ନିଜ ମାଆଙ୍କ ପାର୍ଥିବ ଶରୀରକୁ କାନ୍ଧ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଖନ୍ତୁ Video…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ନିଜ ମାଆଙ୍କ ପାର୍ଥିବ ଶରୀରକୁ କାନ୍ଧ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ଆଜିକାଲି ର ଦୁନିଆ ଅନେକ ବିଚିତ୍ର ଓ ଅବିଶ୍ୱାସନୀୟ ଘଟଣା ମାନ ଘଟୁଛି। ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣ ମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।ଆପଣ ମାନେ ସମସ୍ତେ ଜାଣିଛନ୍ତି କି ନରେନ୍ଦ୍ର ମୋଦି ଆମ ଦେଶ ର ପ୍ରଧାନ ମନ୍ତ୍ରୀ ଅଟନ୍ତି ତେବେ ତାଙ୍କ ଖ୍ୟାତି କେବଳ ଆମ ଦେଶ ରେ ନୁହଁ ସେ ସମସ୍ତ ଦେଶ ରେ ନିଜର ଖ୍ୟାତି ଅର୍ଜନ କରି ସାରିଲେଣି । ତାଙ୍କର ଭଲ କାମ ପାଇଁ ସମସ୍ତେ ଆମ ଦେଶ ବାସି ତାଙ୍କୁ ବହୁତ ଭଲ ପାଆନ୍ତି ଆଉ ସମ୍ମାନ ମଧ୍ୟ ଦିଅନ୍ତି ।

 

ହଁ ଆଜ୍ଞା ସେହିପରି ଏକ ଅ-ଘ-ଟ-ଣା ଘଟିଯାଇଛି ଆମୋ ଭାରତ ବର୍ଷରେ।ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ମା। ଆମ ସମସ୍ତଙ୍କ ପ୍ରିୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଙ୍କର ଆଜି ପରଲୋକ ଘଟିଛି। ହଁ ଆଜ୍ଞା ହୀରାବେନ ମୋଦି ଙ୍କର ଦେ-ହା-ନ୍ତ ଘଟିଛି।ସେ ୧୦୦ ବର୍ଷ ବୟସରେ ଅହମଦାବାଦ ସ୍ଥିତ ୟୁଏନ ମେହେଟା ହସ୍ପିଟାଲ୍ ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।ଦେହ ଅସୁସ୍ଥତା କାରଣରୁ ୩ ଦିନ ପୂର୍ବରୁ ଅହମଦାବାଦ ସ୍ଥିତ ୟୁଏନ ମେହେଟା ହସ୍ପିଟାଲ୍ ରେ ଭର୍ତି କରା ଯାଇଥିଲା।ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। 

 

ହୀରାବେନ ମୋଦିଙ୍କର ଦେ-ହା-ନ୍ତ ବିଷୟରେ ୟୁଏନ ମେହେଟା ଇନଷ୍ଟିଟ୍ୟୁଟ୍ ଅଫ କ୍ୟାଡିଓ ଲଜି ତରଫ ରୁ ସ୍ପଷ୍ଟ କରାଯାଇଛି। ଭୋର୍ ୩.୩୦ ସମୟରେ ପ୍ରଧାନ ମନ୍ତ୍ରୀ ଙ୍କ ମା ହୀରାବେନ ମୋଦିଙ୍କର ଦେ-ହା-ନ୍ତ ଘଟିଛି।ମୋଦି କହିଛନ୍ତି ସେ ଥିଲେ ଜଣେ ନିଶ୍ୱlର୍ଥ ପର ମଣିଷ।ଚିକିତ୍ସା ଧିନ ସମରେ ଆରପାରିକୁ ଚାଲିଯାଇଛନ୍ତି ହୀରାବେନ୍। ତାଙ୍କ ବିୟୋଗରେ ମୋଦି କହିଛନ୍ତି ସେ ଥିଲେ ଜଣେ ନିଶ୍ୱlର୍ଥ ପର କର୍ମ ଯୋଗୀ।ତାଙ୍କର ଜୀବନ ଥିଲା ମୂଲ୍ୟ ବବୋଧ ଭିତିକ।ଗତ ଜୁନରେ ମାଙ୍କ ଜନ୍ମଦିନ ପାଳନ କରିଥିଲେ ପ୍ରଧାନ ମନ୍ତ୍ରୀ।

 

ସେ ଗୁଜୁରାଟ ନିର୍ବାଚନ ସମୟରେ ଆସିଥିଲେ ଏବଂ ନିଜର ମତ ମଧ୍ୟ ପ୍ରଦାନ କରିଥିଲେ।ଜୁନରେ ତାଙ୍କର ୧୦୦ ତମ ଜନ୍ମଦିନ ପାଳନ କରିଥିଲେ ନରେନ୍ଦ୍ର ମୋଦି।କିନ୍ତୁ ଆଜି ଏକ ଦୁଃଖଦ ଖବର ଆସି ପହଞ୍ଚିଛି। ଆଉ ଏ ଦୁନିଆରେ ନାହାନ୍ତି ହୀରାବେନ ମୋଦି ସେ ଏବେ କାଳ କବଳିତ।ସମସ୍ତ ଙ୍କୁ ଛାଡି ସେ ଆରପାରିକୁ ଚାଲି ଯାଇଛନ୍ତି।ଏହା ପରେ ମୋଦି ମର୍ମlହତ ହେଇ ପଡିଛନ୍ତି।ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାଆଙ୍କର ପାର୍ଥିବ ଶରୀରକୁ କାନ୍ଧରେ ନେଉ ଥିବାର ଦେଖାଯାଇଛି। ପ୍ରଧାନମନ୍ତ୍ରୀଙ୍କ ସହ ଅନେକ ବିଶିଷ୍ଟ ବ୍ୟକ୍ତି ଏହି ଶେଷ କୃତ୍ୟରେ ଯୋଗ ଦେଇଛନ୍ତି।ଆଜି ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯିବ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *