ଶାଶୂଘରେ ସମ୍ପତି ଉପରେ ବୋହୁଙ୍କ କେତେ ଅଧିକାର ଥାଏ ଜାଣନ୍ତୁ…

 

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଜାଣିଥିବେ ଦୁନିଆରେ ଯେତେ ସବୁ ବନ୍ଧନ ଅଛି ସେହି ସମସ୍ତ ବନ୍ଧନ ଠାରୁ ସ୍ଵାମୀ ସ୍ତ୍ରୀ ଙ୍କ ବନ୍ଧନ ହୋଇଥାଏ । ସମସ୍ତଙ୍କ ସହ ସମ୍ପର୍କ ଗୋଟିଏ ଜନ୍ମ ପାଇଁ ହୋଇଥିବା ବେଳେ ସ୍ଵାମୀ ସ୍ତ୍ରୀ ଙ୍କ ୭ ଜନ୍ମ ପାଇଁ ସମ୍ପର୍କ ହୋଇଥାଏ ବୋଲି ମାନ୍ୟତା ରହିଛି । ସ୍ଵାମୀ ସ୍ତ୍ରୀ ଉଭୟ ଉଭୟଙ୍କ ଦୁଃଖ ସୁଖ ସମସ୍ତ ପ୍ରକାର ଘଟଣା ପରସ୍ପର ସହ ବାଣ୍ଟି ଥାଆନ୍ତି ଯାହାଦ୍ବାରା ଅନେକାଂଶ ରେ ସେ ମାନସିକ କଷ୍ଟରୁ ମୁକ୍ତି ପାଆନ୍ତି । 

 

ସ୍ଵାମୀ କୁ ସ୍ତ୍ରୀ ବାହା ହୋଇ ଆସିବା ପରେ ସ୍ଵାମୀଙ୍କ ଘର ହିଁ ସ୍ତ୍ରୀ ପାଇଁ ସବୁକିଛି ହୋଇଥାଏ । ବାପଘର କୁ ପର କରି ଶାଶୁଘର କୁ ନିଜର କରିନିଏ ଗୋଟିଏ ସ୍ତ୍ରୀ  ।  ସ୍ଵାମୀ ସ୍ତ୍ରୀ ମାନଙ୍କ ଦାମ୍ପତ୍ୟ ଜୀବନରେ ଅନେକ କଳହ ତଥା ଅନେକ ପ୍ରକାର ଝଡ଼ ଝଞ୍ଜା ଆସିଲେ ମଧ୍ୟ ଠିକ୍ ସମୟ ଆସିଲେ ସବୁକିଛି ଠିକ୍ ହୋଇଯାଏ ।ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଯଦି ଅତ୍ୟଧିକ କଳହ ରୁହେ ତେବେ ଦୁହେଁ ସମ୍ପର୍କ ବଞ୍ଚାଇବାକୁ ସବୁବେଳେ ଚାହିଁଥାଆନ୍ତି । ମାତ୍ର ଏହି କ୍ଷେତ୍ରରେ ଯଦି  ଅଲଗା ହେବାକୁ ଚାହେଁ ତେବେ ଏହା ଅଲଗା ଅର୍ଥରେ ମାନ୍ୟତା କରାଯିବ । 

 

ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କ ବିଷୟରେ ତ ଆପଣ ଜାଣିଲେ କେତେ ପବିତ୍ର ହୋଇଥାଏ ତେବେ ଆପଣ ଜାଣିଛନ୍ତି କି ସ୍ଵାମୀ ଙ୍କ ପ୍ରତ୍ୟେକ ଜିନିଷ ଉପରେ  ସ୍ତ୍ରୀ ଙ୍କ ଅଧିକାର ଥିବାବେଳେ ସ୍ତ୍ରୀ ଙ୍କ ସ୍ଵାମୀଙ୍କ ସମ୍ପତି ଉପରେ କେତେ ଭାଗ ରହିଥାଏ ଜାଣିଛନ୍ତି କି । ମନରେ ଏହା ସମସ୍ତଙ୍କର ପ୍ରଶ୍ନ ହୋଇ ଉଙ୍କି ମାରେ ଯେମିତି ଘର ଉପରେ ସ୍ତ୍ରୀ ର ଅଧିକାର ଥାଏ ନା ନାହିଁ ସ୍ତ୍ରୀ ଙ୍କ ସ୍ଵାମୀଙ୍କ ସମ୍ପତି ଉପରେ କେତେ ପରିମାଣରେ ଅଧିକାର ଥାଏ ସ୍ତ୍ରୀ ଯଦି ଚାହିଁବେ ସ୍ଵାମୀଙ୍କ ସବୁ ସମ୍ପତି ନେଇ ପାରିବେ କି ! 

 

ଏମିତି କିଛି ଆପଣଙ୍କ ମନରେ ମଧ୍ୟ ଆସିପାରେ ମାତ୍ର ଉତ୍ତର ସମ୍ପୂର୍ଣ ସଠିକ୍ ଭାବେ ଜାଣିନଥାନ୍ତି ଅନେକ ଲୋକ ତେବେ ଆଜି ଆପଣ ଜାଣିବେ ସ୍ଵାମୀ ଙ୍କ ସମ୍ପତି ଉପରେ ସ୍ତ୍ରୀ ଙ୍କ କେତେ ମାତ୍ରାରେ ଅଧିକାର ଥାଏ । ସ୍ଵାମୀ ସ୍ତ୍ରୀ ଙ୍କ ଯଦି ଛାଡପତ୍ର ହୁଏ ତେବେ ସେଠାରେ ସ୍ଵାମୀଙ୍କ ସମ୍ପତି ଉପରେ ସ୍ତ୍ରୀଙ୍କ କେତେ ଅଧିକାର ଥାଏ ତାହା ପ୍ରଶ୍ନ ଆସିଥାଏ । କେତେକ ଲୋକେ କହିଥାନ୍ତି ସ୍ତ୍ରୀ ସ୍ଵାମୀଙ୍କ ସବୁକିଛି ସମ୍ପତି ପାଇବା ପାଇଁ ସମ୍ପୂର୍ଣ ଅଧିକାର ତାହା ଭୁଲ ଅଟେ ।

 

ଶଶୁର ଘରେ ବୋହୂ ପାଇଁ ସେତିକି ସମ୍ପତି ଅଧିକାର ଦିଆଯାଏ ଯେତିକି ଶଶୁର ଘର ଦେବାକୁ ଚାହିଁବେ । ଯଦି ସ୍ଵାମୀଙ୍କ ମୃତ୍ୟୁ ଅଚାନକ ଭାବେ ହୋଇଯାଏ ତେବେ ସମ୍ପତି ସ୍ତ୍ରୀ କିମ୍ବା ପୁଅ ଝିଅ ଙ୍କ ନାମରେ ହୋଇଯାଏ । ଯଦି ବାହାଘର ପରେ ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କ ବିବାଦ ହୁଏ ଏବଂ ଛାଡପତ୍ର ହୁଏ ତବେ ସ୍ତ୍ରୀ ସ୍ଵାମୀଙ୍କ କୌଣସି ସମ୍ପତି କ୍ଷେତ୍ରରେ ଉତ୍ତରାଧିକାରୀ ହେବେ ନାହିଁ ବରଂ କୋର୍ଟ ଜରିଆରେ ଭତା ଆକାର ରେ ଆର୍ଥିକ ସହାୟତା ପାଇ ପାରିବେ।

Leave a Reply

Your email address will not be published. Required fields are marked *