ପୁଣି ଓଡ଼ିଆ ଏହି ହିରୋଙ୍କ ପ୍ରେମରେ ପ୍ରକୃତି ମିଶ୍ର | Instagram ରେ ସେୟାର କଲେ ଫୋଟୋ…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁଣି ପ୍ରକୃତି ମିଶ୍ର ଙ୍କ ନୂଆ ପ୍ରେମକୁ ନେଇ ଚର୍ଚ୍ଚା। ଆସନ୍ତୁ ଜାଣିବା ସମ୍ପୂର୍ଣ ତଥ୍ୟ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଚଳଚ୍ଚିତ୍ର ଦୁନିଆ ସମସ୍ତ ଙ୍କ ପ୍ରିୟ ହୋଇ ପାରିଛି । ଏହି ଚଳଚ୍ଚିତ୍ର ଜଗତ ରେ ଥିବା ସମସ୍ତ ଲୋକ ପ୍ରିୟ ଅଭିନେତା  ଏବଂ କେତେକ ଅଭିନେତ୍ରୀ ମାନଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ  ଲୋକଙ୍କ ପାଖରେ ବେସ୍ ପରିଚିତ ହୋଇ ପାରିଛନ୍ତି। କହିବାକୁ ଗଲେ ସୋସିଆଲ ମିଡ଼ିଆରେ ଅନେକ ସବୁ କଥା ଭାଇରାଲ୍ ହୋଇଥାଏ, ଆଉ ଅନେକ ଲୋକମାନେ ଏଠାରେ ସବୁବେଳେ ବେଶ୍ ଚର୍ଚ୍ଚାରେ ମଧ୍ୟ ଥାଆନ୍ତି। 

 

ତେବେ ଫିଲ୍ମ ଷ୍ଟାର, ସିଙ୍ଗର୍ ଓ ଡ୍ୟାନ୍ସର୍ ମାନେ ଏଠାରେ ସବୁବେଳେ କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ଥାଆନ୍ତି।ଏହି କିଛିଦିନ ତଳେ ଓଲିଉଡ଼ର ଦୁଇଜଣ ଷ୍ଟାର୍ ଓଡିଶାରେ ସବୁଠାରେ ଚର୍ଚ୍ଚାର ବିଷୟ ପାଲଟିଥିଲେ। ଯେତେବେଳେ ସମସ୍ତେ ବାବୁଶାନ ଓ ପ୍ରକୃତିଙ୍କ ମଧ୍ୟରେ କିଛି ଚାଲିଥିବା କଥା ଖୋଦ୍ ବାବୁଶାନ ଙ୍କ ସ୍ତ୍ରୀଙ୍କ ମୁହଁରୁ ଶୁଣିବାକୁ ପାଇଥିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ରହି ଯାଇଥିଲେ। 

 

ତୃପ୍ତି ଯେ କେବଳ ଏହି କଥା କହୁଥିଲେ ତାହା ନୁହେଁ ସେ ବାବୁଶାନ ଏବଂ ପ୍ରକୃତିଙ୍କୁ ରେଡ୍ ହେଣ୍ଡେଡ୍ ରାଜଧାନୀର ରାଜରାସ୍ତାରେ ଧରିଥିଲେ, ନିଜ ସ୍ୱାମୀଙ୍କ ପ୍ରକୃତିଙ୍କୁ ଦେଖି ତୃପ୍ତି ନିଜକୁ ସମ୍ଭାଳି ପାରି ନଥିଲେ ଆଉ ଆରମ୍ଭ ହୋଇଥିଲା ହାଇଡ୍ରାମା।ଅନେକ ଘଟଣା ଘଟି ଯାଇଥିଲା, ଅନେକ କେ-ସ୍ ମଧ୍ୟ ହୋଇଥିଲା ଘଟଣା ଯାଇ ଥାନାରେ ପହଞ୍ଚି ଥିଲା।ଏବେ ପ୍ରକୃତିଙ୍କୁ ନେଇ ଆଉ ଏକ କଥା ଶୁଣିବାକୁ ମିଳୁଛି, ପ୍ରକୃତି ଶୈଳେନ୍ଦ୍ର ଙ୍କ ସହ ନିଜର ଫଟୋ ଇନ୍ଷ୍ଟାଗ୍ରାମ୍ ରେ ସେୟାର୍ କରିବା ପରେ ଏହି ଚର୍ଚ୍ଚା ଜୋର୍ ଧରିଛି। 

 

ପ୍ରକୃତି ଏହି ଫଟୋ ପୋଷ୍ଟ କରିବା ସହ କ୍ୟାପସନ୍ ରେ ଲେଖିଛନ୍ତି ‘ମାଇଁ ଲଭ୍, ମାଇଁ ସାଇ’। ଏହା ସହ ଅନେକ ସମୟରେ ପ୍ରକୃତି ଓ ସୈଲେନ୍ଦ୍ର ଙ୍କୁ ଏକାଠି ଦେଖିବାକୁ ମିଳେ।ତେବେ ସେମାନେ ଏକାଠି ରିଲସ ମଧ୍ୟ କରନ୍ତି, ଯାହା ଦର୍ଶକଙ୍କୁ ବହୁତ୍ ଭଲ ଲାଗେ।ଶୈଳେନ୍ଦ୍ର ଓ ପ୍ରକୃତି ଉଭୟ ଭଲ ବନ୍ଧୁ ମଧ୍ୟ।ଏବେ ଏହି କଥା ସମସ୍ତେ କହୁଛନ୍ତି କି ପ୍ରକୃତିଙ୍କ ମୁଣ୍ଡରୁ ବାବୁସାନ ଙ୍କ ପ୍ରେମ ନିଶା ଉତୁରି ଗଲା ପରେ ଶୈଳେନ୍ଦ୍ରଙ୍କ ପ୍ରେମରେ ପଡିଛନ୍ତି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *