ଏବେ ଏବେ ମିଳିଲା ଦୁଃଖଦ ଖବର | ପ୍ରସିଦ୍ଧ କଣ୍ଠଶିଳ୍ପୀ ଙ୍କ ମୃ-ତ୍ୟୁରେ ଖେଳି ଯାଇଛି ଦୁଃଖର ଲହରୀ… 

 

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଜାଣିଥିବେ କଳା ସଂସ୍କୃତି ର ଦେଶ ଏହି ଭାରତ ବର୍ଷ । ଭାରତରେ ଅନେକ କଳାକାର ଏମିତି ଜନ୍ମ ହୋଇଛନ୍ତି ଯେଉଁମାନେ ସାରା ଭାରତବର୍ଷରେ ନାଁ କରିବାସହ ବିଶ୍ବରେ ମଧ୍ୟ ନାଁ କରିଛନ୍ତି । ଏମିତି ଅନେକ କଳାକାର ଙ୍କ ନାଁ ଜାତୀୟ ସ୍ତରରେ ହୋଇଥାଏ । କଳାକାର ମାନଙ୍କ କଳା ହିଁ ତାଙ୍କ ଜୀବନର ସବୁକିଛି ହୋଇଥାଏ । କଳା କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଅଭିନେତା, ଅଭିନେତ୍ରୀ , ଗୀତିକାର, ନୃତ୍ୟଶିଳ୍ପୀ ମାନଙ୍କ ପ୍ରତିଭା ହିଁ ସବୁକିଛି ହୋଇଥାଏ ।

 

ଅନେକ କଳାକାର ଙ୍କ ମୃ-ତ୍ୟୁ ବର୍ତ୍ତମାନ ସୁଦ୍ଧା ହୋଇ ସରିଲାଣି ମାତ୍ର ସେମାନେ ଛାଡି ଯାଇଥିବା କଳା ଗୁଡ଼ିକ ସମସ୍ତଙ୍କ ପାଖରେ ଆଜିବି ଅଛି । ତେଣୁକରି ଗୋଟିଏ କଥା ଆଗରୁ ଲେଖା ହୋଇଅଛି କଳାକାର ମୃତ୍ୟୁ ପରେ ମଧ୍ୟ ଅମର ହୋଇଯାଏ ଯାହାର ଅର୍ଥ ସମ୍ପୂର୍ଣ ସତ ଅଟେ । କାହିଁକି ନା କଳାକାର ଙ୍କ ଯିବା ପରେ ମଧ୍ୟ ଆମେ ତାଙ୍କୁ ଆମ ହୃଦୟରୁ ସ୍ମରଣ କରିଥାଉ । ଭାରତରେ କଳାକାର ମାନଙ୍କୁ ଖୁବ୍ ସମ୍ମାନ କରାଯାଉଥିବା ବେଳେ ଅନେକ ପ୍ରକାର ଘଟଣା ଦେଖିବାକୁ ମିଳିଥାଏ । 

 

ଯେଉଁଥିରେ କଳାକାର ମାନଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରନ୍ତି ଫ୍ୟାନ ମାନେ । ଫ୍ୟାନ ମାନଙ୍କୁ ଯେଉଁ ସବୁ କଳାକାର ମାନଙ୍କ ପ୍ରତିଭା ହୃଦୟକୁ ଛୁଇଁ ଦେଇଥାଏ ସେମାନଙ୍କ ବିଷୟରେ ଅଧିକ ଜାଣିବାକୁ ଚେଷ୍ଟା କରନ୍ତି । ତେବେ ନିଜ ପ୍ରିୟ କଳାକାର ମାନଙ୍କ ପଦେ କଥାବାର୍ତ୍ତା ମଧ୍ୟ ଫ୍ୟାନ ମାନଙ୍କ ପାଇଁ ଯଥେଷ୍ଟ ହୋଇଥାଏ ।ତେବେ ଯେତେବେଳେ ନିଜ ପ୍ରିୟ କଳାକାର ଆମକୁ ସବୁଦିନ ପାଇଁ ଛାଡି ଚାଲି ଯାଆନ୍ତି ଆର ପାରିକୁ । 

 

ସେତେବେଳେ ଭାଙ୍ଗି ପଡ଼ନ୍ତି ଫ୍ୟାନ ମାନେ ଏବଂ ଅନେକ ସମୟରେ ସେ ଛାଡି ଯାଇଥିବା ସୃତିକୁ ଅନୁସରଣ କରନ୍ତି । ତେବେ ବର୍ତ୍ତମାନ ସମୟରେ ଫ୍ୟାନ ମାନଙ୍କ ପାଇଁ ଆସିଛି ଏକ ଦୁଃଖ ଖବର ଯେଉଁଥିରେ ଜଣେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଙ୍କୁ ହରାଇଛନ୍ତି ଫ୍ୟାନ ମାନେ । ପ୍ରସିଦ୍ଧ କଣ୍ଠଶିଳ୍ପୀ ଙ୍କ ମୃ-ତ୍ୟୁ ସମ୍ପର୍କରେ ତାଙ୍କ ଝିଅ ସୋସିଆଲ ମିଡିଆରେ ଜଣାଇଛନ୍ତି। କଣ୍ଠଶିଳ୍ପୀ ଙ୍କ ନାମ ସୁମିତ୍ରା ସେନ ହୋଇଥିବା ବେଳେ ତାଙ୍କର ବାସ ଭବନରେ ତାଙ୍କର ପରଲୋକ ହୋଇଛି । 

 

ସେ ନିଜ ସଙ୍ଗୀତ ଦୁନିଆରେ ଲୋକମାନଙ୍କୁ ହଜାଇ ଦେଇଥିଲେ। ତାଙ୍କ ସୁମଧୁର କଣ୍ଠ ପାଇଁ ଅନେକ ଲୋକମାନେ ତାଙ୍କୁ ଆଜି ଝୁରି ହେଉଛନ୍ତି । ଅନେକ ଦିନ ଧରି ଶ୍ୱାସକ୍ରିୟା ଜନିତ ସମସ୍ୟା ରେ ଗତି କରୁଥିଲେ ସୁମିତ୍ରା ସେନ । ତେବେ ଅନେକ ଦିନ କଷ୍ଟ ସହିବା ପରେ ଶେଷରେ ସେ ନିଜର ଜୀବନ ର ଶେଷ ସମୟରେ ପହଞ୍ଚି ଯାଇଛନ୍ତି ତାଙ୍କ ମୃ-ତ୍ୟୁ କଥା ଜାଣିବା ପରେ ଫ୍ୟାନ ମାନେ ଅଧିକ ଦୁଃଖ ଅନୁଭବ କରିଛନ୍ତି ।

Leave a Reply

Your email address will not be published. Required fields are marked *