ଏବେ ବିନା ଇଣ୍ଟରନେଟ ରେ ଚାଲିପାରିବ whatsapp | ଜାଣନ୍ତୁ କେମିତି…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଏବେ ବିନା ଇଣ୍ଟରନେଟ ରେ ଚାଲିପାରିବ what’s app।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆମ ଦେଶ ଭାରତ ସମୃଦ୍ଧି ର ଗୋଟେ ପାଦ ଆଗକୁ ବଢ଼ିବାରେ ଲାଗିଛି।ବନ୍ଧୁ ଗଣ ଆଜି କାଲି ସରକାର ଲୋକ ମାନଙ୍କର ସୁବିଧା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି ।ସେଗୁଡିକ ମଧ୍ୟରୁ ବିଜୁଳି ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି।ଯାହା ଫଳରେ ଲୋକେ ମନେ ବିଭିନ୍ନ ସୁବିଧା ସୁଯୋଗ ଲାଭ କରିଛନ୍ତି।ହଁ ଆଜ୍ଞା କଥା ଟି ମିଛ ଲାଗୁଥିଲେ ବି ସତ ।ଏବେ ଏବେ ବିନା ଇଣ୍ଟରନେଟ ରେ ଚାଲିପାରିବ what’s app। 

 

ଇଣ୍ଟରନେଟ୍‌ର ବ୍ୟବହାର ବୃଦ୍ଧି ପାଉଥିବାରୁ କିଛି ଖରାପ ପ୍ରକୃତିର ଲୋକ ଏହାର ଅପବ୍ୟବହାର କରୁଛନ୍ତି। ତେଣୁ ଏହାକୁ ରୋକିବା ପାଇଁ କିଛି ଦେଶର ସରକାର ଜରୁରୀକାଳୀନ ପରିସ୍ଥିତିରେ ଇଣ୍ଟରନେଟ୍‌ ସେବା ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥାନ୍ତି। ଏହା ଦ୍ବାରା ସରକାର କିଛି ଏପ୍ ଉପୋରେ ପ୍ରତିବନ୍ଧକ ଲଗାଇପରନ୍ତି।କିଛିଦିନ ପୂର୍ବରୁ ଇରାନରେ ହିଜାବ ନିୟମକୁ ମହିଳାମାନେ ବିରୋଧ କରୁଥିବାର ଦେଖିବାକୁ ମିଳିଥିଲା।

 

ଏହାକୁ ନେଇ ଜନତା ଓ ବେସରକାରୀ ଇଣ୍ଟରନେଟ୍ ସେବା ପ୍ରଦାନକାରୀ ସଂସ୍ଥା ଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରିବାପାଇଁ  ଇଣ୍ଟରନେଟ୍‌ ସେବା ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଥାନ୍ତି। ତେଣୁ ଏହି ସୁଜଗ କେବଳ what’s app ବ୍ୟବହାର କରୁଥିବା ଜନତାଙ୍କ ପାଇଁ ବୋଲି ଜଣ ଯାଇଛି ।ମୋବାଇଲରେ ଇଣ୍ଟରନେଟ୍ ସୁବିଧା ନଥିଲେ ମଧ୍ୟ ପ୍ରକ୍ସି ସପୋର୍ଟ ମାଧ୍ୟମରେ ଆପଣ ମାନେ what’s app ବ୍ୟବହାର କରିପାରିବେ।

ଆଣ୍ଡ୍ରଏଡ୍‌ ଫୋନ୍‌ରେ କେମିତି ପ୍ରକ୍ସି ସଂଯୋଗ କରିବେ, ଜାଣନ୍ତୁ…

 

– ଚାଟ୍‌ ଟ୍ୟାବ୍‌କୁ ଯାଇ, More options ର Settings ରେ କ୍ଲିକ୍‌ କରନ୍ତୁ।

– ଏହାପରେ Storage and Data ର Proxy କୁ ଯାଇ କ୍ଲିକ୍‌ କରନ୍ତୁ।

-Use Proxy କ୍ଲିକ୍‌ କରନ୍ତୁ।

-ଏହାପରେ  Set Proxy କ୍ଲିକ୍‌ କରି ପ୍ରକ୍ସି ଆଡ୍ରେସ୍‌ ଦିଅନ୍ତୁ।

ପ୍ରକ୍ସି ଆଡ୍ରେସ୍‌ ଦେଇ ତାପରେ ଏହାକୁ ସେଭ୍‌ କରନ୍ତୁ।

– କନେକ୍ସନ ହୋଇସାରିଲା ପରେ ଏକ ଚେକ୍‌ ମାର୍କ ଆପଣ ଦେଖିପାରିବେ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *