ବୋଲଗଡ଼ ରେ ଘାଣ୍ଟିଲେ ରାନୀ ପଣ୍ଡା | ଦେଖନ୍ତୁ କେମିତି ଘାଇଲା କଲେ ଦର୍ଶକ ଙ୍କୁ…

 

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ବର୍ତ୍ତମାନ ବୋଲଗଡ ମହୋତ୍ସବ ସରି ଯାଇଥିବା ବେଳେ ଏହି ମହୋତ୍ସବ ଉତ୍ସବ ରେ ଚାର ଚାନ୍ଦ ଲଗାଇ ଦେଇଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା । ରାଣୀ ପଣ୍ଡା ଙ୍କୁ ଦେଖିବାକୁ ଅଧିକ ଲୋକମାନଙ୍କ ଭିଡ ହୋଇଥିବା ବେଳେ ରାଣୀ ପଣ୍ଡାଙ୍କ ଦମଦାର ଗୀତ ନାଚ ରେ ଝୁମି ଉଠିଥିଲା ପୁରା ବୋଲଗଡ ମହୋତ୍ସବ ର ସନ୍ଧ୍ୟା ଉତ୍ସବ । ତେବେ ରାଣୀ ପଣ୍ଡା ଏତେ ବିବାଦରେ ରହି ମଧ୍ୟ ନିଜର କର୍ତ୍ତବ୍ୟର ଯଥେଷ୍ଟ ଭାବେ ପାଳନ କରିଥିଲେ । 

 

ରାଣୀ ପଣ୍ଡା ସମସ୍ତଙ୍କ ସୁଖ ଦୁଃଖରେ ଠିଆ ହୁଅନ୍ତି ଏଟା ତ ଆପଣମାନେ ଭଲ ଭାବେ ଜାଣିଥିବେ । ଅନେକ ଭଲ ଭଲ କାର୍ଯ୍ୟ କରି ସୋସିଆଲ ମିଡିଆରେ ଚର୍ଚ୍ଚା ସାଉଁଟି ଥାଆନ୍ତି ରାଣୀ ପଣ୍ଡା । ରାଣୀ ପଣ୍ଡା ସୋସିଆଲ ମିଡିଆରେ ଖୁବ୍ ଲୋକପ୍ରିୟ ଥିବାବେଳେ ଅନେକ ଫ୍ୟାନ ଫେଲୋଇଂ ତାଙ୍କର ଅଛନ୍ତି । ରାଣୀ ପଣ୍ଡାଙ୍କୁ ଅନେକ ଲୋକ ତାଙ୍କ ରୋକ ଠୋକ କଥାବାର୍ତ୍ତା ପାଇଁ ପସନ୍ଦ କରନ୍ତି । ରାଣୀ ପଣ୍ଡା ନିଜେ ମଧ୍ୟ କୁହନ୍ତି ଯେ ସେ ଯାହା କୁହନ୍ତି ମୁଁହରେ ମୁହଁରେ କୁହନ୍ତି । 

 

ରାଣୀ ପଣ୍ଡା ବୋଲଗଡ ମହୋତ୍ସବ ରେ କହିଥିଲେ ପଛରେ ରହି ଯେତେ ଗାଳି ଦେବକଥା ଦିଅ ହେଲେ ତୁମ ମାନଙ୍କ ବିପଦ ସମୟରେ ଏହି ରାଣୀ ପଣ୍ଡା ହିଁ ଠିଆ ହେବ । ତେବେ ଏହା ଶୁଣି ଫ୍ୟାନ ମାନେ ଖୁବ୍ ଖୁସି ମଧ୍ୟ ହୋଇ ଯାଇଥିଲେ । ରାଣୀ ପଣ୍ଡା ଅନେକ କଥା ହୋଇଥିଲେ ଫ୍ୟାନ ମାନଙ୍କ ସହ । ବାସ୍ତବ ଜୀବନରେ ରାଣୀ ପଣ୍ଡା ଜଣେ ପର ଉପକାରୀ ବ୍ୟକ୍ତି ହୋଇଥିବା ବେଳେ ଅନେକ ସମୟର ଚର୍ଚ୍ଚାର ପାତ୍ର ହୁଅନ୍ତି । 

 

ଅନେକ ଅସହାୟ ମାନଙ୍କୁ ସେବା କରିବା ସହ ଅନେକ ଦୁଃଖୀରଙ୍କି ମାନଙ୍କୁ ସାହାର୍ଯ୍ୟର ହାତ ବଢାନ୍ତି ରାଣୀ ପଣ୍ଡା । ରାଣୀ ପଣ୍ଡାଙ୍କ ଏହି ସବୁ ସ୍ଵଭାବ ପାଇଁ ସେ ଲୋକଙ୍କ ପାଖରେ ଅତି ପ୍ରିୟ ହୋଇପାରିଛନ୍ତି । ବୋଲଗଡ ମହୋତ୍ସବ ରେ ସମସ୍ତଙ୍କ ସହ ମନ ଖୋଲି କଥା ହୋଇ ସମସ୍ତଙ୍କ ସନ୍ଧ୍ୟା ରଙ୍ଗିନ କରିଦେଇଥିଲେ ରାଣୀ ପଣ୍ଡା । ଅନେକ ରାଣୀ ପଣ୍ଡାଙ୍କୁ ଦେଖିବା ପାଇଁ ଦୂର ଦୂର ରୁ ଆସିଥିଲେ ଯାହାଦ୍ବାରା ସନ୍ଧ୍ୟା ପରିବେଶ ଖୁବ୍ ଚଳ ଚଞ୍ଚଳ ଥିଲା । 

ରାଣୀ ପଣ୍ଡା ସମସ୍ତଙ୍କ ପାଇଁ ଗୀତ ଗାଇ ଏବଂ ନିଜ ଇଛା ମୁତାବକ କଥା କହି ସମସ୍ତଙ୍କ ମନ କିଣି ନେଇଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଅନେକ ଲୋକ ଦେଖିବା ସହ ରାଣୀ ପଣ୍ଡାଙ୍କ ଫ୍ୟାନ ମାନଙ୍କ ପ୍ରତି ଏତେ ସୁନ୍ଦର ବ୍ୟବହାର ଦେଖି ସମସ୍ତେ ରାଣୀ ପଣ୍ଡାଙ୍କୁ ଖୁବ୍ ପ୍ରଶଂସା କରିଥିଲେ । 

Leave a Reply

Your email address will not be published. Required fields are marked *