ବାଲେଶ୍ୱର କାଳୀପୂଜାରେ ଅରିନ୍ଦମ ଙ୍କ ପାଣିରେ ବୁଡି ଯାଉଥିବା ବେଳର Video ସଜାହେଲା କାଳୀ ପୂଜାରେ । ଥରେ ନିଶ୍ଚୟ ଦେଖନ୍ତୁ…

 

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଅତୀତ ରେ ଘଟି ଥିବା ଏପରି ଏକ ଘଟଣା ବିଷୟ ରେ କହିବୁ ଯାହା କି ଅତୀତ ରେ ଘଟି ଯାଇଛି କିନ୍ତୁ ତାହା ଏବେ ପର୍ଯ୍ୟନ୍ତ ମଧ୍ୟ ଆମ ମାନଙ୍କ ମନ ଭିତରେ ସ୍ମରଣିୟ ହୋଇ ରହିଛି । ମୁଣ୍ଡଳି ରେ ଫସି ରହିଥିବା ହାତୀ ଘଟଣା ଏହାକୁ ପ୍ରାୟ ଗୋଟେ ମାସ ରୁ ଅଧିକ ଦିନବିତି ଯାଇଛି ଏବଂ ସେହି ସମୟ ରେ ଅର୍ଥାତ୍ ସେପ୍ଟେମ୍ବର 24 ତାରିଖ ଦିନ ସେହି ଫଶୀ ରହିଥିବା ହାତୀ କୁ ଉ-ଦ୍ଧା-ର କରିବା ପାଇଁ ଯାଇଥିଲା ଓଡ୍ରାଫ ଟିମ ଏବଂ ସେହି ଟିମ୍ ସହ ଯାଇଥିଲେ ଆମ ମାନ ଙ୍କ ପ୍ରିୟ ସା-ମ୍ବା-ଦି-କ ମୃ-ତ ଅରିନ୍ଦମ ଦାସ । 

ଉ-ଦ୍ଧା-ର କରିବାକୁ ଯାଇଥିବା ସମୟ ରେ ବୋଟ ଓଲଟି ପଡିଥିଲା ଏବଂ ଅରିନ୍ଦମ ଙ୍କ ସହ ଜଣେ ଯବାନ ଙ୍କ ମୃ-ତ୍ୟୁ ହୋଇଯାଇଥିଲା ।ଏହି ଅ-ଘ-ଟ-ଣ କୁ ନେଇ ଏକ ଗୀତ ବାହାରିଥିଲା ଯାହାକି ସେହି ସମୟ ରେ ସୋସିଆଲ ମି-ଡି-ଆ ରେ ବେଶ୍ ଭା-ଇ-ରା-ଲ ହେବାରେ ଲାଗିଥିଲା । ବର୍ତ୍ତମାନ ସେହିପରି ସେହି ଅ-ଘ-ଟ-ଣ କୁ ନେଇ କାଳୀ ପୂଜା ରେ ମେଢ଼ ପ୍ରସ୍ତୁତ ହୋଇଛି । ଅରିନ୍ଦମ ଙ୍କ ସମ୍ବାଦିକତା କୁ ସ-ମ୍ମା-ନ ଦେଇ ବାଲେଶ୍ଵର ସୋରର ବାଗୁଡି ସ୍କୁଲ ପଡିଆ ରେ ହୋଇଥିବା କାଳୀପୂଜା ରେ ସେହି ଅଘଟଣ କୁ ମାଟି ରେ ପ୍ରଦର୍ଶିତ କରା ଯାଇଛି ।

 ତେବେ ପ୍ରଦର୍ଶିତ ହୋଇଥିବା ସେହି କଳାକୃତି ରେ ସେହି ମୁଣ୍ଡଳି ବ୍ରିଜ ଏବଂ ଦଉଡି ପକାଇ କିଛି ଲୋକ ମାନେ ଉ-ଦ୍ଧା-ର କରୁଥିବା ର ଦୃଶ୍ୟ ଦେଖିବାକୁ ମିଳିଛି । ଏହା ସହିତ ମଧ୍ୟ ପାଣି ଭିତରେ ଫସି ରହିଥିବା ଅରିନ୍ଦମ ଙ୍କ ସହ  ଯବାନ ଓ ହାତୀ କୁ ମଧ୍ୟ ଦେଖିବାକୁ ମିଳିଥିଲା ।

ଫସି ରହିଥିବା ହାତୀ କୁ ଉ-ଦ୍ଦା-ର କରିବା ପାଇଁ ସେପ୍ଟେମ୍ବର 24 ତାରିଖ ଦିନ ଓଡ୍ରାଫ ଟିମ ର ୫ ଜଣ ଯବାନ ଙ୍କ ସହିତ ଯାଇଥିଲେ ସା-ମ୍ବା-ଦି-କ ଅରିନ୍ଦମ ଏବଂ ପ୍ରଭାତ ସିହ୍ନା ଯେ କି ଭି-ଡି-ଓ ଜ-ର୍ଣ୍ଣା-ଳି-ଷ୍ଟ ।ହାତୀ କୁ ଉଦ୍ଧାର କରିବା ସମୟ ରେ ଅଚାନକ ସେହି ବୋଟ ଟି ଓଲଟି ପଡିଥିଲା ଏବଂ ସେହି ସମୟ ରେ ସମସ୍ତେ ପାଣି ରେ ଅଣନିଶ୍ବାଶ ହୋଇ ଗୁ-ରୁ-ତ- ର ଅବସ୍ଥା ରେ ମେଡିକାଲ ରେ ଭର୍ତ୍ତି ହୋଇଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ଯବାନ ସୀତାରାମ ମୁର୍ମୁ ଏବଂ ଲୋକ ପ୍ରିୟ ସା-ମ୍ବା-ଦି-କ ଅରିନ୍ଦମ ମୃ-ତ୍ୟୁ-ବ-ର- ଣ କରିଥିଲେ ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *