ଦେଖନ୍ତୁ Video : କେମିତି ସାରୁ ଖାଁ ଜେଲରେ କାନ୍ଦିଲେ ଭୋ ଭୋ । ଆସନ୍ତୁ ଦେଖିବା Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ସୁପର୍ ଷ୍ଟାର ସାହାରୁଖ୍ ଙ୍କ ଭୋ ଭୋ କାନ୍ଦିଲେ ସାରୁଖାନ । ଆସନ୍ତୁ ଜାଣିବା କଣ ଥିଲା ଏହା ର କାରଣ ଓ ଦେଖିବା Video।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦୁନିଆ ରେ ଦିନ କୁ ଦିନ ଏମିତି ଖବର ବହୁ ମାତ୍ରା ରେ ବ୍ୟାପିବାରେ ଲାଗିଛି । ଆଉ ସେ ସବୁ ମଧ୍ୟ ରୁ ଏବେ ମ-ଦ୍ୟ , ଡ୍ରକ୍ସ ବେପାର ରେ ସବୁ ଠୁ ଅଧିକ ଲୋକୋ ସାମ୍ନା କୁ ଆସିଚି ଏମିତି ଏକ ଘଟଣା ଏବେ ସାମ୍ନା କୁ ଆସିଚି ।ସେହି ପରି ଗତ କାଲି ପାର୍ଟି ରେ ସାମିଲ୍  ଥିବା ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାନ୍‌ ଙ୍କ ପୁଅ ନା-ର୍କୋ-ଟି-କ୍ସ କଣ୍ଟ୍ରୋଲ ବ୍ୟୁରୋ ଜାଲ ରେ ଫସିଯାଇଛନ୍ତି । ଆଉ ଏହି ପାର୍ଟିରେ ସାମିଲ ଥିବା ଆହୁରି ୮ ଜଣ ଙ୍କୁ ଗି-ର-ଫ କରୁଚି ଆରକ୍ଷ୍ୟ ଅଧିକାରୀ । ଯେଉଁ ଅଭିଯୁକ୍ତ ମାନ ଙ୍କ ମଧ୍ୟ ରେ ଅଛନ୍ତି ମୁନ୍‌ମୁନ୍‌ ଧମେଚା, ନୁପୂର ଶାରିକା, ଇସ୍ମିତ ସିଂହ, ମୋହକ ଜସୱାଲ, ବିକ୍ରାନ୍ତ ଛୋକର, ଗୋମିତ ଚୋପ୍ରା, ଅରବାଜ ମର୍ଚାଣ୍ଟ। 

 

ସେଥି ମଧ୍ୟରୁ ଶାହାରୁଖ୍‌ ଖାନ୍‌ ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ ମଧ୍ୟ ସାମିଲ୍ ଥିଲେ । ଆର୍ଯ୍ୟନ୍‌ ଖାନ୍‌ ଓ ମୁନ୍‌ମୁନ୍‌ ଧମେଚା ଙ୍କୁ ନେଇ ମଧ୍ୟ ଏବେ ସୋ-ସି-ଆ-ଲ ମି-ଡ଼ି-ଆ ରେ ଅଧିକ ଚର୍ଚ୍ଚା ହେଉଛି । ତେବେ କିଏ ଏହି ମୁନ୍‌ମୁନ୍‌ ଧମେଚା ଯାହା ଏବେ ସବୁ ଠୁ ଅଧିକ ପ୍ରଶ୍ନ ଘେର ରେ ରହିଛି।  ଯିଏ ଏହି ହାଇପ୍ରୋଫାଇଲ ସେଲେବ୍ରେଟି ଙ୍କ ମଧ୍ୟରେ ସାମିଲ୍  ଥିଲେ। ଅରବାଜ୍ ସେଥ୍ ମର୍ଚାଣ୍ଟ ଜିଏ କି ଆର୍ଯ୍ୟନ୍‌ ଙ୍କ ସବୁଠୁ ନିକଟ ବନ୍ଧୁ ହୋଇଥିବା ବେଳେ ମୁନ୍‌ମୁନ୍‌ ଧମେଚା ଜଣେ ବିଶିଷ୍ଟ ବ୍ୟବସାୟୀ ଙ୍କ ଝିଅ ଅଟନ୍ତି ।  ସେ ଜଣେ  ଫ୍ୟାଶନ୍ ମଡେଲ୍ ଅଟନ୍ତି ।ମୁନ୍‌ମୁନ୍‌ଙ୍କ ଘର ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ। ୩୯ ବର୍ଷୀ ମୁନ୍‌ମୁନ୍‌ ଙ୍କୁ ଗତ ଅକ୍ଟୋବର ୩ ତାରିଖ ରେ ‌ଏନ୍‌ସିବି ଗି-ର-ଫ କରିଥିଲା  । 

 

 ଅକ୍ଷୟ କୁମାର, ବିକି କୌଶଲ ଭଳି ଷ୍ଟାରମାନେ ତାଙ୍କୁ ଫଲୋ କରିବା ପାଇଁ ସେ ଅନୁରୋଧ କରିଥିଲେ। ସେହିପରି ଧରାପଡ଼ିଥିବା ଅରବାଜ ମର୍ଚାଣ୍ଟ ଜଣେ ଅଭିନେତା ହୋଇଥିବା ବେଳେ ସେ ଆର୍ଯ୍ୟନ ଖାନ୍‌ ଙ୍କ ବନ୍ଧୁ ବୋଲି ଜଣାପଡ଼ିଛି। ଅନେକ ସମୟରେ ଶାହାରୁଖ୍‌ ଖାନ୍‌ଙ୍କ ପାରିବାରିକ ପାର୍ଟିରେ ସାମିଲ ହୋଇଥାନ୍ତି ମଧ୍ୟ ତାଙ୍କୁ ଦେଖିବା କୁ ମିଳିଛି ।ତେବେ ଏହି ସବୁ ଭିତରେ କଣ ରହସ୍ୟ ରହିଛି ଏହି ତାହା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି । ଆୟାନ୍ କୁ ମୁକୁଳେଇ ଆଣିବାକୁ ସାହାରୁକ୍ ଖାନ୍ ଅନେକ ଚେଷ୍ଟା କରିଥିଲେ। ବଡ଼ ବଡ଼ ଓକିଲ କୁ ମଧ୍ୟ ସସଂଜଗ କରିଥିଲେ । ଏହା ପରେ ଆୟନ୍ କୁ କୋର୍ଟ କୁ ଅଣା ଯାଇଥିଲା । ସାହାରୁକ୍ ଖାନ୍ ପୁଅ କୁ ସାମନା ରେ ଦେଖି ଭାବ ବିହଳ ହୋଇ ଯାଇଥିଲେ । ଆଉ ଆର୍ଯ୍ୟନ କୁ ଦେଖି କାନ୍ଦି ପକାଇ ଥିଲେ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *