ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ଲୋକପ୍ରିୟ ଅଭିନେତ୍ରୀ ରିୟା ଦେ ଙ୍କୁ ତ ଆପଣ ବେଶ୍ ଭଲଭାବେ ଜାଣିଥିବେ । ରିୟା ଦେ ଅନେକ ବର୍ଷ ହେବ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅଛନ୍ତି ବର୍ତ୍ତମାନ ସୁଦ୍ଧା ମଧ୍ୟ ଫିଲ୍ମ କରନ୍ତୁ । ତେବେ ରିୟା ଙ୍କ ବାହାଘର ହୋଇଥିବାର ଆପଣ ବେଶ୍ ଭଲ ଭାବେ ଜାଣି ସାରିଥିବେ । ତେବେ ରିୟା ବାଲେଶ୍ଵର ଝିଅ ହୋଇଥିବା ବେଳେ ଶ୍ରୀକ୍ଷେତ୍ର ବୋହୂ ହୋଇଛନ୍ତି ।
ରିୟା ଙ୍କ ସ୍ଵାମୀଙ୍କ ନାମ ସୁନିଲ ଅଟେ ବାହାଘର ପରେ ଦୁହେଁ ମାଳଦୀପ ବୁଲି ଯାଇଥିବା ର ଦେଖା ଯାଇଥିଲା । ଦୁଣୀଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରୁ ଫଟୋ ସେଆର ହୋଇଥିବା ବେଳେ ଲୋକମାନେ ଜାଣିବାକୁ ପାଇଥିଲେ । ତେବେ ରିୟା ଦେ ଯେହେତୁ ଜଣେ ଅଭିନେତ୍ରୀ ତାଙ୍କୁ ଓଡ଼ିଶାରେ ସମସ୍ତେ ଜାଣିଛନ୍ତି । ଆପଣ ଜାଣିଥିବେ କଳାକାର ମାନଙ୍କୁ ଆମ ଦେଶରେ ଖୁବ୍ ସମ୍ମାନ କରାଯାଏ ସେହି ମଧ୍ୟରୁ ତାଙ୍କ ବାସ୍ତବ ଜୀବନରେ କଣ ହୁଏ ନହୁଏ ମଧ୍ୟ ଜାଣିବାକୁ ଇଛା ପ୍ରକାଶ କରିଥାନ୍ତି ଫ୍ୟାନ ମାନେ ।
କଳାକାର ମାନେ ମଧ୍ୟ ନିଜର ପ୍ରତ୍ୟେକ କଥା ଫ୍ୟାନ ମାନଙ୍କ ନିକଟରେ ପହଞ୍ଚାଇବାକୁ ଚାହିଁଥାନ୍ତି । କଳାକାର ମାନେ ନିଜ ଜୀବନର ଘଟଣା ଜଣାଇବା ସହ ଫ୍ୟାନ ମାନଙ୍କ ସହ ଲାଇଭ ଆସି ମଧ୍ୟ ନିଜ ନିଜ ଆକାଉଣ୍ଟ ରେ କଥା ହୁଅନ୍ତି । ରିୟା ଦେ ମଧ୍ୟ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଖୁବ୍ ସକ୍ରିୟ ଅଟନ୍ତି ।ରିୟା ଦେ ଙ୍କ ବୈବାହିକ ଜୀବନ କେମିତି ଏବଂ ସ୍ଵାମୀଙ୍କ ସହ କେମିତି ଅଛନ୍ତି ତଥା ସ୍ଵାମୀ ସୁନିଲ କଣ କରନ୍ତି ତାହା ମଧ୍ୟ ଫ୍ୟାନ ମାନେ ଜାଣିବାକୁ ଚେଷ୍ଟା କରନ୍ତି ।
ବାହାଘର ପରେ ସ୍ଵାମୀ ସୁନିଲ ଙ୍କ ସହ ଅନେକ ଫଟୋ ଭିଡିଓ ରିୟା ଦେ ଛାଡିଥିବା ବେଳେ ଫ୍ୟାନ ମାନେ ଏହା ଦେଖି ଜାଣିପାରିଥିଲା ଅଭିନେତ୍ରୀ ରିୟା ଖୁବ୍ ଭଲରେ ଅଛନ୍ତି ସ୍ଵାମୀ ସୁନିଲ ଙ୍କ ସହ । ମାଳଦୀପ ବୁଲିବାକୁ ଏହି ନବ ଦମ୍ପତି ବିବାହ ପରେ ପରେ ଯାଇଥିଲେ ଯାହା ଫଟୋ ଭିଡିଓ ନିଜ Instagram ଆକାଉଣ୍ଟ ରେ ସେଆର କରିଥିଲେ ।
ତେବେ ରିୟା ଦେ ଙ୍କ ଅନେକ ଫ୍ୟାନ ମାନେ ଜାଣିବାକୁ ଚେଷ୍ଟା କରିଛନ୍ତି ଯେ ତାଙ୍କ ସ୍ଵାମୀ ସୁନିଲ କଣ କରନ୍ତି । ତେବେ ଆମେ ଆପଣଙ୍କୁ ଜଣାଇ ଦେଉଛୁ ଯେ ରିୟା ଦେ ଙ୍କ ସ୍ଵାମୀ ଜଣେ ସଫ୍ଟଓୟାର ଇଞ୍ଜିନିୟର ଅଟନ୍ତି ଏବଂ ବ୍ୟବସାୟ ମଧ୍ୟ କରନ୍ତି । ଦୁହେଁ ନିଜ ନିଜ ଦୁନିଆରେ ଖୁସି ଥିବାବେଳେ ବର୍ତ୍ତମାନ ଦୁହେଁ ଏକାଠି ହୋଇ ଯାଇଛନ୍ତି ରିୟା ଦେ ପ୍ରେମିକ ସୁନିଲ ଙ୍କୁ ବିବାହ କରି ଖୁବ୍ ଖୁସିରେ ଥିବାର ଦେଖିବାକୁ ମିଳୁଛି ।