ଫୁଣି ଆସିଲା ଆଉ ଦୁଃଖଦ ଖବର । ଗାଁ ଲୋକ ସବୁ ମିଶି ଯୁବତୀ ସହ କଲେ ଏମିତି । Watch Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଗାଁ ଲୋକେ ମିଶି ଗୋଟିଏ ଝିଅ ସହ ଓ-ସ-ଦା-ଚ-ର-ଣ କରିବାର ଆସିଲା ସଙ୍ଗୀନ ଅ-ଭି-ଯୋ-ଗ ଓ ତା ପରେ ହେଲା ନୂତନ ପଦକ୍ଷେପ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତ ମାନ ସମୟରେ ସମାଜ ରେ ଥିବା ଲୋକ ମାନେ କିଛି ବୁଝୁ ନାହାନ୍ତି । କିଛି ମାନୁ ନାହାନ୍ତି ଘର ଲୋକ ଙ୍କ କଥା କୁ ବୁଝୁନାହାନ୍ତି । ଘର ଲୋକେ କେତେ କଷ୍ଟ କରି ମଣିଷ କରିଥାନ୍ତି ପିଲା ମାନଙ୍କୁ ପିଲା ମାନେ କିଛି ଭାବି ନଥାନ୍ତି ।  ଆଜି ର ପିଲା ମାନେ ନିଜର ସଉକ ମେଣ୍ଟାଇବା ପାଇଁ ବହୁତ୍ ପ୍ରକାର ଦୂ-ର୍ କାର୍ଯ୍ୟ ରେ ଲିପ୍ତ  ରହୁଛନ୍ତି । ପିଲା ମାନେ ପୁଅ ଙ୍କୁ ଅଥବା ଝିଅ ଙ୍କୁ ଧରି ବିଭିନ୍ନ ଖରାପ କାର୍ଯ୍ୟ ରେ ଲିପ୍ତ ରହୁଛନ୍ତି । ମ-ଦ ମାଂସ ରେ ନିଜ ଦିନ କୁ ଅତିବାହିତ କରୁଛନ୍ତି । ଖ-ରା-ପ କଥା କହିବା ଖ-ରା-ପ କାର୍ଯ୍ୟ କରିବା ଆଦି ତାଙ୍କର ପେଶା ହୋଇ ଗଲାଣି । ଆଜିର ଶିକ୍ଷିତ ସମାଜ ଅ-ବ-କ୍ଷ-ୟ ଅବସ୍ଥା ରେ ପହଞ୍ଚିଲାଣି । କେବଳ ଯୁବ ସମାଜ ହିଁ ଏହାର ଉତ୍ତରଦାୟୀ ଅଟେ । 

ସମାଜ ଧୀରେ ଧୀରେ ବି-ଶୃ-ଙ୍ଖ-ଳି-ତ ହେବାର ଲାଗିଛି । ଏସବୁ ର ମୁଖ୍ୟ କାରଣ ହେଉଛି ଆଜିକାଲି ର ଯୁବ ସମାଜ । ଆଜି କାଲି ର ପିଲା ମାନେ ବହୁତ୍ କା-ମ-ନା ଓ ବାସନା ପାଇଁ ମସଦୂର୍ ରହୁଛନ୍ତି । ନିଜର କିଛି ସମୟର ଖୁସି ପାଇଁ ବହୁତ୍ ବଡ଼ ବଡ଼ ଭୁ-ଲ କରି ବସିଛନ୍ତି ଯାହା ର ଫଳ ସଦା ସର୍ବଦା ନାରୀ ଜାତି ଉପରେ ହିଁ ପଡୁଛି ।  ସେଇଥି ପାଇଁ  ସେହି ଭଳି ଅ-ଭ-ଦ୍ର ପିଲା ମାନଙ୍କୁ ଉଚିତ୍ ଦଣ୍ଡ ଦେବା ଆବଶ୍ୟକ । ଆଜ୍ଞା ଯଦି ଜଣେ ଉଚ୍ଚ କାର୍ଯ୍ୟ ରେ ଯୋଗ ଦେଉଥିବା ଲୋକ ଖ-ରା-ପ କାର୍ଯ୍ୟ ରେ ଲିପ୍ତ ରହେ ତେବେ ସେହି କଥା କୁ କଣ ଏହି ସମାଜ ଗ୍ରହଣ କରିପାରିବ କି । ଆହୁରି ମଧ୍ୟ ଜଣେ ଉଚ୍ଚ କାର୍ଯ୍ୟ କରୁଥିବା ବ୍ୟକ୍ତି ଙ୍କ ଠୁ ସମସ୍ତେ ଭଲ କାର୍ଯ୍ୟ ହିଁ ଆଶା କରିଥାନ୍ତି । 

 

ଆଜି ସେହି ଭଳି ଆମ ପାଖରେ ଏକ ଏପରି ଗୋଟିଏ ଖବର ଆସି ପହଁଚିଛି ଯାହା ପାଇଁ ଆପଣ ଭାବି ପାରନ୍ତି ସତରେ ଆଜି କାଲି ର ମଣିଷ ପାଖରେ ମାନବିକତା ଲୋପ ପାଇ ଗଲାଣି । ଏହି ଘଟଣା ଟି ହୋଇଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ର ସୋନପୁର ଗ୍ରାମ ରେ ଛତା ପଇଡା ଗ୍ରାମ ର ପିତାମ୍ବର କର୍ମକାର ଙ୍କ ବଡ଼ ଝିଅ ଚନ୍ଦନା ତାଙ୍କ ସାନ ଭଉଣୀ ଘରକୁ କାଳି ପୂଜା ଦେଖିବା ପାଇଁ ଯାଇଥିବା ବେଳେ ଗୋଟିଏ ପୁଅ ସହ କଥା ହେଉଥିଲେ ଯାହା ଦେଖି ଗ୍ରାମ ର କିଛି ଯୁବକ ମାନେ ତାଙ୍କୁ ଧରି ନେଇ ଦୁଇ ଜଣଙ୍କୁ ଜୋ-ର୍ ଜ-ବ-ର-ଦ-ସ୍ତ ବିବାହ ମଧ୍ୟ କରେଇ ଦେଇଥିଲେ । 

 

ଏତିକି ରେ ମନ ଶାନ୍ତି ହୋଇ ନଥିଲା ଅ-ସୋ-ଦ୍ଚ-ର-ଣ କରିଥିଲେ । କିଏ କିଏ ଝିଅ ର ପେଟ ରେ ହାତ ମା-ରି-ଥି-ଲେ ତା ଆଉ କିଏ ଝିଅ ର ଗାଲ କୁ ଆଉ ପୁଣି କେହି କେହି ଝିଅ ର ଗୁ-ପ୍ତା-ଙ୍ଗ କୁ ଛୁଇଁବା ସହିତ ଛାତି ରେ ଭି ହାତ ଲଗାଇଥିଲେ । ତେବେ ଏହି ଖବର ପାଇବା ପରେ ଝିଅ ର ବାପା ଆସି ସେହିଠାରେ ପହଞ୍ଚି ଥିଲେ ଓ ଝିଅ କୁ ଉଦ୍ଧାର କରି ଆରକ୍ଷୀ ଅଧିକାରୀ ଙ୍କୁ ଅ-ଭି-ଯୋ-ଗ କରିଥିଲେ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *