ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମାଡି ଆସୁଛି ମହାବାତ୍ୟା ତେବେ ଚାଲନ୍ତୁ ଏହି ବାତ୍ୟା ସମ୍ବନ୍ଧ ରେ ଅଧିକ ତଥ୍ୟ ଜାଣିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ପ୍ରକୃତି ଖୁବ୍ ଶାନ୍ତ । ପ୍ରକୃତି ଯେତିକି ଶାନ୍ତ ହୋଇଥାଏ ତାଠୁ ଭି ଅଧିକ କ-ଠି-ନ । ପ୍ରକୃତି ଯେତେବେଳେ ତାର କ-ରା-ଳ ରୂପ ଦେଖାଇଥାଏ ସେତେବେଳେ ସମଗ୍ର ଦୁନିଆ ଅର୍ଥାତ୍ ସମଗ୍ର ଜଗତ ତା ଆଗରେ ଫିକା ପଡି ଯାଇଥାଏ । ପ୍ରକୃତି ଯେତେବେଳେ ଖୁବ୍ ଅଧିକ ତୀବ୍ର ରୂପ ଧାରଣ କରିଥାଏ ଦେବେ ଠୁ ହିଁ ସମସ୍ତେ ନିଜେ ନିଜେ ସ-ତ-ର୍କ ହୋଇଯିବା ଆବଶ୍ୟକ । କାରଣ ପ୍ରକୃତି ପ୍ରକୃତି ନିଜେ ନିଜେ ହିଁ ଶାନ୍ତ ହୋଇଥାଏ । ପ୍ରକୃତି କୁ କେହି ଭି ଶାନ୍ତ କରି ପାରିବେ ନାହିଁ । ଏବେ ଭି ମାଡି ଆସୁଛି ମହାବାତ୍ୟା ତେବେ ଚାଲନ୍ତୁ ଏହି ବାତ୍ୟା ସମ୍ବନ୍ଧ ରେ ଅଧିକ ତଥ୍ୟ ଜାଣିବା ।
ଦକ୍ଷିଣ ପଶ୍ଚିମ ରେ ସୃଷ୍ଠି ହୋଇଥିବା ଲଘୁଚାପ ଆଜି ଗୋଟିଏ ତାହା ଘନୀଭୂତ ହେବାରେ ଲାଗିଛି ଯାହା ଖୁବ୍ ଅଧିକ ତୀବ୍ରତର ହେବାରେ ଲାଗିଛି । ଆସନ୍ତା କାଲି ସାନ୍ଧ୍ୟ ସୁଦ୍ଧା ଏହା ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଦ୍ରପ୍ରଦେଶ ଉପକୂଳ କୁ ଲ୍ୟାଣ୍ଡ ଫଲ କରିବ । ଏହି ସବୁ ସମ୍ବନ୍ଧ ରେ ଭାରତୀୟ ପାଣି ପାଗ ବିଭାଗୀୟ ସମସ୍ତ ପ୍ରକାର ର ସୂଚନା ଦେଇଛନ୍ତି । ଏହି ବାତ୍ୟା ପ୍ରବାହ ରେ ତାମିଲନାଡୁ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାକୁ ଯାଉଛି । ଏହା ଅତ୍ୟଧିକ ତୀବ୍ରତର ହେବାକୁ ଲାଗିବ ଯାହା ପାଇଁ ୫ ଜିଲ୍ଲା କୁ ରେଡ୍ ଅଲୋର୍ଟ ବୋଲି ନାମ କାରଣ କରି ରେଡ୍ ଲାଇଟ୍ ଜାରି କରିଛି ।
ଯାହା ପାଇଁ ୯ ଜିଲ୍ଲା ବନ୍ଦ ରହିବ । ଏବେ ସୁଦ୍ଧା ଭି ତାମିଲନାଡୁ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ଲାଗିଛି । ଲଗାଣ ବର୍ଷା ପାଇଁ ଲୋକେ ଖୁବ୍ ଚିନ୍ତିତ ଓ ଅସ୍ତବ୍ୟସ୍ତ ହୋଇ ପଡ଼ୁଛନ୍ତି ।ଲୋକ ମାନଙ୍କୁ ଏଥି ପାଇଁ ସତର୍କ ରହିବା ନିହାତି ଭାବରେ ଆବଶ୍ୟକ । ଶନିବାର ଠାରୁ ଲାଗିରହିଛି ପ୍ରବଳ ରୁ ଅତିପ୍ରବଳ ବର୍ଷା ଯାହା ପାଇଁ ସେହି ଠାରେ ୧୨ ଜଣଙ୍କର ପ-ର-ଲୋ-କ ହୋଇ ଗଲାଣି । ପାଣି ପାଣି ରେ ଭରି ହୋଇଯାଇଛି ଚେନ୍ନାଇ ସହର ଯାହା ପାଇଁ ଲୋକେ ଖୁବ୍ କ-ଷ୍ଟ ଅନୁଭବ କରୁଛନ୍ତି । କେହି କୋଉଠିକୁ ଯାଇ ଆସି ପାରୁ ନାହାଁନ୍ତି ।
ଯାହା ପାଇଁ ଲୋକ ଙ୍କ ର ସବୁ ଦିନ ଜୀବନ ରେ ବହୁତ୍ ଅ-ସୁ-ବି-ଧା ଦେଖିବା ପାଇଁ ମିଳୁଛି । ସରକାର ଏଥି ପାଇଁ ଲୋକ ମାନଙ୍କୁ ବହୁତ୍ କିଛି ଚେ-ତା-ବ-ନୀ ଦେବା ସହିତ ୯ ଜିଲ୍ଲା କୁ ସମ୍ପୂର୍ଣ ରୂପେ ଛୁଟି ଘୋଷଣା କରି ଦେଇଛନ୍ତି । ଯାହା ଫଳ ରେ ସମସ୍ତ କାର୍ଯ୍ୟାଳୟ ଓ ସ୍କୁଲ ଓ କଲେଜ ବନ୍ଦ ରହିବ ଯାହା ଫଳ ରେ କେହି ଆଉ ଘରୁ ବାହାରକୁ ବାହାରୁ ବାହାରିବେ ନାହିଁ । ଏହି ବାତ୍ୟା ଅବପାତ ର ରୂପ ନେଇ ସାରିଲାଣି କାଲି ସନ୍ଧ୍ୟ ସୁଦ୍ଧା ଉତ୍ତର ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଦ୍ରପ୍ରଦେଶ ର ଉପକୂଳ ଅତିକ୍ରମ କରିବ ଏହି ବାତ୍ୟା ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।