ଖସଡ଼ା ରେ ଖେଳୁ ଖେଳୁ ଖସି ଗଲେ ସୁର ରାଉତରାୟ  | ଦେଖନ୍ତୁ କେମିତି କଚଡ଼ା ଖାଇଲେ ସୁର ଭାଇ…

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ କଂଗ୍ରେସ ବିଧାୟକ ସୁର ରାଉତରାୟ ଙ୍କୁ ତ ବେଶ୍ ଭଲ ଭାବେ ଜାଣିଥିବେ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ର ବିଧାୟକ ଅଟନ୍ତି ସୁର ରାଉତରାୟ । ସୁର ରାଉତରାୟ ଙ୍କୁ ସମସ୍ତେ ଜାଣନ୍ତି ଏବଂ ତାଙ୍କୁ ଲୋକମାନେ ବହୁତ୍ ଭଲ ପାଆନ୍ତି । ଲୋକମାନେ ତାଙ୍କୁ ଭଲ ପାଇବାର କାରଣ ହେଉଛି ସୁର ରାଉତରାୟ ଙ୍କ ଖୋଲା ହୃଦୟ। ସୁର ରାଉତରାୟ ସବୁବେଳେ ନିଜର ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ଥିବାବେଳେ ଅନେକ ସମୟରେ ତାଙ୍କ ଭିଡିଓ ଭାଇରାଲ ହୋଇଥାଏ । 

 

ନିଜର ରୋକ ଠୋକ କଥାବାର୍ତ୍ତା ପାଇଁ ସବୁବେଳେ ଚର୍ଚ୍ଚାର ବିଷୟ ପାଲଟିଥାନ୍ତି ସୁର ରାଉତରାୟ। ନିଜ ବୟସ କୁ କେବେ ହେଲେ ବଢ଼ିଗଲା ବୋଲି ଅନୁଭବ କରନ୍ତି ନାହିଁ ସୁର ରାଉତରାୟ। ସୁର ରାଉତରାୟ ଓଡ଼ିଶାରେ ହେଉଥିବା ଅନେକ କାର୍ଯ୍ୟ ଉପରେ ସବୁବେଳେ ନଜର ପକାଇଥାନ୍ତି । ସୁର ରାଉତରାୟ ଙ୍କ ମତାମତ କୁ ଲୋକମାନେ ଖୁବ୍ ପ୍ରଶଂସା କରିବା ସହ ତାଙ୍କ ମତାମତ କୁ ସମ୍ମାନ ମଧ୍ୟ କରନ୍ତି । 

 

ତେବେ ସୁର ରାଉତରାୟ ଙ୍କୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ପୁଣି ଏକ ଘଟଣା ଭାଇରାଲ ହେବାରେ ଲାଗିଛି। ସୁର ରାଉତରାୟ ଙ୍କୁ ବର୍ତ୍ତମାନ ଏକ ପାର୍କ ମଧ୍ୟରେ ଲୋକମାନଙ୍କୁ ଦେଖିବାକୁ ମିଳିଥିଲା । ପାର୍କ ମଧ୍ୟରେ ସୁର ରାଉତରାୟ ଖସଡ଼ା ଖେଳିବାକୁ ଇଛା ପ୍ରକାଶ କରିଥିଲେ । ଖସଡ଼ା ଖେଳିବାକୁ ସୁର ରାଉତରାୟ ବାହାରିଥିବା ବେଳେ ଲୋକମାନେ ମଧ୍ୟ ତାଙ୍କୁ ଉତ୍ସାହିତ କରିଥିଲେ ଯାହା ଫଳରେ ଖସି ଯାଇଥିଲେ ସୁର ରାଉତରାୟ । 

 

ମାତ୍ର ସୁର ରାଉତରାୟ ସମ୍ପୂର୍ଣ ଖସିଯାଇ ପଡ଼ିବା ଅବସ୍ଥା ହୋଇନାହିଁ । ସୁର ରାଉତରାୟ ଖସି ଯାଇଥିଲେ କିଛି ଅଘଟଣ ହେବା ଆଗରୁ ତାଙ୍କୁ ଅଟକାଇ ଦେଇଥିଲେ ତାଙ୍କ ଶୁଭ ଚିନ୍ତକ ମାନେ । ତେବେ ଏହି ଦୃଷ୍ୟଟି ବର୍ତ୍ତମାନ ମୋବାଇଲ ରେ ରେକର୍ଡ ହୋଇ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି । ଲୋକମାନେ ଖୁସି ଯେ ତାଙ୍କ ପ୍ରିୟ ଲୋକପ୍ରିୟ ନେତା ଙ୍କ କିଛି ହୋଇନାହିଁ । ସୁର ରାଉତରାୟ ଖସଡ଼ା ଖେଳିବା ସମୟରେ ସେଠାରେ ଅନେକ ଲୋକ ଉପସ୍ଥିତ ଥିଲେ । 

ଏବଂ ଯେତେବେଳେ ସୁର ରାଉତରାୟ ସିଧା ସିଧା ଖସି ଯାଇଥିଲେ ଅନେକ ଲୋକ ହସିବା ଦେଖା ଯାଇଥିଲା ଏବଂ ଅନେକ ଲୋକ ସୁର ରାଉତରାୟ ଙ୍କ ପ୍ରତି ଚିନ୍ତିତ ହୋଇ ପଡ଼ିଥିଲେ । ସୁର ରାଉତରାୟ ଙ୍କ ଏପରି ଖସଡ଼ା ଖେଳିବା ଏହି ବୟସରେ ଲୋକମାନଙ୍କୁ ଖୁବ୍ ଆନନ୍ଦିତ କରିଛି । ଲୋକମାନେ ସୁର ରାଉତରାୟ ଙ୍କ ଶୁଭ ଚିନ୍ତା କରିଥାନ୍ତି ଏବଂ ସୁର ରାଉତରାୟ ସବୁବେଳେ ଏମିତି ହସ ଖୁସି ଏବଂ ଫିଟ୍ ରୁହନ୍ତୁ ବୋଲି ଫ୍ୟାନ ମାନଙ୍କ ଇଛା ରହିଥାଏ । 

Leave a Reply

Your email address will not be published. Required fields are marked *