ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଅନୁଭବଙ୍କ ପୁତୁରା କଣ କହିଲେ ଅନୁଭବଙ୍କ ଦ୍ୱିତୀୟ ବିବାହକୁ ନେଇ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ଅନୁଭବ ଙ୍କୁ ବିବାହ କରିବା ପାଇଁ ମନ ବଳେଇଛନ୍ତି ବିବାଦିୟ ଅଭିନେତ୍ରୀ ରାନୀପଣ୍ଡା । ଭିନ୍ନ ଭିନ୍ନ ସମୟ ରେ ରାନୀ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ଗଣମାଧ୍ୟମରେ ନିଜର ମତ ଦେଇଛନ୍ତି । ଯଦି ଅନୁଭବ ଇଚ୍ଛା କରନ୍ତି ତେବେ ସେ ନିଶ୍ଚିତ ତାଙ୍କୁ ବିବାହ କରିବେ । ଏମିତି କି ଅନୁଭବଙ୍କ ପାରିବାରିକ ବିବାଦକୁ ନେଇ ମନ୍ତବ୍ୟ ଦେଇଛନ୍ତି ରାନୀପଣ୍ଡା । ଆଉ ତାପରେ ରାନୀଙ୍କ ବୟାନ ପରେ ମୁହଁ ଖୋଲିଥିଲେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ।
ସେ କହିଥିଲେ ଯେ ରାଣୀ ପଣ୍ଡା ଜଣେ ଭଲ ଝିଅ । ଭଲ ବହୁ ତଥା ଜଣେ ବହୁତ ଭଲ ସ୍ତ୍ରୀ ହେବାର ଗୁଣ ରହିଛି ବୋଲି । ନିଜ ପରିଶ୍ରମିକକୁ ଅନ୍ୟ ମାନଙ୍କୁ ଦେଇ ବହୁତ ଖୁସି ପାଇବାର ଗୁଣ ଅନୁଭବ ମହାନ୍ତି କୁ ଆହୁରି ଅଧିକ ଭଲ ଲାଗେ ବୋଲି କହିଛନ୍ତି । ଅନୁଭବ ମିହାନ୍ତି ରାଣୀ ପଣ୍ଡାଙ୍କୁ ବହୁତ ସାମ୍ନାନ କରନ୍ତି ବୋଲି ବୋଲି ମଧ୍ଯ କହିଥିଲେ ଏପରିକି ସମୟ ପାଇଲେ ରାଣୀ ପଣ୍ଡାଙ୍କୁ ଦେଖା କରିବେ ବୋଲି ମଧ୍ୟ କଥା ଦେଇଥିଲେ ଅନୁଭବ ।
ତେବେ ଓଡ଼ିଶାରେ ରାଣୀ ଏବଂ ଅନୁଭବଙ୍କର ଏହିପରି ବୟାନ ସବୁ କିଛି ଦିନ ଧରି ବେଶ୍ ର୍ଚ୍ଚାରେ ଥିବାର ଦେଖିବାକୁ ମିଳିଛି । ଆଉ ଏହାରି ମଧ୍ୟରେ ଚର୍ଚ୍ଚାକୁ ଆସିଛି ଅନୁଭବଙ୍କର ପୁତୁରା ଶୁଭମଙ୍କ ମନ୍ତବ୍ୟ । ନିକଟରେ ଏକ ସାକ୍ଷାତକାରରେ ରାଣୀ ଏବଂ ଅନୁଭବଙ୍କର ଚର୍ଚ୍ଚିତ ବାହାଘର ଉପରେ ପ୍ରତିକ୍ରିୟା ଦେଇ ଶୁଭମ କହିଛନ୍ତି ଯେ, ଦାଦା ଯଦି ଏକଥା କହିଛନ୍ତି ତେବେ ସେ ଗୋଟେ ଜେନୁଇନ ୱେ ରେ କହିଛନ୍ତି ଯେ ସେ ଜଣେ ଭଲ ଲେଡି ।
ଏମିତି ରେ ତୋ ଦୁନିଆରେ ବହୁତ ଭଲ ଲେଡି ଅଛନ୍ତି ତାମାନେ ନୁହେଁ କି ଆମେ ଯାହାକୁ ଭଲ ଭାବିବା ତାଙ୍କୁ ହିଁ ବିବାହ କରିବା ।ତ ସେଇଟା ଅନୁଭବ ଦାଦାଙ୍କ ପସନ୍ଦ ସେ ବାହା ହେବେ କି ନାହିଁ ମୁଁ ସେଥିରେ ଆଉ କିଛି କହିବିନି । ଯାହା ହେବ ଆଗକୁ ଦେଖାଯିବ । ଆଉ ରିଲେସନକୁ ସ୍ଵୀକାର କରିବ କି ନାହିଁ ପ୍ରଶ୍ନରେ ସୁଭମ ଉତ୍ତର ଦେଇଥିଲେ ଯଦି ଦାଦା ବାହାହେଲେ ତେବେ ଆମେ ନିଶ୍ଚୟ ସ୍ଵୀକାର କରିବା ।
https://fb.watch/hOhciojyWI/?mibextid=2Rb1fB
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।