ଯେଉଁ ଗ୍ରାହକ ମାନଙ୍କର ଷ୍ଟେଟବ୍ୟାଙ୍କ ରେ ଆକାଉଣ୍ଟ ଅଛି ସେମାନଙ୍କ ପାଇଁ ଆସିଲା ବଡ ଖବର ଜାଣନ୍ତୁ । 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଯେଉଁ ଗ୍ରାହକ ମାନଙ୍କର ଷ୍ଟେଟବ୍ୟାଙ୍କ ରେ ଆକାଉଣ୍ଟ ଅଛି ସେମାନଙ୍କ ପାଇଁ ଆସିଲା ବଡ ଖବର ଜାଣନ୍ତୁ । ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ବନ୍ଧୁଗଣ ଆପଣ ସମସ୍ତେ ଟଙ୍କା ବ୍ୟାଙ୍କ୍ ରେ ରଖି ଥାଆନ୍ତି । ବ୍ୟାଙ୍କ୍ ରେ ଆପଣଙ୍କୁ ସୁଧ ମିଳିଥାଏ ଏବଂ ସେଠାରେ ଟଙ୍କା ରଖିଲେ ଆପଣଙ୍କୁ ଚୋରି ଭୟ ମଧ୍ୟ ରୁହେନାହିଁ । ବ୍ୟାଙ୍କ୍ ରେ ଆମେ ଟଙ୍କା ରଖିଲେ ସମ୍ପୂର୍ଣ ଭାବେ ଚିନ୍ତା ମୁକ୍ତ ହେଇଥାଉ । ତେବେ ବ୍ୟାଙ୍କ୍ ଅନେକ କ୍ଷେତ୍ରରେ ତାର ପଲିସିରେ ପରିବର୍ତ୍ତନ ଆଣିଥାଏ ଯାହାର ପ୍ରଭାବ ଉପଭୋକ୍ତାଙ୍କ ଉପରେ ପଡ଼ିଥାଏ । ତେବେ ଅନେକ ବ୍ୟାଙ୍କ୍ ମାନଙ୍କ ମଧ୍ୟରୁ ଏସ-ବି-ଆଇ ଅନ୍ୟତମ ଅଟେ । 

ଏହା ବୃହତ୍ତମ ସରକାରୀ ବ୍ୟାଙ୍କ୍ ଭାବେ ଜଣାଯାଏ ଏସ-ବି-ଆଇ ବ୍ୟାଙ୍କ୍ ରେ ଅନେକ ଉପଭୋକ୍ତା ମାନେ ଟଙ୍କା ରଖନ୍ତି । ଟଙ୍କା ରଖିଥିବା ଉପଭୋକ୍ତା ମାନଙ୍କ ଧ୍ୟାନ ସମ୍ପୂର୍ଣ ରୂପେ ବ୍ୟାଙ୍କ୍ ରଖିଥାଏ । ତେବେ ବର୍ତ୍ତମାନ ସମୟରେ ଏସ-ବି-ଆଇ ବ୍ୟାଙ୍କରେ ଟଙ୍କା ରଖିଥିବା ଗ୍ରାହକ ମାନଙ୍କ ପାଇଁ ଆସିଛି ବଡ ଖବର ଯାହାକି ପ୍ରତ୍ୟେକ ଉପଭୋକ୍ତା ଜାଣି ରଖିବା ଉଚିତ୍ । ଏସ-ବି-ଆଇ ବ୍ୟାଙ୍କ୍ ନିଜର ଟୁଇରର ଆକାଉଣ୍ଟରେ ଏକ ଖବର ପ୍ରକାଶ କରିଛି ଏବଂ ଜାରି କରିଛି ନିଜ ଗ୍ରାହକ ମାନଙ୍କ ପାଇଁ କିଛି ନମ୍ବର୍ ।

ଏସ-ବି-ଆଇ ଜାରି କରିଥିବା ନମ୍ବର୍ ଗୁଡ଼ିକ ନିଜ ଗ୍ରାହକ ମାନଙ୍କ ଫୋନରେ ସେଭ କରିବାପାଇଁ ଦର୍ଶାଇଛି ଏସବିଆଇ । ସେହି ନମ୍ୱର୍ ସମ୍ପର୍କରେ ଏସବିଆଇ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ ତରଫରୁ ସୂଚନା ଦିଆଯାଇଛି । ଏହି ନମ୍ବର୍ ଗୁଡ଼ିକୁ ସେଭ କଲେ ଘରେ ବସି ଆପଣ ବ୍ୟାଙ୍କ୍ ରେ ଥିବା ସମସ୍ତ ପ୍ରକାର ଜରୁରୀ କାଳୀନ କାର୍ଯ୍ୟ ସମ୍ପାଦନ କରି ପାରିବେ । ବ୍ୟାଙ୍କ୍ ଜାରି କରିଥିବା ନମ୍ବର୍ ଟି ହେଲା ୧୮୦୦୧୨୩୪ ଏବଂ ୧୮୦୦୨୧୦୦ କୁ ଫୋନରେ ସେଭ କରିପାରିବେ ଏବଂ କଲ ମଧ୍ୟ କରିପାରିବେ । 

ଏହି ନମ୍ବର୍ କୁ କଲ କରିବା ପରେ ଆପଣ ବ୍ୟାଙ୍କ୍ ଦ୍ଵାରା ଦିଆଯାଉଥିବା ସମସ୍ତ ପ୍ରକାର ସୁବିଧା ଗୁଡ଼ିକ ପାଇ ପାରିବେ । ଏବଂ ଆପଣ ଯଦି କଲ ମାଧ୍ୟମରେ ବ୍ୟାଙ୍କିଙ୍ଗ ସୁବିଧା ମଧ୍ୟ ନେବାକୁ ଚାହାନ୍ତି ତେବେ ଏହା ମଧ୍ୟ ନେଇ ପାରିବେ । ତେବେ ଏହା ଆପଣ କରିବାକୁ ଚାହିଁଲେ ଘରେ ବସି ବସି କରିପାରିବେ ଏବଂ ଶାଖାକୁ ଯିବାକୁ ଦରକାର ପଡ଼ିବନି ।  ଏହି ନମ୍ବର୍ ସାହାର୍ଯ୍ୟରେ ଆପଣ ଆପଣଙ୍କ ଖାତାରେ ଥିବା ବାଲାନ୍ସକୁ ଜାଣି ପାରିବେ । ଏହି ନମ୍ବର୍ ଦୁଇଟି ସମ୍ପୂର୍ଣ ଭାବେ ଟୋଲ ଫ୍ରି ଅଟେ । 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *