ପ୍ରେମୀଯୁଗଳ ଙ୍କ କଳା କାରନାମା ଲିକ ହେଇଗଲା ସୋସିଆଲ ମିଡିଆରେ । Watch Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଘରେ କେହି ନଥିବା ସମୟରେ ପ୍ରେମିକକୁ ଘରକୁ ଡାକି ପ୍ରେମିକା କରିଲା ଏପରି କାମ, ଆପଣମାନେ ଜାଣିଲେ ଆ-ଶ୍ଚ-ର୍ଯ୍ୟ ହୋଇଯିବେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି। ଏପରି କିଛି କାମ ନାହିଁ କି ଆପଣ ମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି। ତେବେ ଲୋକ ମାନେ ଘରେ ବସି ଫୋନ୍ ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ଅନେକ ସବୁ କାମ କରି ପାରୁଛନ୍ତି। ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ଆଜିକାଲି ତ ଲୋକ ମାନଙ୍କ ହାତରେ ଫୋନ୍ ପଡିବା ମାତ୍ରେ ହିଁ ସେମାନେ ସମସ୍ତେ ସୋ-ସି-ଆ-ଲ୍ ସା-ଇ-ଟ୍ ରେ ବିଜି। 

 

ସୋ-ସି-ଆ-ଲ ସା-ଇ-ଟ୍ ରେ ପ୍ରତ୍ୟେକ ଦିନ ଯେଉଁ ହଜାର ହଜାର ଖବର ପ୍ରକାଶ ପାଇଥାଏ, ସେହି ସବୁ ଖବର ମଧ୍ୟରୁ ଅନେକ ଖବର ଆଜିକାଲିର ପିଲା ମାନଙ୍କର ପ୍ରେମ ସମ୍ପର୍କରେ ମଧ୍ୟ ଥାଏ। ଆଜିକାଲି ଦୁନିଆରେ କିଏ ବା ପ୍ରେମ କରୁନି, ପାଖାପାଖି ସମସ୍ତେ ପ୍ରେମ କରୁଛନ୍ତି, ଅନେକ ନିଜ ନିଜର ପ୍ରେମିକ ପାଇ ଖୁସିରେ ରହୁଛନ୍ତି, ଆଉ କିଛି କିଛି ନିଜର ପ୍ରେମରେ ଧୋ-କା ମଧ୍ୟ ପାଉଛନ୍ତି। ଏହି ପ୍ରେମରେ ପିଲାମାନେ ଏପରି କିଛି କାମ କରିଯାଉଛନ୍ତି ଯାହାକି କରିବା କଥା ନୁହେଁ, ଆଉ ନିଜର ଜଣାତରେ ହେଉ ବା ଅଜାଣତରେ ତହାକୁ ରେକର୍ଡ କରି ସୋ-ସି-ଆ-ଲ୍ ମି-ଡି-ଆରେ ଛାଡି ଦେଉଛନ୍ତି। 

 

ଏହା ଦ୍ୱାରା ଉଭୟ ଝିଅ ଓ ପୁଅକୁ ଲୋକମାନେ ଅନେକ ଖରାପ ମଧ୍ୟ କହୁଛନ୍ତି। ବେଶୀ ଭୁଲ୍ କଲେଜ ତଥା ସ୍କୁଲ ପିଲା ମାନେ ମଧ୍ୟ କରୁଛନ୍ତି, ଏହିସବୁକୁ ଆମେ ମାନେ ସୋ-ସି-ଆ-ଲ ମି-ଡ଼ି-ଆରେ ଅନେକ ସମୟରେ ଦେଖିବାକୁ ମଧ୍ୟ ପାଉଛୁ। ଏବେ ମଧ୍ୟ ସେହିପରି ଏକ ଭିଡିଓ ଦେଖିବାକୁ ମିଳିଛି, ଦୁଇଟି ପୁଅ ଓ ଝିଅକୁ ନେଇ, ସେହି ସମ୍ପର୍କରେ ଶୁଣିଲେ ଆପଣମାନେ ହୁଏତ ବିଶ୍ୱାସ କରି ପାରିବେ ନାହିଁ, ହେଲେ ଏହା ସତ୍ୟ ଅଟେ। ପ୍ରେମିକାର ଘରେ କେହି ନଥିଲେ ଏବଂ ସେ ଏକା ଥିଲା, ଆଉ ଏହାର ଫାଇଦା ଉଠାଇ ସେ ତାର ପ୍ରେମିକକୁ ଘରକୁ ଡାକିଥିଲା। 

 

ପ୍ରେମିକ ମଧ୍ୟ ପ୍ରେମିକାର ଘରକୁ ଆସିଥିଲା, ଆଉ ଏହାପରେ ପ୍ରେମିକଟି ପ୍ରେମିକା ମଥାରେ ସିନ୍ଦୂର ଦେଇ ବାହା ହୋଇଥିଲା। ଆଉ ସବୁଠାରୁ ଆ-ଶ୍ଚ-ର୍ଯ୍ୟର କଥା ହେଉଛି କି, ଏମାନେ ଦୁହେଁ ସ୍କୁଲର ଛାତ୍ର ଛାତ୍ରୀ ଅଟନ୍ତି, ଝିଅଟି ଷଷ୍ଠ ଶ୍ରେଣୀରେ ପଢୁଛି ଓ ପୁଅଟି ଅଷ୍ଟମ ଶ୍ରେଣୀରେ। ଏହି ସବୁ କଥାକୁ ସେମାନେ ନିଜେ ହିଁ ମୋବାଇଲରେ ରେକର୍ଡ କରିଛନ୍ତି ଏବଂ ସୋ-ସି-ଆ-ଲ୍ ମି-ଡି-ଆରେ ଭା-ଇ-ରା-ଲ୍ କରିଛନ୍ତି। ଏହି ଭିଡିଓ ଏବେ ସୋ-ସି-ଆ-ଲ୍ ମି-ଡି-ଆରେ ଖୁବ୍ ଜୋରରେ ଭା-ଇ-ରା-ଲ୍ ହେବାରେ ଲାଗିଛି ଆଉ ଏହାକୁ ଦେଖି ଲୋକମାନେ ନିଜର ଅନେକ ମତ ମଧ୍ୟ ରଖୁଛନ୍ତି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *