ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଓଡ଼ିଆ ଇଣ୍ଡଷ୍ଟ୍ରି ଅଭିନେତ୍ରୀ ଦିଵ୍ୟା ଙ୍କୁ ତ ବେଶ୍ ଭଲ ଭାବେ ଜାଣିଥିବେ । ଦୀବ୍ୟା ସୋସିଆଲ ମିଡିଆରେ ଅକ୍ଟିଭ ରୁହନ୍ତି ଅନେକ ଫିଲ୍ମ ରେ ମଧ୍ୟ ସାମ୍ନାକୁ ଆସି ସାରିଲେଣି । ଜଣେ ଲୋକପ୍ରିୟ ଅଭିନେତ୍ରୀ ଭାବେ ସାମ୍ନାକୁ ଆସିଛନ୍ତି ଅଭିନେତ୍ରୀ ଦିବ୍ୟା। ଦିବ୍ୟା ଙ୍କ ସୋସିଆଲ ମିଡିଆରେ ଅନେକ ଫ୍ୟାନ ଫଲୋଇଁ ଅଛନ୍ତି ଯେଉଁମାନେ ଦିବ୍ୟା ଙ୍କ ପୋଷ୍ଟ ଗୁଡ଼ିକୁ ଅନୁସରଣ କରନ୍ତି । ତେବେ ଏକ ସାକ୍ଷାତକାର ରେ ଅଭିନେତ୍ରୀ ଦିବ୍ୟା ଙ୍କୁ ଦେଖିବାକୁ ମିଳିଥିବା ବେଳେ ଦିବ୍ୟା ତାଙ୍କ ନିଜ ଜୀବନ ସମ୍ପର୍କରେ କିଛି ତଥ୍ୟ ଦେଇଥିଲେ ଯାହାକି ଜାଣିବାକୁ ପାଇଥିଲେ ଫ୍ୟାନ ମାନେ।
ଦିବ୍ୟା ଙ୍କୁ ଲୋକମାନେ ଖୁବ୍ ପସନ୍ଦ କରନ୍ତି ଏବଂ ତାଙ୍କ ବାସ୍ତବ ଜୀବନରେ ଜାଣିବାକୁ ଇଛାପ୍ରକାଶ ମଧ୍ୟ କରିଥାନ୍ତି । ଯେହେତୁ ଦିବ୍ୟା ଜଣେ କଳାକାର ସେହି ନିମନ୍ତେ ତାଙ୍କ ବାସ୍ତବ ଜୀବନର ବିଷୟରେ ଫ୍ୟାନ ମାନେ ଜାଣିବାକୁ ଚେଷ୍ଟା କରନ୍ତି। କାହିଁକି ନା ଆପଣ ସମସ୍ତେ ଜାଣିଥିବେ ଭାରତରେ କଳାକାର ମାନଙ୍କୁ କେତେ ଉପରେ ରଖାଯାଏ। ଭାରତରେ କଳା ସଂସ୍କୃତି କୁ ଲୋକମାନେ ଯେମିତି ବଜାୟ ରଖନ୍ତି ଠିକ୍ ସେମିତି କଳାକାର ମାନଙ୍କୁ ମଧ୍ୟ ସମ୍ମାନ ଦିଅନ୍ତି ।
ଏବଂ ତାଙ୍କ ଜୀବନରେ କଣ ହୁଏ ତାହା ଜାଣିବାକୁ ସର୍ବର୍ତ ଚେଷ୍ଟା କରିଥାନ୍ତି। ସବୁକିଛି ଜାଣିବା ପାଇଁ ଫ୍ୟାନ ମାନେ ନିଜ ପ୍ରିୟ ଲୋକପ୍ରିୟ ଅଭିନେତ୍ରୀ ଅଭିନେତା ମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ଫେଲୋ କରନ୍ତି । ଦିବ୍ୟା ତାଙ୍କ ବିଷୟରେ କିଛି କହିବା ସହ ତାଙ୍କ ପ୍ରେମ ସମ୍ପର୍କରେ ପଚରା ଯିବାରୁ ଉତ୍ତର ଦେଇଥିଲେ । ଦିବ୍ୟା ଙ୍କ କହିବା ଅନୁଯାୟୀ ସେମିତି ଯିଏ ଥିଲେ ସେ ପଳେଇଛନ୍ତି । ଦିବ୍ୟା ଭଗବାନ ଙ୍କ ଉପରେ ବହୁତ୍ ଭରଷା କରନ୍ତି ସବୁ ସମୟରେ ଆଉ ତାଙ୍କର ଭଗବାନ ଙ୍କ ଉପରେ ଯଥେଷ୍ଟ ବିଶ୍ୱାସ ଥିବାର ମଧ୍ୟ ଜଣାଇଥିଲେ ।
ଏବଂ ତାଙ୍କର ଏହା ମଧ୍ୟ ବିଶ୍ଵାସ ଅଛି ଯେ ଭଗବାନ ତାଙ୍କ ସହ ଯାହା କରନ୍ତି ତାହା ସବୁବେଳେ ଠିକ୍ । ତାଙ୍କ ଜୀବନରୁ ଯିଏ ଯାଇଛନ୍ତି ସେଥିରେ ଭଗବାନ ଙ୍କ କିଛି ନିର୍ଦ୍ଦେଶ ଥିବାର ଜଣାଇଥିଲେ ଦିବ୍ୟା । ଦିବ୍ୟା ଙ୍କ ବାସ୍ତବିକ୍ ଜୀବନରେ ଅନେକ ପୁଅ ମାନେ ତାଙ୍କୁ ସ୍କୁଲ , କଲେଜ, ଫିଲ୍ମ ଇଣ୍ଡଷ୍ଟ୍ରି କୁ ଆସିବା ପରେ ମଧ୍ୟ ଅନେକ ପ୍ରପୋଜ କରିଥିଲେ ମାତ୍ର ଦିବ୍ୟା ତାଙ୍କୁ ମନା କରିଦେଇଥିଲେ କାରଣ ସେ ସେସବୁ ପାଇଁ ପ୍ରସ୍ତୁତ ନଥିଲେ ।
ଏହା ଛଡ଼ା ଦିବ୍ୟା ଓଡ଼ିଆ ଫିଲ୍ମ ଅଭିନେତ୍ରୀ ହୋଇଥିବା ବେଳେ ଦିବ୍ୟା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ସମ୍ପର୍କରେ କିଛି ତଥ୍ୟ ଦେଇଥିଲେ । ଦିବ୍ୟା ଙ୍କ କହିବା ଅନୁଯାୟୀ ମହାମାରୀ ପରେ ଫିଲ୍ମ ଚାହିଦା ଧୀରେ ଧୀରେ କମି ଯାଇଥିବା ବେଳେ ଦମନ ଭଲ କଣ୍ଟେଣ୍ଟ ଥିବାରୁ ତାହା ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲା । ଠିକ୍ ସେହିପରି ଅନେକ ଭଲ ଭଲ କଣ୍ଟେଣ୍ଟ ଆସିଲେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ଆହୁରି ବହୁତ୍ ଆଗକୁ ଯିବ ବୋଲି ତାଙ୍କର ବିଶ୍ବାସ ରହିଛି ।