950 ଟଙ୍କାର ଗ୍ୟାସ ସିଲିଣ୍ଡର ମାତ୍ର 499 ଟଙ୍କାରେ । ଜାଣନ୍ତୁ କେଉଁଠି କେମିତି ପାଇ ପାରିବେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଦର ବୃଦ୍ଧି ହୋଇ ଚାଲିଥିବା ସମୟରେ ଏଲପିଜି ସିଲିଣ୍ଡର୍ ଗ୍ୟାସ୍ ମାତ୍ର ୪୯୯ ଟଙ୍କାରେ ବିକ୍ରି ହେଉଛି । ତେବେ କେଉଁଠି ଏବଂ କଣ ପାଇଁ ଚାଲନ୍ତୁ ଜାଣିବା । 

ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ମାସ ଆରମ୍ଭରୁ ଗ୍ରାହକ ମାନଙ୍କୁ ଲାଗିଛି ବଡ଼ ଝ-ଟ-କା । ସାଧାରଣ ଖାଉଟିଙ୍କ ଉପରେ ପୁଣି ମ-ହ-ଙ୍ଗା ମା-ଡ । କାରଣ ରନ୍ଧନ ଗ୍ୟାସ ଦର ବୃଦ୍ଧି କରିଛନ୍ତି ପେଟ୍ରୋଲିୟମ କମ୍ପାନି । ସିଲିଣ୍ଡର ପିଛା ଦର ୧୫ ଟଙ୍କା ବୃଦ୍ଧି କରିବା ଫଳରେ ସମ୍ପ୍ରତି ଦିଲ୍ଲୀରେ ଟ. ୮୮୪.୫୦ ଥିବା ୧୪.୨ କି.ଗ୍ରା. ଓଜନବିଶିଷ୍ଟ ଅଣରିହାତି ‘ଏଲ୍‌ପିଜି’ ସିଲିଣ୍ଡର୍‌ର ମୂଲ୍ୟ ଟ. ୮୯୯.୫୦ ହୋଇଥିବା ବେଳେ ନୂତନ ମୂଲ୍ୟ ଅନୁଯାୟୀ ୫ କି.ଗ୍ରା. ଓଜନର ସିଲିଣ୍ଡର୍‌ ଦର ଏବେ ଟ. ୫୦୨ ।  କିଛି ମାସ ହେଲାଣି ଏଲ୍‌ପିଜି ଦାମ୍‌ ନିୟମିତ ବଢ଼ୁଥିବାରୁ ଖୁବ୍‌ଶୀଘ୍ର ଏହି ଦର ୧୦୦୦ ଟଙ୍କା ହୋଇଯିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । 

 

ଆମ ରାଜ୍ୟରେ ୧୯ କେଜି ଏଲ୍‌ପିଜି ସିଲିଣ୍ଡର ଦାମ୍ ୧୮୩୦ ଟଙ୍କା, ୫ କେଜି ସିଲିଣ୍ଡର ଦାମ୍ ୩୪୧ ଟଙ୍କା ୫୦ ପଇସା ଓ ୪୭.୫ କେଜି ସିଲିଣ୍ଡର ଦାମ୍ ୪୫୭୨ ଟଙ୍କା ୫୦ ପଇସା ରହିଛି । ଏହି ଦରବୃଦ୍ଧି ପୂର୍ବରୁ ୧୪.୨ କେଜି ଏଲ୍‌ପିଜି ସିଲିଣ୍ଡର ଦାମ୍ ୯୧୧ ଟଙ୍କା ଥିଲା । ଆନ୍ତର୍ଜାତିକ ବଜାରରେ ତୈଳ ଦାମ୍ ବୃଦ୍ଧି ପାଉଥିବାରୁ ଦେଶରେ ଏଲ୍‌ପିଜି ମୂଲ୍ୟ ବଢ଼ୁଛି । ଅଶୋଧିତ ତୈଳ ଦାମ ୮୦ ଡଲାରରୁ ଅଧିକ ରହିଛି । ସେଥିପାଇଁ ଉଭୟ ସବ୍‌ସିଡି ଓ ଅଣ-ସବ୍‌ସିଡି ଏଲ୍‌ପିଜି ଦାମ୍ ବଢ଼ୁଛି । ଗ୍ରାହକଙ୍କୁ ମିଳୁଥିବା ସବ୍‌ସିଡି ନଗଣ୍ୟ ସ୍ତରକୁ ହ୍ରା-ସ ପାଇଥିବାରୁ ତାହା ଗୁ-ରୁ-ତ୍ବ-ହୀ-ନ ହୋଇପଡ଼ିଛି । ଏବେ ଲୋକମାନଙ୍କୁ ବଜାର ଦରରେ ଗ୍ୟାସ୍‌ କିଣିବାକୁ ପଡ଼ୁଛି ବୋଲି କହିଲେ ଭୁ-ଲ ହେବନାହିଁ। 

 

ଏଲ୍‌ପିଜି ଦାମ୍‌ରେ ହେଉଥିବା ବାରମ୍ବାର ବୃଦ୍ଧିକୁ ନେଇ ଜନ ଅ-ସ-ନ୍ତୋ-ଷ ଦେଖାଦେଇଛି । ସୋ-ସି-ଆ-ଲ ମି-ଡି-ଆରେ ସକ୍ରିୟ ଥିବା ନାଗରିକମାନେ ଏହି ଦରବୃଦ୍ଧିକୁ କଡ଼ା ସମାଲୋଚନା କରିଛନ୍ତି । ଏହା ଗରିବ ଲୋକମାନଙ୍କ ଜୀବନକୁ ଆହୁରି କ-ଷ୍ଟ-କ-ର କରିବ ବୋଲି ସେମାନେ କହିଛନ୍ତି । ଟ୍ବିଟର୍‌ରେ ଲୋକମାନେ ମଜାଦାର ମିମ୍‌ସ ମଧ୍ୟ ସେୟାର କରିଛନ୍ତି । କିଛି ନାଗରିକ ଏହାକୁ ମୋଦୀ ସରକାରଙ୍କ ଦୀପାବଳି ଉପହାର କହି ତା-ତ୍ସ-ଲ୍ୟ କରିବାକୁ ଭୁଲି ନାହାନ୍ତି । ଗୋଟିଏ ପଟେ ଏଲ୍‌ପିଜି ଦାମ୍ ବଢ଼ୁଥିବା ବେଳେ କିଛି ଦିନ ହେଲାଣି ପେଟ୍ରୋଲ୍ ଓ ଡିଜେଲ୍‌ର ଯେଉଁ ଦରବୃଦ୍ଧି ଧାରା ଆରମ୍ଭ ହୋଇଥିଲା ଆଜି ମଧ୍ୟ ତାହା ଜାରି ରହିଛି । ତେବେ ଆଗାମୀ ସମୟରେ ତ ନିର୍ବାଚନ ଆସୁଛି । 

 

ଏପରି ସମୟରେ ଉତ୍ତରପ୍ରଦେଶ ରାଜ୍ୟରେ ସମାଜବାଦୀ ତରଫରୁ ଗ୍ୟାସ ସିଲିଣ୍ଡର ଗୋଟେ ପିଛା ମାତ୍ର ୪୯୯ ଟଙ୍କାରେ ଲୋକ ମାନଙ୍କ ମଧ୍ୟରେ ବାଣ୍ଟିବା ଆରମ୍ଭ କରି ଦେଇଛନ୍ତି ।  ନିର୍ବାଚନ ପ୍ରଚାର କୁ ନେଇ ଶସ୍ତାରେ ଗ୍ୟାସ ସିଲିଣ୍ଡର ଏପରି ବିକ୍ରି କରିବା ନିଶ୍ଚିତ ଭାବରେ ଆଖି ଦୃଶିୟା ବିଷୟ ବସ୍ତୁ ପାଲଟିଛି । ୨୦୨୨ ନିର୍ବାଚନ ପାଇଁ ଏବେଠାରୁ ସମାଜବାଦୀ ପାର୍ଟି ଭୋଟର୍ ମାନଙ୍କ ଉପରେ ଥୋପ ପକାଇବା ଆରମ୍ଭ କରିଦେଲେଣି । ମହିଳା ମାନଙ୍କ ସମେତ ବହୁତ ଲୋକ ମାନେ ମଧ୍ୟ ୪୯୯ ଟଙ୍କା ଦେଇ ସିଲିଣ୍ଡର୍ ଘରକୁ ବୋହି ନେଇ ଯାଉଥିବାର ଦେଖିବାକୁ ମିଳିଥିଲା । କାରଣ ମରୁଭୂମି ରେ ପାଣି ମୁନ୍ଦେ ପାଇବା ଯାହା ଆଜିକା ସମୟରେ ୯୯୦ ଟଙ୍କାର ଗ୍ୟାସ୍ ସିଲିଣ୍ଡର୍ ୪୯୯ ଟଙ୍କାରେ ମିଳିବା ସେଇ ଭଳିଆ କଥା ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *