଲି କହିଛନ୍ତି ରାଣୀ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ଦର୍ଶକ ବନ୍ଧୁ ଆପଣମାନେ ଅଭିନେତା ତଥା କେନ୍ଦ୍ରାପଡ଼ାର ସାଂସଦ ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଛାଡ଼ପତ୍ର ଦେବାକୁ ନେଇ ଚାଲିଥିବା ଖବର ସମ୍ପର୍କରେ ଜାଣିଥିବେ ନିଶ୍ଚୟ।ଏହି ଖବର ଏବେ ସାରା ରାଜ୍ୟରେ ଖେଳିଯାଇଛି।ସମସ୍ତେ ଏବେ ଅପେକ୍ଷା କରିଛନ୍ତି ଯେ ଏହି ମାମଲାରେ କ’ଣ ଘଟିବ ଆଗକୁ।ତେବେ ଏହି କଥା ଉପରେ ନିଜର ମତ ରଖିଛନ୍ତି ରାଣୀ ପଣ୍ଡା।
ରାଣୀ କହିଛନ୍ତି ଯେ ସେ ଅନୁଭବଙ୍କୁ ପସନ୍ଦ କରନ୍ତି। କାରଣ ତାଙ୍କର ଏବଂ ଅନୁଭବ ଙ୍କ ପସନ୍ଦ ହେଉଛନ୍ତି ସଲମାନ ଖାନ୍। ଅନୁଭବଙ୍କ ପ୍ରତି ତାଙ୍କର ସପୋର୍ଟ ରହିବ।ସେ ଚାହାନ୍ତି ଯେ ଅନୁଭବ ଆଗକୁ ଖୁସିରେ ରୁହନ୍ତୁ କାରଣ ଏହି ଭିତରେ ସେ ବହୁତ ଦୁଃଖ ପାଇଲେଣି।ସେ ଆହୁରି କହିଛନ୍ତି ଯେ ଅନୁଭବ ଏବଂ ବର୍ଷା ଯୋଡ଼ି ସାରା ରାଜ୍ୟରେ ଏକ ହିଟ୍ ଯୋଡ଼ି।ଏହି ଯୋଡ଼ି ଟି ଭାଙ୍ଗିଲେ ତାଙ୍କୁ ବହୁତ ଦୁଃଖ ଲାଗିବ।
ଆଉ ଯଦି ଏହି ଯୋଡ଼ି ଭାଙ୍ଗିଯାଏ ଏବଂ ଅନୁଭବ ଯଦି ରାଜି ହୁଅନ୍ତି ତେବେ ସେ ଅନୁଭବ ଙ୍କୁ ବିବାହ କରିବେ। କାରଣ ଅନୁଭବ ଏକ ବହୁତ ଭଲ ଲୋକ।ଆଉ ସେ କହିଛନ୍ତି ଯେ ବର୍ଷା ଗୋଟେ ଏତେ ଭଲ ପୁଅ କୁ ଛାଡ଼ି କିଛି ଠିକ୍ କରିନାହାନ୍ତି ଆଉ ଏବେ ବି ସମୟ ଅଛି ଯଦି ସେ ସୁଧୁରିଯିବେ ତେବେ ସବୁକିଛି ଠିକ୍ ହୋଇଯିବ।ଆଉ ତାଙ୍କର ଘର ର ପ୍ରୋବଲେମ୍ ହେବାରୁ ସେ କେନ୍ଦ୍ରାପଡ଼ା ର ସାଂସଦ ହେବା ପରେ ଆଉ ଲୋକ ଙ୍କ କାମ କରିନାହାନ୍ତି ବୋଲି ତାଙ୍କୁ ଲାଗୁଛି କି ପଚାରିବାରୁ ସେ କହିଲେ କି କାହିଁ ଆଉ କେହି ରାଜନୀତି ର ଲୋକ ମାନେ ତ ଲୋକ ଙ୍କୁ ସାହାଯ୍ୟ କରୁଥିବାର ସେ ଦେଖିନାହାନ୍ତି ବୋଲି।
ସେ ପୁଣିଥରେ ଅନୁଭବ ଙ୍କୁ ସାଂସଦ ରୂପେ ଦେଖିବା ପାଇଁ ଚାହିଁବେ କି ପଚାରିବାରୁ ସେ କହିଲେ ଯେ ନା ସେ ଚାହିଁବେ ନାହିଁ।କାରଣ ସେ ଚାହାନ୍ତି କି ଅନୁଭବ ସିନେମା ଜଗତ ସହ ରୁହନ୍ତୁ ଏବଂ ଦର୍ଶକଙ୍କୁ ଭଲ ଭଲ ସିନେମା ଭେଟି କରନ୍ତୁ।ଆଉ ସେ ଚେଷ୍ଟା କରନ୍ତୁ କି ସେ ଯେପରି ସଲମାନ ଖାନ୍ ଙ୍କ ସହ ସିନେମା କରନ୍ତୁ ବୋଲି।ଏବଂ ତାଙ୍କର ଆଗକୁ ଜୀବନ ଖୁସି ରେ କାଟନ୍ତୁ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।