ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମୃ-ତ୍ୟୁ ପୂର୍ବର ଶେଷ ନାଚ , ନାଚ ଦେଖିଲେ ଫାଟିଯିବ ଛାତି।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ସମାଜ ମଣିଷ କୁ ନେଇ ଗଠିତ।କିଛି ଲୋକଙ୍କ ଭଲ କାମ ପାଇଁ ଆଜି ମଣିଷ ନିଜକୁ ଗର୍ବ ଆଉ ଗୌରବିତ ମୋନେ କରେ।ଆଉ କିଛି ଲୋକ ଖରାପ କାମ କରି ନିଜକୁ ଗର୍ବିତ ଅନୁଭବ କରନ୍ତି।ବନ୍ଧୁଗଣ ଆଜିକାଲି ର ଦୁନିଆ ଅନେକ ବିଚିତ୍ର ଓ ଅବିଶ୍ୱାସନୀୟ ଘଟଣା ମାନ ଘଟୁଛି। ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣ ମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।ହଁ ଆଜ୍ଞା ଏହିପରି ଏକ ଘଟଣା ଘଟିଯାଇଛି ଓଡ଼ିଶାରେ।
ହଁ ଆଜ୍ଞା ଏବେ ସୋସିଆଲ ମିଡ଼ିଆ ଏତେ ମାତ୍ରାରେ ଲୋକପ୍ରିୟ ହୋଇଛି ଯେ ସୋସିଆଲ ମିଡ଼ିଆ ନଥିଲେ ଯେମିତି ସବୁ କିଛି ଅଚଳ ପରି ଲାଗୁଛି।ବନ୍ଧୁଗଣ ଭଲ କରି ଦେଖନ୍ତୁ ଏହି ଦୃଶ୍ୟକୁ ମୃ-ତ୍ୟୁ ପୂର୍ବର କିଛି ସମୟ ର ଭିଡିଓ ଯାହା ସମସ୍ତଙ୍କୁ ଭାବୁକ ଓ ଭାବବିହଳ କରି ଦେଉଚି ଏବଂ ସମସ୍ତଙ୍କ ଆଖିରୁ ଲୁହ ନେଇ ଆସୁଚି ।ବନ୍ଧୁଗଣ ଡାକ୍ତରାଣୀ ଙ୍କ ମୃ-ତ୍ୟୁ ସତ। ସରକାରୀ ବାସ ଭବନରୁ ଡାକ୍ତରାଣୀ ଙ୍କ ମୃ-ତ୍ୟୁ ଦେହ ମିଳିଛି।
ଶ-ବ ବ୍ୟବଛେଦ ରିପୋଟ କୁ ଅପେକ୍ଷା କରି ବ୍ୟବଛେଦ ରିପୋଟ ଆସିଲା ପରେ ହିଁ ଏହାର ସତ୍ୟା ସତ ବାହାରକୁ ଆସିଛି। ହ-ତ୍ୟା ନା ନିଜେ ଜୀବନ ହାରିବା ତାହା ଏପଯ୍ୟାନ୍ତ ସ୍ପଷ୍ଟ ହେଇନାହିଁ।କିନ୍ତୁ ଏହା ଭିତରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଦେଖିଲେ ଆପଣଙ୍କ ଛାତି ଫାଟିଯିବ।ହଁ ଆଜ୍ଞା ମୃ-ତ୍ୟୁ ପୂର୍ବରୁ କିଭଳି ନାଚୁଛନ୍ତି ଡାକ୍ତରାଣୀ ଗୀତର ତାଳେ ତାଳେ ପାଦକୁ ପାଦ ଛନ୍ଧି ଅଣ୍ଟା ହଲେଇ ଦେଉଛନ୍ତି ଡାକ୍ତରାଣୀ ।
ସେ ସବୁବେଳେ ରୋଗୀ ଆଉ ମେଡିସିନ ଭିତରେ ରହି ରହି କେତେବେଳେ ଫାଙ୍କା ସମୟରେ ସେ ନିଜ ଜୀବନକୁ ଉପଭୋଗ କରୁଥିଲେ।ଜିରୋ ନାଇଟ ସଲିବ୍ରେସନ ହୋଇଥିଲା ସାଙ୍ଗ ସାଥିଙ୍କ ସହ ମଜା ମସ୍ତି ଆଉ ଖାଇବା ପିଇବା ବି ହୋଇଥିଲା କିନ୍ତୁ କିଏ ଜାଣିଥିଲା ସେହି ରାତିଟା ହିଁ ଶେଷ ରାତି ହୋଇଯିବ ସେ ଡାକ୍ତରାଣୀଙ୍କ ପାଇଁ । ଏତେ କମ ସମୟରେ ଜୀବନ ଚାଲିଯିବ ବୋଲି କିଏ ଜାଣିଥିଲା।ତେବେ ଆରକ୍ଷୀ ଅଧିକାରୀ ପକ୍ଷରୁ ସୂଚନା ମିଳିଛି ଯେ ଶ-ବର ବ୍ୟବଛେଦ ପରେ ରିପୋଟ ଆସିଲା ପରେ ହିଁ ମୃ-ତ୍ୟୁ ର ରହସ୍ୟ ସ୍ପଷ୍ଟ ହେବ ବୋଲି କୁହାଯାଇଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।