ଜ୍ୟୋତି ମିଶ୍ର ଗାଇଲେ ନିଜର ପ୍ରଥମ Album Song ରାମାରେ ରାମାରେ… ଶୁଣନ୍ତୁ ତାଙ୍କ ମୁଁହରୁ…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମନ ଗୋଟେ ଏମିତି ଜିନିଷ କେତେବେଳେ ନା କେତେବେଳେ କାହା ପାଖରେ ବନ୍ଧା ପଡ଼ିଥିବ, ମୋର ବି ପଡିଛି! ଦେଖନ୍ତୁ ଜ୍ୟୋତି ମିଶ୍ର ସହିତ ସାକ୍ଷାତକାର । ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକବନ୍ଧୁ ଆପଣମାନେ ସମସ୍ତେ ଓଲିଉଡ କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଆମ ଓଲିଉଡ ହିରୋଇନ ମାନେ ନିଜର ଦମଦାର ଅଭିନୟ ବ୍ଯତୀତ ଷ୍ଟାଇଲ, ଲୁକ ଓ ବ୍ୟକ୍ତିଗତ ଜୀବନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ତେବେ ଆଜି ଆମେ ଆପଣମାନଙ୍କୁ ଏମିତି ଜଣେ ହିରୋଇନଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଘରେ ଘରେ ଝୁଲଣ ମହାନ୍ତି ନାମରେ ପରିଚିତ ଅଟନ୍ତି । ଆପଣ ନିଶ୍ଚୟ ଜାଣି ସାରିଥିବେ ଆମେ ଏଠାରେ କାହା କଥା କହୁଛୁ । ତେବେ ଝୁଲଣ ମହାନ୍ତି ଗୀତ ଆପଣଙ୍କର ନିଶ୍ଚୟ ମନେଥିବ । 

 

ଏହା ଏକ ଆଲବମ ଗୀତ ଥିଲା ଯେଉଁଥିରେ ଆପଣ ସମସ୍ତଙ୍କର ପ୍ରିୟ ଅଭିନେତ୍ରୀ ଜ୍ଯୋତି ମିଶ୍ର ପର୍ଫୋମ କରିଥିଲେ । ଏହି ଗୀତଟି ଏତେ ହିଟ ହୋଇଥିଲା ଯେ ଆଜି ବି ଘରେ ଘରେ ଲୋକେ ଶୁଣିବାକୁ ଆଗ୍ରହୀ ହେଉଛନ୍ତି । ଆପଣ ମାନେ ଅଭିନେତ୍ରୀ ଜ୍ଯୋତି ମିଶ୍ରଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଅନେକ ସାରା ଓଡିଆ ଫିଲ୍ମ ଓଡିଆ ଇଣ୍ଡଷ୍ଟ୍ରିକୁ ଭେଟି ଦେଇଛନ୍ତି । ଦର୍ଶକ ମାନେ ତାଙ୍କର ଅଭିନୟକୁ ବେଶ ପସନ୍ଦ କରିଥାନ୍ତି । ବର୍ତ୍ତମାନ ସେ ଓଲିଉଡ ଇଣ୍ଡଷ୍ଟ୍ରିରୁ ଦୂରେଇ ରହିଛନ୍ତି ସତ କିନ୍ତୁ ତାଙ୍କର ଜଲୱା ଆଜି ବି ଲୋକଙ୍କ ମନରେ ଛାପ ଛାଡିଯାଇଛି ।

 

ଗଣମାଧ୍ୟମରେ ଜ୍ଯୋତି ମିଶ୍ର ନିଜର ଜୀବନର କାହାଣୀ ବିଷୟରେ କିଛି ଏମିତି କଥା କହିଛନ୍ତି ଯାହାକୁ ଆମେ ଆପଣଙ୍କ ସହ ସେୟାର କରିବାକୁ ଯାଉଛୁ । ଅଭିନେତ୍ରୀ ଜ୍ଯୋତି ମିଶ୍ର କହିଛନ୍ତି ଯେ “ମୁଁ ମୋର ଅଭିନୟ କ୍ଯାରିୟର ମଡେଲିଙ୍ଗରୁ ଆରମ୍ଭ କରିଥିଲି । ମୋତେ ବାହାରରୁ ମଧ୍ୟ ଅନେକ ସୁଯୋଗ ମିଳିଛି । ସାଉଥ ଫିଲ୍ମ ପାଇଁ ମୋତେ ଅଫର ମିଳିଥିଲା । କିନ୍ତୁ ମୋର ସେତେବେଳେ ପାଠ ପାଇଁ ଆକ୍ଟିଭ ଥିଲା ସେଥିପାଇଁ ମୁଁ ଅଭିନୟ ପାଇଁ କେବେ ଭାବି ନଥିଲି । ତାପରେ ଫୋଟୋ ଦେଖିକି ସବ୍ୟ ଦା ମୋତେ ଆଉ ଉଶ୍ଵସୀଙ୍କୁ କାଷ୍ଟ କରିବେ ବୋଲି ଇଚ୍ଛା କରିଥିଲେ । 

 

ମୁଁ ଭାବିଥିଲି ବହୁତ ଛୋଟ ରୋଲ ଟାଇମ ଦେଇହେବ ମ୍ୟାନେଜ କରିଦେବା । ଏକ୍ସପେରିଏନ୍ସ ତ ହୋଇଯିବ । ତା ପରେ ‘ମନ ରହିଗଲା ତୁମରି ଠାରେ’ ଫିଲ୍ମ ପାଇଁ ଅଫର ଆସିଥିଲା । ଏହି ଫିଲ୍ମର ଅଫର ଆସିବା ପରେ ମୋ ପାଇଁ ବହୁତ ବଡ ଚ୍ୟାଲେଞ୍ଜ ଥିଲା କି ମୁଁ ଅଭିନୟ କରିପାରିବି କି ନାହି । ତାପରେ ଅଭିନୟ କରିବା ମୋତେ ବହୁତ ଭଲ ଲାଗିଲା । ନୂଆ ନୂଆ ଚରିତ୍ର ମିଳିଲା ଚ୍ୟାଲେଞ୍ଜ କରି କେମିତି ଭଲ କରିବା । ମୁଁ ଗୋଟେ ମାତ୍ର ଆଲବମ କରିଛି ଯାହାର ନାଁ ହେଉଛି ଝୁଲଣ ମହାନ୍ତି । ଏହି ଆଲବମଟି ମୋ ପାଇଁ ବହୁତ ସରପ୍ରାଇଜ ଥିଲା ବହୁତ ମସ୍ତି ଥିଲା । ‘ମନ ଗୋଟେ ଏମିତି ଜିନିଷ ସେଟା କେବେ ନା କେବେ କାହା ପାଖରେ କେଉଁଠି ନା କେଉଁଠି ରହିଥିବ’ । 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *