30 ବର୍ଷ ପରେ ଏହି ୫ ଟି ରାଶିକୁ ମାଲା ମାଲ କରିବେ ସ୍ଵୟଂ ଶନିଦେବ |

 

ଶନିଦେବ ହେଉଛନ୍ତି ନ୍ୟାୟର ଦେବତା ଅନେକ ଙ୍କୁ ନ୍ୟାୟ ପ୍ରଦାନ କରି ସବୁଠାରୁ ଉଚ୍ଚରେ ରୁହନ୍ତି ଶନିଦେବ । ଶନିଦେବ ଯାହା ଉପରେ ଥରେ ଶୁଭ ଦୃଷ୍ଟି ପକାଇ ଦିଅନ୍ତି ତାର ଜୀବନରେ ମାଲାମାଲ ହେବାର ପରିସ୍ଥିତି ଉପୁଜି ଯାଏ । ଆଗାମୀ ଦିନରେ ଶନିଦେବ ଠିକ୍ ଏମିତି କିଛି କରିବାକୁ ଯାଉଛନ୍ତି ୫ ଟି ରାଶି ମାନଙ୍କ ସହ । ତେବେ ଆସନ୍ତୁ ଜାଣିବା ୫ ଟି ଭାଗ୍ୟବାନ ରାଶି ମାନଙ୍କ ସଂପର୍କରେ ଯିଏ କି ଆଗାମୀ ଦିନରେ ଶନିଦେବ ଙ୍କ କୃପାରୁ ହେବେ କୋଟିପତି ।

 

ମେଷ ରାଶି – ସରିଲା ଅପେକ୍ଷା ବର୍ତ୍ତମାନ ଆପଣ ଆପଣଙ୍କ ଇଛା ମୁତାବକ କାର୍ଯ୍ୟ ସମ୍ପନ୍ନ କରି ପାରିବେ। ଆଗାମୀ ଦିନରେ ଆପଣ ଅନେକାଂଶରେ ଲାଭ ପାଇବା ସହ ନିଜର ଉପରେ ଥିବା ବ୍ୟକ୍ତିଙ୍କ ଠାରୁ ଅନେକ କିଛି ଶିଖିବାକୁ ପାଇବେ।  ଅନେକାଂଶରେ ଆପଣ ନୂଆ ନୂଆ କୌଶଳ ପ୍ରୟୋଗ କରିବାକୁ ସୁଯୋଗ ଖୋଜୁଥିଲେ ଯାହାକି ବର୍ତ୍ତମାନ ଆସି ଯାଇଛି । କଠିନ ପରିଶ୍ରମ ଦ୍ବାରା ସବୁକିଛି ଆପଣ ସମ୍ପନ୍ନ କରି ପାରିବେ ଆଗାମୀ ଦିନରେ । 

 

ମିଥୁନ ରାଶି – ଆପଣଙ୍କର ଦୀର୍ଘ ଦିନର ଅପେକ୍ଷା ପୁରଣ ହେବାକୁ ଯାଉଛି ଆପଣ ଚାହୁଁ ଥିବା ପ୍ରତ୍ୟେକଟି କାର୍ଯ୍ୟ ଆଗାମୀ ଦିନରେ ସମ୍ପାଦନ କରି ପାରିବେ। ଭଗବାନ ଶନିଦେବ ଙ୍କ କୃପା ଆପଣଙ୍କ ରାଶିରେ ରହିଛି ଯାହାଦ୍ବାରା ଆଗାମୀ ଦିନରେ ଆପଣ ଅନେକ କ୍ଷେତ୍ରରୁ ସଫଳତା ପାଇବେ ଏବଂ ଆଗକୁ ବଢିବେ। ଚାକିରୀ କରିଥିଲେ ଉନ୍ନତି ପାଇବେ ଅନେକାଂଶରେ ଲାଭ ମିଳିବା ସହ ଧୀରେ ଧିରେ ଆପଣ ଆଗକୁ ବଢ଼ିବାକୁ ଲକ୍ଷ ସ୍ତିର କରିପାରିବେ । 

 

କୁମ୍ଭ ରାଶି – ଚାକିରୀ କ୍ଷେତ୍ରରେ ସକାରାତ୍ମକ ପରିବେଶ ଆପଣଙ୍କର ଦେଖା ଦେବ । ଧୀରେ ଧିରେ ଆପଣ ଆପଣଙ୍କ ଜୀବନରେ ଆଗକୁ ବଢିବା ସହ ଅନେକ କାର୍ଯ୍ୟ କରିବାରେ ସକ୍ଷମ ହେବେ । ସନ୍ତାନ କ୍ଷେତ୍ରରେ ମଧ୍ୟ ଆପଣଙ୍କୁ ଶୁଭ ଖବର ଦେଖିବାକୁ ମିଳିବ । ବିଦ୍ୟାର୍ଥୀ ମାନେ ମଧ୍ୟ ଆଗାମୀ ଭବିଶ୍ୱତ ସ୍ଥିର କରି ଆଗକୁ ବଢିବେ । ଟଙ୍କା ପଇସାର ଅଭାବ ରହିବ ନାହିଁ ଶନିଦେବ ଙ୍କ କୃପାରୁ ସମସ୍ତ ପ୍ରକାର ଆର୍ଥିକ ସମସ୍ୟା ଦୂରେଇ ଯିବ ଏବଂ ଅନେକାଂଶରେ ଅର୍ଥ ଲାଭ ହେବ।  

 

ତୁଳା ରାଶି – ଆପଣଙ୍କର ମଧ୍ୟ ଚାକିରୀ କ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି । ଆପଣ ଯଦି କୌଣସି ପରୀକ୍ଷା ଦେଇଥିବେ ତେବେ ଏହାର ଫଳ ବାହାରିଲେ ଆପଣଙ୍କର ଅନେକାଂଶରେ ଲାଭ ମିଳିବ । ଭଗବାନ ଶନିଦେବ ଙ୍କ କୃପାରୁ ଆପଣ ଜୀବନର ସଂଘର୍ଷ ରୁ ମୁକ୍ତି ପାଇବେ । ଯଦି ଯାନ ବାହାନ କିଣିବାକୁ ଇଛା ପ୍ରକାଶ କରିଛନ୍ତି ତେବେ ଆପଣଙ୍କ ଇଛା ପୁରଣ ହେବ।

 

ମୀନ ରାଶି – କେହି ଅନ୍ତରଙ୍ଗ ଲୋକେ ଆପଣଙ୍କୁ ନିଚା ଦେଖେଇବାକୁ ଚେଷ୍ଟା କରି ପାରନ୍ତି ମାତ୍ର ଏହା ଆପଣଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିବ ନାହିଁ । ପଶାପାଲି ଏମିତି ପଲଟିବ ଯେ ଷଡ଼ଯନ୍ତ୍ର କରୁଥିବା ଲୋକ ଉପରେ ସିଧା ଯାଇ ପଡ଼ିବ । ଆପଣଙ୍କ ଉପରେ ଭଗବାନ ଶନିଦେବ ଙ୍କ କୃପା ରହିଛି ଯାହାଦ୍ବାରା ସବୁକିଛି ଭଲ ହେବ।  

Leave a Reply

Your email address will not be published. Required fields are marked *