ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ରାଣୀ ଖୁବ୍ ଭଲ ସ୍ତ୍ରୀ ହୋଇପାରିବେ ଓ ଘରର ଭଲ ବୋହୂ ମଧ୍ୟ ହୋଇ ପାରିବେ କହିଲେ ଅନୁଭବ ମହାନ୍ତି। ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆଜି ଆମେ ଆପଣ ମାନଙ୍କୁ ଏମିତି ଜଣକ ବିଷୟରେ କହିବାକୁ ଯାଉଛୁ ଯିଏ ଆପଣ ମାନଙ୍କର ଅତି ପ୍ରିୟର ଏବଂ ବିବାଦୀୟ ଅଭିନେତ୍ରୀ ଯିଏ ସୋସିଆଲ ମିଡିଆରେ ସର୍ବଦା ସକ୍ରିୟ ରହିଥାନ୍ତି ଏବଂ ଟଙ୍କା ବିଷୟରେ ସମସ୍ତଙ୍କୁ ଜଣାଇ ଥାନ୍ତି କିଆ ତାଙ୍କୁ କଣ କହିଲା ,କିଏ ତାଙ୍କ ବିଷୟରେ କଣ ଭଲ ଆଉ କଣ କଟୁ ମନ୍ତବ୍ୟ ଦେଲା ତାର ମଧ୍ୟ ଜବାବ ସେ ଭିଡ଼ିଓ ମାଧ୍ୟମରେ ଦେଇଥାନ୍ତି ।
କହିବାକୁ ଗଲେ ରାନୀ ପଣ୍ଡା ଜଣେ ଭଲ ହୃଦୟର ମଣିଷ ଯିଏ ଅନେକ ଲୋକଙ୍କ ଦୁଃଖ ସମୟରେ ମଧ୍ୟ ଯାଇ ଛିଡ଼ା ହୋଇଥାନ୍ତି ଏବଂ ସହାୟତାର ହାତ ବଢାଇଥାନ୍ତି। ଅନେକ ଲୋକଙ୍କର ଦୁଃଖ ସମୟରେ ରାନୀ ପଣ୍ଡା ସାହା ବାଡି ଭାବରେ ସାହାଯ୍ୟ କରିଥାନ୍ତି।ନିକଟରେ ଶୁଣିବାକୁ ମିଳିଥିଲା ରାନୀ ପଣ୍ଡାଙ୍କୁ ବିବାହ କରିବେ ଅନୁଭବ ମହାନ୍ତି।ଏହି କଥା ର କେତେ ସତ୍ୟତା ରହିଛି ତାହା କାହାକୁ ଜଣାନାହିଁ।
କିନ୍ତୁ ଏହି କଥାର ପ୍ରତି ଉତ୍ତରରେ ଅନୁଭବ କହିଥିଲେ ଯେ ରାଣୀ ପଣ୍ଡା ଜଣେ ଭଲ ହୃଦୟର ମଣିଷ।କାରଣ ସେ ନିଜ ପାରିଶ୍ରମିକ କୁ ଅନ୍ୟ ମାନଙ୍କ ସେବାରେ ଲଗାଇଦିଅନ୍ତି।ସେ ନାରୀ ସମାଜ ପାଇଁ ଜଣେ ଉଦାହରଣ ପାଲଟିଛନ୍ତି। ସେ ଜଣେ ନାରୀ ସେବକ ଏବଂ ସେ ନାରୀଙ୍କ ପାଇଁ ନେତୃତ୍ୱ ନିଅନ୍ତି।ସେ ସମାଜସେବୀ ନ ହୋଇ ମଧ୍ୟ ସେ ତାହା ଠାରୁ ବହୁତ୍ ଅଧିକ କାର୍ଯ୍ୟ ସମାଜ ପାଇଁ କରିଥାନ୍ତି।ମଝିରେ ଗୁଜବ ଉଠିଥିଲା କି ଅନୁଭବ ଓ ରାନୀ ପଣ୍ଡା ଙ୍କ ବାହାଘର ହେବାକୁ ଯାଉଛି ଏବଂ ଏଥିରେ ଦୁହିଁଙ୍କ ସମର୍ଥନ ଅଛି।
ବାସ୍ତବରେ ଏହି କଥା ର ଏତେ ସତ୍ୟତା ନାହିଁ କିନ୍ତୁ ଅନୁଭବ କହିଛନ୍ତି ଯେ ସେ ଜଣେ ଭଲ ହୃଦୟର ମଣିଷ ଏବଂ ତାଙ୍କ ମନରେ ଲୋକଙ୍କ ପାଇଁ ଅପାର ଭଲ ପାଇବା ରହିଛି ।ଅନୁଭବ କହିଛନ୍ତି କି ସେ ବାହା ହେଲେ ଯେଉଁ ଘରକୁ ବୋହୁ ହୋଇ ଯିବେ ସେ ସେଠାରେ ଭଲ ବୋହୁ ,ଭଲ ମା ହୋଇପାରିବେ।ତାଙ୍କ ପାଖରେ ଏତିକି ସମର୍ଥ ଅଛି କି ସେ ସବୁ କିଛି ଘଟଣା କୁ ଠିକ୍ ଭାବରେ ସମ୍ଭାଳି ପାରିବେ ଏବଂ ଅନୁଭବ କହିଛନ୍ତି କି ସେ ରାନୀ ପଣ୍ଡାଙ୍କୁ ବହୁତ ଭଲ ପାଆନ୍ତି। ସମୟ ପାଇଲେ ସେ ତାଙ୍କୁ ନିଶ୍ଚୟ ଭେଟିବେ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।