ସବୁଠାରୁ ଅଧିକ ଗର୍ବି ହୋଇଥାନ୍ତି ଏହି ୩ ଟି ନାମର ଝିଅ । ଜାଣି ରଖନ୍ତୁ କେଉଁ ସେହି ୩ଟି ନାମରେ ଝିଅ । 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସବୁଠାରୁ ଅଧିକ ଗର୍ବି ହୋଇଥାନ୍ତି ଏହି ୩ ଟି ନାମର ଝିଅ । ଜାଣି ରଖନ୍ତୁ କେଉଁ ସେହି ୩ଟି ନାମରେ ଝିଅ । ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ବନ୍ଧୁଗଣ ଗର୍ବ ପ୍ରାୟତ ସବୁ ମଣିଷଙ୍କ ଠାରେ ଦେଖାଯାଏ । କାହାକୁ ନିଜର ପଇସାକୁ ନେଇ ତ ଆଉ କାହାକୁ ନିଜର ସୁନ୍ଦର ଚେହେରାକୁ ନେଇ ଗର୍ବ ରହିଥାଏ । ଆଉ କେତେକଙ୍କୁ ନିଜର ସଫଳତାକୁ ନେଇ ଗର୍ବ ରହିଥାଏ । କିନ୍ତୁ ସବୁଠାରୁ ବଡ କଥା ହେଉଛି କେବେ ବି କାହାର ଗର୍ବ ରହିବ ନାହି । ତେଣୁ ମଣିଷକୁ ଜୀବନରେ ଅଧିକ ଗର୍ବ କରିବା ଠିକ ନୁହେଁ । କିଛି ଲୋକ ଜାଣତରେ ବା ଅଜାଣତରେ ଏମିତି ଗର୍ବ କରିଥାନ୍ତି ଯାହା ସେମାନଙ୍କର ସ୍ଵଭାବରେ ନଜର ଆସିଥାଏ । ଅଧିକାଂଶ ପୁଅ ମାନଙ୍କ ଅପେକ୍ଷା ଝିଅ ମାନେ ଅଧିକ ଗର୍ବୀ ହୋଇଥାନ୍ତି । ଯାହା ସେମାନଙ୍କର ସ୍ବଭାବ ରୁ ନଜର ଆସିଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି ୩ଟି ନାମର ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଅଧିକ ଗର୍ବୀ ହୋଇଥାନ୍ତି । 

୧. A ନାମର ଝିଅ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ବ ହୋଇଥାଏ ସେମାନଙ୍କର ଷ୍ଟାଟସ ବହୁତ ଉଚ୍ଚ ରହିଥାଏ । ଏମାନେ ନିଜ ଠାରୁ କମ ସ୍ତର ରେ ରହିଥିବା ଲୋକଙ୍କୁ ଖାତିର କରନ୍ତି ନାହି । ଏମାନଙ୍କର ପସନ୍ଦ ବହୁତ ଉଚ୍ଚ ସ୍ତର ର ହୋଇଥାଏ । ଏହି କାରଣରୁ ଏହି ନାମର ଝିଅ ମାନେ ବହୁତ ଗର୍ବୀ ହୋଇଥାନ୍ତି । ଅନେକ ସମୟରେ ଏମାନେ ନିଜେ ବି ଅନୁଭବ କରି ପାରନ୍ତି ନାହି କି ସେମାନେ କେତେ ଗର୍ବୀ ହୋଇ ଯାଇଥାନ୍ତି । ଏମାନଙ୍କର ଅନ୍ଦାଜ କିଛି ଏମିତି ହୋଇଥାଏ କି ସାମାନା ବାଲାକୁ ଲାଗିଥାଏ ଏମାନେ ବହୁତ ଗର୍ବୀ ହୋଇଥାନ୍ତି । ଏମାନଙ୍କର ଗର୍ବିତା ପାଇଁ ଏମାନଙ୍କୁ ଖୁସି କରିବା ପାଇଁ ବହୁତ କଷ୍ଟକର ହୋଇଥାଏ ।

୨. D ନାମର ଝିଅ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ଦରକାର ଠାରୁ ଅଧିକ ଗର୍ବୀ ହୋଇଥାନ୍ତି । କିନ୍ତୁ ବାହାରୁ ଏମାନେ ନିଜକୁ ଏମିତି ଦେଖାଇଥାନ୍ତି କି ଏମାନଙ୍କ ଠାରେ ବିଲକୁଲ ବି ଗର୍ବ ନାହି । କିନ୍ତୁ ଅସଲ ଜୀବନରେ ଜୀବେ କାମ କରିବା କଥା ଆସିଥାଏ ସେହି ସମୟରେ ଏମାନଙ୍କର ଗରବିତା ଚେହେରା ସାମନାକୁ ଆସିଥାଏ । ଏହି ନାମର ଝିଅ ମାନେ ନିଜକୁ ଦରକାର ଠାରୁ ଅଧିକ ଭାବିଥାନ୍ତି । 

୩. K ନାମର ଝିଅ : ଏହି ନାମର ଝିଅ ମାନେ ବି ବହୁତ ଅହଂକାରୀ ହୋଇଥାନ୍ତି । ଏମାନେ ବହୁତ ସୁନ୍ଦର ଏବଂ ଚାଲାଖ୍ ହୋଇଥାନ୍ତି । ହେଲେ ଏମାନଙ୍କ ସବୁଠୁ ବଡ ଦୁର୍ବଳତା ହେଲା ଏମାନଙ୍କ ଅହଂକାର ଏମାନେ କେବେ ବି ରାଗି ଗଲେ କିଛି କରି ଦେଇଥାନ୍ତି ଏମାନଙ୍କ ରାଗ ଉପରେ କାହାର ବି କୋଣ୍ଟୋଲ ରହି ନ ଥାଏ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *