ସାମ୍ନାକୁ ଆସିଲେ ଅନୁଭବ ମହାନ୍ତି ଙ୍କ ପୁତୁରା ଦେଖନ୍ତୁ ରାଣୀ ପଣ୍ଡା ଏବଂ ଅନୁଭବ ମହାନ୍ତି ଙ୍କ ବାହାଘର କୁ ନେଇ କଣ କହିଲେ…

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତି ଙ୍କୁ ତ ଭଲ ଭାବେ ଜାଣିଥିବେ। ଅନୁଭବ ମହାନ୍ତି ଙ୍କୁ ନେଇ ବର୍ତ୍ତମାନ ଶୋସିଆଲ ମିଡିଆରେ ଚର୍ଚ୍ଚା ବେଶ୍ ଜୋର୍ ଚାଲିଛି । ଅନୁଭବ ମହାନ୍ତି ରାଣୀ ପଣ୍ଡା ଙ୍କ ବିବାହ କ୍ଷେତ୍ରରେ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ରାଣୀ ପଣ୍ଡା ଅନୁଭବ ଙ୍କୁ ବାହା ହେବା କଥା କହିବା ପରଠାରୁ ଏହି ଘଟଣାରେ ଚର୍ଚ୍ଚା ଚାଲିଛି ।

ରାଣୀ ପଣ୍ଡା ଅନୁଭବ ମହାନ୍ତି ଙ୍କ ଜନ୍ମଦିନ ପରେ ଏକ ଭିଡିଓ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ସେହି ଭିଡିଓ ରୁ ଏବେ ପର୍ଯ୍ୟନ୍ତ ଚର୍ଚ୍ଚା ଚାଲିଛି । ସେହି ଚର୍ଚ୍ଚା ମଧ୍ୟରେ ରାଣୀ ପଣ୍ଡା ଙ୍କ ବିଷୟରେ ଅନୁଭବ ମହାନ୍ତି ମଧ୍ୟ ପ୍ରତିକ୍ରିୟା ଦେଇଥିଲେ । ରାଣୀ ପଣ୍ଡା ଙ୍କ ବିଷୟରେ ଅନୁଭବ ମହାନ୍ତି ଅନେକ ଭଲ ଭଲ ତଥ୍ୟ ଦେଇଥିବା ବେଳେ ରାଣୀ ପଣ୍ଡା ଯେଉଁ ଲୋକମାନଙ୍କ ସେବା କରୁଛନ୍ତି ସେ କାମକୁ ମଧ୍ୟ ପ୍ରଶଂସା କରିଥିଲେ । ରାଣୀ ପଣ୍ଡା ଯାହାକୁ ମଧ୍ୟ ବାହା ହେବେ ଭଲ ବୋହୂଟିଏ ଭଲ ସ୍ତ୍ରୀ ଟିଏ ହୋଇ ପାରିବେ ।

ରାଣୀ ପଣ୍ଡା ଜଣେ ଭଲ ଝିଅ ଏବଂ ଜଣେ ଭଲ ବୋହୂ ଆଗାମୀ ଦିନରେ ହେବେ ବୋଲି ଅନୁଭବ ମହାନ୍ତି କହିଥିଲେ । ରାଣୀ ପଣ୍ଡା ବହୁତ୍ ଭଲ ବୋଲି ଅନେକଙ୍କ ପାଖରୁ ରାଣୀ ପଣ୍ଡାଙ୍କ ବିଷୟରେ ଅନେକ ଭଲ ଭଲ ତଥ୍ୟ ଶୁଣିଛନ୍ତି ଅନୁଭବ ମାତ୍ର ବ୍ୟକ୍ତିଗତ ଭାବରେ ରାଣୀ ପଣ୍ଡାଙ୍କ ସହ ମିଶିବାକୁ ସୁଯୋଗ ପାଇ ନାହାଁନ୍ତି । ତେବେ ଏହି ପ୍ରତିକ୍ରିୟା ର ଉତ୍ତର ମଧ୍ୟ ଦେଇଥିଲେ ରାଣୀ ପଣ୍ଡା ଏବଂ ଅନୁଭବ ମହାନ୍ତି ଙ୍କ ପକ୍ଷରୁ ଏତେ ପ୍ରଶଂସା ପାଇ ଅନୁଭବ ଙ୍କୁ ଆଇ ଲଭ ୟୁ ଧନ ବୋଲି ସମ୍ବୋଧିତ କରିଥିଲେ ।

ତେବେ ଏହି ସମସ୍ତ ବିବାଦ କ୍ଷେତ୍ର ମଧ୍ୟରେ ହିରୋ ଅନୁଭବ ମହାନ୍ତି ଙ୍କ ପୁତୁରା ଶୁଭମ ନାୟକ ସାମ୍ନାକୁ ଆସିଛନ୍ତି ଏବଂ ରାଣୀ ପଣ୍ଡା ଏବଂ ଅନୁଭବ ମହାନ୍ତି ଙ୍କ ବାହାଘର ସମ୍ପର୍କରେ ନିଜର ମତ ରଖିଛନ୍ତି। ଶୁଭମ୍ ଙ୍କ କହିବା ଅନୁଯାୟୀ ରାଣୀ ପଣ୍ଡାଙ୍କୁ ଅନୁଭବ ଦାଦା ଭଲ କହିଛନ୍ତି କିନ୍ତୁ ଏହାର କୌଣସି ମାନେ ନୁହେଁ ଯେ ବାହାଘର କି ଏହାର ଅର୍ଥ ମଧ୍ୟ ବାହାଘର ନୁହେଁ । ଆମେ ଯାହାକୁ ଭଲ କହୁଛେ ନିହାତି ଭାବେ ତାଙ୍କ ପ୍ରତି ଆମ ଭଲ ଭାବନା ରହିଛି କିନ୍ତୁ ଏହାର ମାନେ ବାହାଘର ନୁହେଁ ।

https://fb.watch/hOhciojyWI/?mibextid=2Rb1fB

ଆମେ ସମସ୍ତଙ୍କୁ ଭଲ କହିଲେ ସମସ୍ତଙ୍କୁ ବାବା ମଧ୍ୟ ହୋଇ ପାରିବାନି ବୋଲି ଶୁଭମ୍ ସାକ୍ଷାତକାର ରେ କହିଥିଲେ । ତେବେ ଯଦି ଅନୁଭବ ମହାନ୍ତି ରାଣୀ ପଣ୍ଡାଙ୍କୁ ସ୍ତ୍ରୀ ରୂପରେ ଗ୍ରହଣ କରନ୍ତି ଶୁଭମ ତାଙ୍କୁ ଖୁଡି ଭାବେ ଗ୍ରହଣ କରିବେ କି ଏହି ପ୍ରଶ୍ନ ତାଙ୍କୁ ପଚାରିବା ବେଳେ ଶୁଭମ୍ ଉତ୍ତର ଦେଇଥିଲେ ଯେ ଯଦି ଦାଦା ରାଣୀ ପଣ୍ଡା ଙ୍କୁ ସ୍ତ୍ରୀ ଭାବରେ ଗ୍ରହଣ କରିବେ ଆମେ ବି ଗ୍ରହଣ କରିବୁ ।

Leave a Reply

Your email address will not be published. Required fields are marked *