ଭୁଲରେ ମଧ୍ୟ କାହାଠାରୁ ଏହି ୪ ଟି ଜିନିଷ କରନ୍ତୁ ନାହିଁ ଋଣ ନହେଲେ ପରେ ପସ୍ତେଇବେ ବହୁତ…

 

 

ନମସ୍କାର ଦର୍ଶକବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଭଲଭାବେ ଜାଣିଥିବେ ଋଣ କଲେ ଲୋକମାନେ କେତେ ହଇରାଣ ରେ ପଡନ୍ତି । ଟଙ୍କା ହେଉ କିମ୍ବା ଅନ୍ୟାନ୍ୟ ଜିନିଷ ଋଣ କରି ଠିକ୍ ସମୟରେ ଦେଇ ନପାରିଲେ ଆପଣ ଅପଦସ୍ତ ମଧ୍ୟ ହୋଇଥାନ୍ତି । ତେବେ ଅନେକ ପ୍ରକାର ଋଣ ଆପଣଙ୍କ ଭାଗ୍ୟରେ ଅନେକ ପ୍ରକାର ପ୍ରଭାବ ପଳାଇଥାଏ ତେବେ ଆସନ୍ତୁ ଜାଣିବା ୪ ଟି ଋଣ ସମ୍ପର୍କରେ ଯେଉଁଥିରେ ଆପଣଙ୍କର କ୍ଷତି ହୋଇପାରେ ନଚେତ ଆପଣ ହଇରାଣ ରେ ପଡ଼ି ପାରନ୍ତି । 

 

ଟଙ୍କା ଋଣ – ଯଦି ଆପଣ ଟଙ୍କା ଋଣ କରନ୍ତି ବା ଦିଅନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । ଯଦି ଆପଣ ମଙ୍ଗଳବାର , ଗୁରୁବାର , ଶନିବାର ଟଙ୍କା ଦେଉଛନ୍ତି କିମ୍ବା ଆଣୁଛନ୍ତି ତେବେ ଭାବି ନିଅନ୍ତୁ ସମ୍ପର୍କ ଖରାପ ହେବା ସହ ଟଙ୍କା ମଧ୍ୟ ଗଲା କାରଣ ଏହି ୩ ଟି ବାରରେ ଟଙ୍କା କାରବାର କଲେ ଆପଣ ଅନେକାଂଶରେ ବିପଦରେ ପଡ଼ିବାର ସମ୍ଭାବନା ବଢ଼ି ଯାଇଥାଏ । ତେଣୁକରି ଏହି କ୍ଷେତ୍ରରେ ଆପଣଙ୍କୁ ସତର୍କ ରହିବା ଆବଶ୍ୟକ ଅଟେ । 

 

ଖାଇବା ତେଲ – ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଅନେକ ଲୋକ ଏହା ମଧ୍ୟ ମାଗି ଆଣି ରୁଣ ଭାରରେ ପଡିଥାନ୍ତି । କୌଣସି ପରିସ୍ଥିତି ରେ ମାଗଣା ଏହା ନିଆଯିବା ଉଚିତ ନୁହେଁ  । କୌଣସି ଦେୟ ନଦେଇ ସେମିତି ତେଲ ନେଇଗଲେ କିମ୍ବା ଦେଇଦେଲେ ପରସ୍ପର ର ଖରାପ ହୋଇଥାଏ । ମଙ୍ଗଳବାର ଶନିବାର ଏହିପରି କରାଯିବା ଆଦୌ ଉଚିତ୍ ନୁହେଁ । ଆପଣଙ୍କୁ ଏହି କ୍ଷେତ୍ରରେ ସତର୍କ ରହିବାକୁ ହେବ ନହେଲେ ପରବର୍ତ୍ତୀ ସମୟରେ ଆପଣ ହଇରାଣ ହୋଇ ପାରନ୍ତି । 

 

ଲୁଣ ଋଣ – ଜ୍ୟୋତିଷ ଶାସ୍ତ୍ରରେ ଲୁଣ ସେମିତି ନେବା ବର୍ଜିତ ହୋଇଛି । ଆପଣ ଋଣ ଆକାରରେ କାହାଠାରୁ ଲୁଣ ନେଇ ଆସିପାରିବେ ନାହିଁ। ଆପଣଙ୍କୁ ଏହା ପାଇଁ ଦେୟ ଦେବାକୁ ହେବ । ଆଗାମୀ ସ୍ଥିତି ରେ ନହେଲେ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ଆପଣଙ୍କୁ ଏହି କ୍ଷେତ୍ରରେ ସାବଧାନ ରହିବାକୁ ହେବ।  ଯଦି କାହାକୁ ଲୁଣ ଦେଉଛନ୍ତି ତେବେ ଏହାର ବଦଳରେ କିଛିବି ଆପଣ ରଖି ପାରିବେ ନହେଲେ ହଇରାଣ ରେ ପଡ଼ିବେ । 

 

ଲୁହା ଋଣ – ଯଦି ଆପଣ କାହାଠାରୁ ଲୁହା ଜିନିଷ ଋଣ ଆଣୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଆଦୌ ଭଲ ନୁହେଁ । ଲୁହା ଋଣ ଆପଣଙ୍କୁ ମହଙ୍ଗା ପଡିପାରେ । ଅନେକ ଲୋକ ଏହି ସମ୍ପର୍କରେ ଧାରଣା ନଥିବାରୁ ହଇରାଣ ରେ ପଡ଼ନ୍ତି। ତେଣୁକରି ଆପଣ ଲୁହା ଜିନିସ କାହାକୁ ଦେବାକୁ ବା କାହାଠାରୁ ଆଣିବାକୁ ଦୂରେଇ ରୁହନ୍ତୁ। ନହେଲେ ପରବର୍ତ୍ତୀ ସମୟରେ ଆପଣଙ୍କର କ୍ଷତି ହୋଇପାରେ ସାବଧାନ ରୁହନ୍ତୁ । 

Leave a Reply

Your email address will not be published. Required fields are marked *