ଆସନ୍ତା କାଲି ସମ୍ପୁର୍ଣ୍ଣ ଓଡିଶା ବନ୍ଧ । କଂଗ୍ରେସ ର ବନ୍ଧ ଡାକରା । ଜାଣନ୍ତୁ କଣ ? ଖୋଲା କଣ ବନ୍ଧ ?

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆସନ୍ତାକାଲି ଓଡିଶା ବନ୍ଦ କରିବ କଂଗ୍ରେସ , ଅତ୍ୟାବଶ୍ୟକ ସେବାକୁ ଦିଆଯିବ ବାଦ୍ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସମାଜ ରେ ବଢ଼ି ଚାଲିଛି କ-ଳୁ-ଷି-ତ କାମ । ମଣିଷ ହରାଉଛି ମାନବିକତା । ଘଟାଉଛି ଏଭଳି ଘଟଣା ଯାହା ଛାତି ଥରାଇ ଦେବ । ନିକଟ ରେ ବହୁ ଚର୍ଚ୍ଚିତ କଳାହାଣ୍ଡି ମାହାଲିଙ୍ଗ ସନ ସାଇନ ପବ୍ଲିକ ସ୍କୁଲର ଅଧକ୍ଷା ମମିତା ମେହେର ଙ୍କ  ମା-ମ-ଲା ଯାହା ସାରା ଓଡ଼ିଶାରେ ଦୁଃ-ଖ ର ଛାୟା ଖେଳାଇଥିଲା, ତାହା ର ଝଡ଼ ଏପର୍ଯ୍ୟନ୍ତ ଥମିନାହିଁ ।

 

ରାଜ୍ୟରେ ମମିତା ମା-ମ-ଲାକୁ ନେଇ ରା-ଜ-ନୈ-ତି-କ ଝ-ଡ଼ ଥମିବାର ନାଁ ନେଉନି । ଏହି  ଘଟଣାକୁ ନେଇ ରାଜ୍ୟ ରାଜନୀତି ନେଇ ସରଗରମ ରହିଛି । ପ୍ରମୁଖ ବି-ରୋ-ଧୀ ମାନେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବରଖାସ୍ତ କରିବାକୁ ଦାବି କରିଛନ୍ତି । କଂଗ୍ରେସ ମଧ୍ୟ ତାହାର ଆନ୍ଦୋଳନକୁ ଆହୁରି ତୀବ୍ରତର କରିବାରେ ଲାଗିଛି । ଏହି କ୍ରମରେ ଆସନ୍ତା ୧୨ ତାରିଖରେ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ ।

 

ବନ୍ଦ ଡାକରାରେ ସହରବାସୀଙ୍କୁ ସହାୟତା କରିବାକୁ ନିବେଦନ କରିଛନ୍ତି ବାରବାଟୀ ବିଧାୟକ ମହମ୍ମଦ ମୋକିମ । ନଭେମ୍ବର ୧୨ ତାରିଖରେ ସକାଳ ୬ଟାରୁ ମଧ୍ୟାହ୍ଣ ୧୨ଟା ପର୍ଯ୍ୟନ୍ତ ଚକାଜାମ କରିବ କଂଗ୍ରେସ । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ସେହି ଦିନ ରାଜ୍ୟରେ କେବଳ ଜରୁରୀ ସେବା ପାଇଁ କୌଣସି ପ୍ରତିବନ୍ଧ ରହିବ ନାହିଁ । 

 

ଏହି ବନ୍ଦ ଡାକରାରେ ବିଭିନ୍ନ ସଙ୍ଗଠନଙ୍କୁ ସାମିଲ ହେବା ପାଇଁ ମଧ୍ୟ ମୋକିମ ଅନୁରୋଧ କରିଛନ୍ତି ।୧୨ ତାରିଖରେ ବନ୍ଦ ଡାକରା ପୂର୍ବରୁ ୧୧ ତାରିଖରେ ଏକ ଶୋଭାଯାତ୍ରା ମାଧ୍ୟମରେ ସହରବାସୀଙ୍କୁ ଏହାକୁ ନେଇ ଅନୁରୋଧ କରାଯିବ । ଏହାକୁ ନେଇ ବାରବାଟୀ ବିଧାୟକ ସୂଚନା ଦେଇଛନ୍ତି । ମମିତା ମେହେରଙ୍କ ପ-ର-ଲୋ-କ ରେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ଯଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅ-ଭି-ଯୋ-ଗ ହୋଇଛି । ମନ୍ତ୍ରୀଙ୍କ ଇ-ସ୍ତ-ଫା ଦାବିରେ ବିଭିନ୍ନ ରାଜନୈତିକ ଦଳମାନେ ବେଶ ସକ୍ରିୟ ହୋଇପଡିଛନ୍ତି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *