ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ସାର୍ ମୋର ସବୁ ଜାଗାକୁ ଟଚ୍ କରନ୍ତି, ମା-ରି ଦେବାର ଧ-ମ-କ ମଧ୍ୟ ଦେଉଛନ୍ତି।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ବନ୍ଧୁଗଣ ଏବେ ଦୁନିଆ ଆଗ ଅପେକ୍ଷା ବହୁତ୍ ବଦଳି ଗଲାଣି।ଆଗରୁ ବାପା ମା ଯେଉଁଠି କହୁଥିଲେ ପିଲା ମାନେ ସେଇଠି ବିବାହ କରୁଥିଲେ।ବାପା ମା ମାନେ ପିଲା ମାନଙ୍କ ପାଇଁ ଜୀବନ ସାଥି ଖୋଜୁଥିଲେ ।କିନ୍ତୁ ଏବେ ସବୁ ବଦଳିଗଲାଣି।ଏବେ ପିଲା ମାନେ ନିଜେ ନିଜର ଜୀବନ ସାଥି ଖୋଜୁଛନ୍ତି।ପୁଅ ମାନେ ଝିଅ ମାନଙ୍କୁ ମିଠା ମିଠା କଥାରେ ଫସାଇ ବିବାହ କରୁଛନ୍ତି।ବିବାହର କିଛି ମାସ ହସ ଖୁସିରେ ରହିଲା ପରେ ଆଉ ସେ ହସ ଖୁସି ରହୁନାହିଁ।
ଏଭଳି ଅନେକ ଘଟଣା ସବୁଦିନ ନ୍ୟୁଜ୍ କିମ୍ବା ଖବରକାଗଜ ରୁ ଜାଣିବାକୁ ମିଳିଥାଏ।କିନ୍ତୁ ଏପରି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି।ହଁ ଆଜ୍ଞା ଏହିପରି ଏକ ଅଘଟଣ ଘଟିଯାଇଛି ଓଡ଼ିଶାରେ ।ରୁପାଲିନ ନାମକ ଜଣେ କେମିକାଲ ଟେକ୍ନୋଲୋଜି ର ଅଫିସ ଆଟେଣ୍ଡଡାନ୍ସ ଭାବେ କାମ କରୁଥିଲେ।ତାଙ୍କ ସିନିଅର ଅଫିସର ତାଙ୍କ ସହ ହାରେସମେଣ୍ଟ କରିଛନ୍ତି ବୋଲି ଅ-ଭି-ଯୋ-ଗ ଆଣିଛନ୍ତି।ସେ ତାଙ୍କୁ ବହୁତ୍ ଖରାପ ଭାଷାରେ ଗା-ଳି କରନ୍ତି ବୋଲି ଅ-ଭି-ଯୋ-ଗ ଆଣିଛନ୍ତି।
ତାଙ୍କ ଦେହକୁ ନେଇ କମେନ୍ଟ କରନ୍ତି।ତାଙ୍କ ପ୍ରାଇଭେଟ୍ ପାର୍ଟ କୁ ବି ଟଚ୍ କରିଛନ୍ତି ବୋଲି କହିଛନ୍ତି।ଏହାକୁ ନେଇ ଥାନାରେ ରେପୋର୍ଟ ଲେଖିଲା ପରେ ମଧ୍ୟ ଆରକ୍ଷୀ ଅଧିକାରୀ କିଛି ଆକ୍ସନ ନେଇନାହାନ୍ତି ବୋଲି ସେ କହିଛନ୍ତି।ଏବେ ସେ ୩ ଜଣ ପୁରୁଷ ଙ୍କୁ ଆଣି ମା-ରି-ଦେବାର ଧ-ମ-କ ମଧ୍ୟ ଦେଉଛନ୍ତି।ଉଠାଇ ନେଇ ଏସିଡ ପକାଇ ଦେବେ ବୋଲି ଧ-ମ-କ ଦେଉଛନ୍ତି।ସେ ତାଙ୍କୁ କମେଣ୍ଟ ରେ କହିଛନ୍ତି କି କଣ ପାଇଁ ବାହା ହଉନୁ ତର ସୁଖି ଗଲାଣି।
ଏମିତି ବହୁତ କିଛି ଖରାପ କମେଣ୍ଟ ମଧ୍ୟ କରନ୍ତି ବୋଲି ରୂପାଲିନ ଅ-ଭି-ଯୋ-ଗ ଆଣିଛନ୍ତି।ସେ ଏହି ବାବଦରେ ଡିସିପି ସାର୍ ଙ୍କ ପାଖକୁ ବି ଯାଇଥିଲେ କିନ୍ତୁ ସେ ତାଙ୍କୁ ଦେଖା କରିବାକୁ ମନା କରିଛନ୍ତି ବୋଲି କହିଛନ୍ତି।ତାଙ୍କୁ ଏବେ ମଧ୍ୟ ଧ-ମ-କ ପୂର୍ଣ୍ଣ କଲ ଆସୁଚି ବୋଲି ସେ ଅ-ଭି-ଯୋ-ଗ କରିଛନ୍ତି।ସେ ତାଙ୍କ ପ୍ରାଇଭେଟ ପାର୍ଟ କୁ ବି ଟଚ୍ କରନ୍ତି ବୋଲି କହିଛନ୍ତି।ଏବେ ସେ କହୁଛନ୍ତି କେ-ସ ନ ଉଠାଇଲେ ଏସିଡ ପକାଇ ମା-ରି-ଦେ-ବୁ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।