ଦିଅର ଭାଉଜ କୁ ଘର ଲୋକ କଲେ ବାହାଘର । ସମ୍ପୁର୍ଣ୍ଣ ଘଟଣା ଜାଣିଲେ ଆପଣ ବି ତାଯୁବ ହେଇଯିବେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଦିଅର ଓ ଭାଉଜ ମିଶି କରିଲେ ବିବାହ । ଖବର ଟି ପଛରେ ଥିବା ର-ହ-ସ୍ୟ ଜାଣିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ପ୍ରେମ ଏକ ପବିତ୍ର ବନ୍ଧନ । ପ୍ରେମ ଆଗରେ ବୟସ, ଧର୍ମ,ବର୍ଣ୍ଣ କିଛି ଦେଖା ହୋଇ ନଥାଏ ଆହୁରି ମଧ୍ୟ ପ୍ରେମ ଆଗରେ ଧନୀ କି ଗରିବ କିଛି ଦେଖା ଯାଇ ନଥାଏ । ପ୍ରେମ ହେଉଚି ଶାଶ୍ଵତ ।ପ୍ରେମ ଭଳି ବନ୍ଧନ କେଉଁଠି ଭି ମିଳି ନଥାଏ । ପ୍ରେମ ରେ ପଡ଼ୁଥିବା ଲୋକ ନା କେବେ ଘର ଦ୍ଵାରା ବନ୍ଧୁ ବନ୍ଧନ ଦେଖିଥାଏ ନା କୌଣସି ସମ୍ପର୍କ ଦେଖୁଥାଇ । ପ୍ରେମ ଆଗରେ ମାଆ ,ବାପା ,ଭାଇ ,ଭଉଣୀ କୁ ଭି ଲୋକେ ଭୁଲି ଯାଇଥାଏ ।ଏମିତି କିଛି ସମ୍ପର୍କ ଥାଏ ଯେଉଁଠାରେ ପ୍ରେମ ପାଇଁ ଲୋକେ ସବୁ କିଛି ଛାଡ଼ି ଦିଅନ୍ତି । 

 

ପ୍ରେମ ଠୁ ଦୁନିଆରେ ଆଉ କୌଣସି ବଡ଼ ଶକ୍ତି ନାହିଁ। ପ୍ରେମ ପାଇଁ ପ୍ରେମିକ ଓ ପ୍ରେମିକ ଙ୍କ ମଧ୍ୟ ରେ ବହୁତ୍ ଭଲ ସମ୍ପର୍କ ରହିଥାଏ ଉଭୟ ଉଭୟ ଙ୍କୁ ଦେଖା କରିବା ପାଇଁ ବହୁତ୍ ବ୍ୟାକୁଳ ହେଉ ଥାଆନ୍ତି । ଉଭୟ ପ୍ରେମ ନିଶା ରେ ପୁରା ମଜଦୂର ହୋଇ ଥାଆନ୍ତି । ବେଳେବେଳେ ଏମିତି କିଛି ଘଟଣା ସବୁ ଆମେ ସମସ୍ତେ ଦେଖିବା ପାଇଁ ପାଇଥାଉ ଯେଉଁଥିରେ ପ୍ରେମ ପାଇଁ ପ୍ରେମିକ ଟେ କିଛି ଭି କରି ପାରୁଥିବା ବେଳେ ପ୍ରେମିକା ଭି ନିଜ ଜୀବନ ଦେବା ପାଇଁ ଭି ପଛାନ୍ତି ନାହିଁ । ପ୍ରେମ ଆଗରେ ସମ୍ପୂର୍ଣ ଦୁନିଆ ଟା ହିଁ ଫିକା ଦେଖା ହୋଇଥାଏ।

 

ପ୍ରେମ କରିବା ଠିକ୍ ହେଲେ ଯାହାକୁ ପ୍ରେମ କରୁଛ ତାଙ୍କୁ ହିଁ ବିବାହ କରିବା ଉଚିତ୍ । ନହେଲେ ଆଜି କାଲି ର ଝିଅ ପ୍ରେମ କରୁଛନ୍ତି ଜଣକୁ ଆଉ କୌଣସି କାରଣ ବଶତଃ ହେଉ ଘର ଲୋକ ଙ୍କ କଥା ରେ ହେଉ କି ଅନ୍ୟ କାରଣ ପାଇଁ ହେଉ ସେମାନେ ଆଉ ଜଣଙ୍କୁ ବିବାହ କରୁଛନ୍ତି ଓ ଯାହା ପାଇଁ ଶାନ୍ତି ରେ ଘର ସଂସ୍କାର କରି ପାରୁ ନାହାଁନ୍ତି । ସେମାନଙ୍କର ମନ ନିଜ ପୂର୍ବ ପ୍ରେମିକ ପାଖରେ ରହୁଛି । ଏହି ଭଳି ଘଟଣା ଗୋଟିଏ ସ୍ଥାନ ରେ ଘଟିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ ।

 

ଗୋଟିଏ ମହିଳା ଟେ ବିବାହ କରି ସାରିଥିବା ପରେ ଭି ନିଜ ଗାଁ ରେ ଥିବା ସମ୍ପର୍କ ର ଗୋଟିଏ ଦିଅର ସହିତ ପ୍ରେମ କରୁଥିଲେ । କେବଳ ଯେ ସେମାନେ ପ୍ରେମ କରୁଥିଲେ ତାହା ନୁହଁ । ସେମାନେ ଅଧିକ ପ୍ରେମ ର ବଶବର୍ତ୍ତୀ ହୋଇ ରାତିରେ ଦେଖା କରିବାକୁ ଲାଗିଲେ ଯାହା କି ସେହି ମହିଳା ଙ୍କ ସ୍ବାମୀ ଦେଖି ଦେଇଥିଲେ । ଯାହା ପାଇଁ ସେ ଘରେ ଖୁବ୍ ପ୍ର-ତି-କ୍ରି-ୟା କରିଲେ ଓ ବହୁତ୍ କିଛି କହିଥିଲେ ଝ-ଗ-ଡ଼ା ମଧ୍ୟ ହୋଇଥିଲା । ତା ପରେ ଏହି ସବୁ କଥା କୁ ଗାଁ ଲୋକେ ଶୁଣିଲେ ଓ ଶୁଣିବା ପରେ ଏହି ଦିଅର ଓ ଭାଉଜ ଙ୍କୁ ବିବାହ କରେଇ ଦେଇଥିଲେ । ଆପଣ ମାନେ ଏହି ଘଟଣା ଟି ଶୁଣି ଭାବୁଛନ୍ତି ନା କେତେ ଲ-ଜ୍ୟା ଜନକ କଥା ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *