ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଶନି ଦେବଙ୍କ କୃପାରୁ ଏହି 5ଟି ରାଶି ର ଭାଗ୍ୟ ଚମକି ଉଠିବ, ହେବାକୁ ଯାଉଛି ବଡ଼ ପରିବର୍ତ୍ତନ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଭାଗ୍ୟ ଭବିଷ୍ୟ ଓ କର୍ମଫଳ ମନୁଷ୍ୟ ଜୀବନ ଉପରେ ଆଧାରିତ । ମନୁଷ୍ୟ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ନିଜ କର୍ମଫଳ ଦ୍ଵାରା ପରିଚାଳିତ ହୋଇଥାଏ । ଏହି ସଂସାରରେ ବାର ଗୋଟି ରାଶି ଉପରେ ମଣିଷର ଭାଗ୍ୟ ଭବିଷ୍ୟ ନିର୍ଦ୍ଧାରିତ । ନିଜର ପୂର୍ବଜନ୍ମର କର୍ମଫଳ ଦ୍ଵାରା ମନୁଷ୍ୟ ନିଜ ଜୀବନକୁ ଭୋଗ କରିଥାଏ । ପୂର୍ବଜନ୍ମ କର୍ମଫଳ ଦ୍ଵାରା ମନୁଷ୍ୟ ଏହି ଜନ୍ମରେ ସୁଖ ତଥା ଦୁଃଖ ଭୋଗ କରିଥାଏ । ମନୁଷ୍ୟ ଜୀବନ ଚକ୍ରରେ ଅନେକ ବିଡମ୍ବନା ମଧ୍ୟ ଦେଖିବାକୁ ମିଳିଥାଏ । ଏହିସବୁ ବାଧା ବିଘ୍ନ ବିଡମ୍ବନା ରୁ ନିସ୍ତାର ପାଇବା ପାଇଁ ମଣିଷ ଅନେକ ପୂଜା ଅର୍ଚ୍ଚନା କରିଥାଏ । ଏଥି ସହ ଜ୍ୟୋତିଷ ଆଦିର ସହାୟତା ମଧ୍ୟ ଲୋଡ଼ିଥାନ୍ତି । ହିନ୍ଦୁ ଶାସ୍ତ୍ର ପରମ୍ପରାରେ ଜ୍ୟୋତିଷ ଶାସ୍ତ୍ର ର ଅନେକ ପ୍ରାଧାନ୍ୟ ମାନ୍ୟତା ରହିଥାଏ । ଗ୍ରହମାନଙ୍କ ଚଳନ ବିଧିକୁ ଲକ୍ଷ୍ୟ କରି ରାଶି ମାନଙ୍କୁ ସ୍ଥିତିକୁ ଲକ୍ଷ୍ୟ କରାଯାଇଥାଏ ।
ତେବେ 2023 ମସିହାରେ ଶନି ଗ୍ରହ ଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି ।ଏଥିପାଇଁ କିଛି ରାଶି ମାନଙ୍କ ଉପରେ ଶନି ଦେବ ଙ୍କ କୃପା ପଡ଼ିବାକୁ ଯାଉଛି ଏବଂ ଏହି ରାଶି ମାନଙ୍କ ଭାଗ୍ୟ ଚମକି ବାକୁ ଯାଉଛି । ତେବେ ଭଗବାନ ଶନିଦେବ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି।
ମେଷ ରାଶି – ଏହି ରାଶି ବ୍ୟକ୍ତି ବିଶେଷ ଙ୍କ ଭାଗ୍ୟରେ ଯେଉଁ କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇ ରହିଛି ତାହା ପୂର୍ଣ୍ଣ ହେବ। ଚାକିରୀ ଆଶାୟୀ ଙ୍କୁ ଚାକିରି ମିଳିବ । ଏହାଛଡା ଶନି ଦେବ ଙ୍କ କୃପାରୁ ବେପାର ବାଣିଜ୍ୟର ରେ ଅଧିକ ଲାଭବାନ ହେବେ । ଯଦି କୌଣସି ନୂତନ ବା ଶୁଭ କାର୍ଯ୍ୟରେ ହାତ ବଢାନ୍ତି ତେବେ ତାହା ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ ।
ସିଂହ ରାଶି:-ତେବେ ଏହି ବର୍ଷରେ ଏମାନଙ୍କ ଭାଗ୍ୟ ଚମକି ଉଠିବ । ଭଗବାନ୍ ଶନି ଦେବ ଙ୍କ ଦୟା ରୁ ଏମାନଙ୍କ ଜୀବନ ର ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯିବ । ଏମାନଙ୍କୁ ଧନ ର ଅଭାବ ଦେଖା ଦେବ ନାହିଁ । ଏହି ରାଶି ର ବ୍ୟକ୍ତି ମାନେ ସବୁ କାର୍ଯ୍ୟ ରେ ନିଜର ଦକ୍ଷତା ପ୍ରଦର୍ଶନ କରିବେ ଏବଂ ସବୁ ସ୍ଥାନ ରେ ସମ୍ମାନିତ ହେବେ।
ମିଥୁନ ରାଶି – ଏହି ରାଶି ବ୍ୟକ୍ତି ବିଶେଷ ପ୍ରଶାସନିକ ବିଭାଗରୁ ଅଧିକ ଲାଭବାନ ହେବେ । ବିବାହ ବନ୍ଧନରେ ବାନ୍ଧି ହେବେ । ଏହାଛଡା ଆପଣ ଆପଣଙ୍କ ଜୀବନ ସାଥୀ କୁ ପାଇ ପାରିବେ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ଦାୟକ ଅଟେ । ଯାହାଦ୍ଵାରା ସମାଜରେ ଆପଣ ପ୍ରତିଷ୍ଠିତ ହୋଇ ପାରିବେ।
ମକର ରାଶି – ଏହି ରାଶି ବ୍ୟକ୍ତି ବିଶେଷ ଧୀର ସ୍ୱଭାବର ହୋଇଥାନ୍ତି । ଶନି ଦେବଙ୍କ କୃପାରୁ ଆପଣ ଯଦି କୌଣସି ନୂତନ କାର୍ଯ୍ୟରେ ହାତ ଲଗାଉଛନ୍ତି ତେବେ ତାହା ନିଶ୍ଚିତ ସୁଫଳପ୍ରଦ ହେବ । ଏହା ଛଡ଼ା ଆପଣଙ୍କ ଜୀବନରେ ସଦା ସର୍ବଦା ଖୁସି ଲାଗି ରହିବ । ପୁରୁଣା ସ୍ମୃତି କୁ ନେଇ ବେଶ୍ ଆନନ୍ଦିତ ହେବେ ।
କୁମ୍ଭ ରାଶି:- ପଞ୍ଚମ ରେ ହେଉଛି କୁମ୍ଭ ରାଶି ।ତେବେ ବର୍ଷ 2022 ରୁ 2040 ମଧ୍ୟରେ ଏମାନଙ୍କ ଭାଗ୍ୟ ଚମକି ଉଠିବ । ଭଗବାନ୍ ଶନି ଦେବ ଙ୍କ ଦୟା ରୁ ଏମାନଙ୍କ ଜୀବନ ର ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯିବ । ଏମାନଙ୍କୁ ଧନ ର ଅଭାବ ଦେଖା ଦେବ ନାହିଁ ।ଏହାଛଡା ଶନି ଦେବ ଙ୍କ କୃପାରୁ ବେପାର ବାଣିଜ୍ୟର ରେ ଅଧିକ ଲାଭବାନ ହେବେ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।