ଏମିତି ସ୍ୱାମୀ କୁ ଯାହା ଦଣ୍ଡ ଦେବ କମ ପଡିବ । ଆସନ୍ତୁ ଜାଣିବା ସ୍ୱାମୀ ର କାରନାମା…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସ୍ବାମୀ ସାଜିଲା ରା-କ୍ଷ-ସ ଓ କରିଲା ସ୍ତ୍ରୀ ସହିତ ଏହିପରି କାମ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ବେଦୀ ରେ ହାତ ଧରି ସତ ଜନ୍ମ କୁ ସାଥି କରିଥିଲା । ସବୁ ଦୁଃ-ଖ ରେ ସବୁ ସୁଖ ସାଥି ହେଇ ରେ ସାତ ଜନ୍ମ ପାଈ ସାଥି କରିଥିଲେ। ହେଲେ ସେହି ପା-ଷା-ଣ ସ୍ବାମୀ ଆଜି ସହିଚି ରା-କ୍ଷ-ସ ଆଉ ସେହି ସ୍ବାମୀ ଏମିତି କା-ଣ୍ଡ କରିଛି ଯାହା ଆପଣ ମାନେ କେବେ ବିଶ୍ୱାସ ବି କରିପାରିବେନି। ଯାହା ପାଇଁ ଭାରତ ରେ ଥିବା ସବୁ ନିୟମ ତାକୁ ଦ-ଣ୍ଡ ଦେବା କୁ ମଧ୍ୟ କମ୍ ପଢିବ। 

 

ରା-କ୍ଷ-ସ , ପି-ଶା-ଚ , ସ-ଇ-ତା-ନ ଯାହା କହିଲେ ବି ତା ପେ କାମ ପଢିବ । ବ-ର୍ବ-ର-ତା ର ସୀମା ଟପୁଚି ସ୍ବାମୀ ଯାହା କାହା ଆଗରେ ପ୍ରକାଶ କରିହେବ ନାହିଁ । ସେ ଜଣେ ଏଭଳୀ ସ୍ବାମୀ ଯିଏ କି ତାହା ସାଙ୍ଗ ମାନଙ୍କ ସହିତ ମିଶି ତ ସ୍ତ୍ରୀକୁ ଜୋର୍ ଜବରଦସ୍ତି କରିଛି । ଆଉ ଯେଉଁ ଜ-ଘ-ନ୍ୟ କା-ଣ୍ଡ କରିଛି ତାହା ଆପଣ ମାନେ ଶୁଣିଲେ ଛାତି ଥରି ଉଠିବୋ।

             

ରାଜସ୍ଥାନ ର ଢାଲ ପୁର ଅଞ୍ଚଳ ରେ ଘଟିଛି ଏହି ପରି ଜଘନ୍ୟ ଘଟଣା । ନିଜ ସ୍ବାମୀ  ଟା ସାଙ୍ଗ ମାନ କ ସହିତ ମିଶି ସ୍ତ୍ରୀ ସହିତ କରିଛି ଜୋର୍ ଜବରଦସ୍ତି ।ଏତିକି ରେ ବି ସେ ରା-କ୍ଷ-ସ ର ମନ ଭର୍ତି ଯାଇନାହିଁ । ସେ ପତ୍ନୀ କ ପ୍ରାଇଭେଟ୍ ପାର୍ଟ ରେ ଲଙ୍କା ଗୁଣ୍ଡ ଆଉ ଅମୃତାଞ୍ଜନ ପୁରେଇ ଦେଉଥିଲା। ଏହା କୁ ସହୀ ନ ପାରି ମହିଳା ଜଣକ ତାଙ୍କ ଘର ଲୋକ କୁ ଜଣାଇଥିଲେ । 

 

ଏଥିରେ ବି ତାଙ୍କ ମନ ଶାନ୍ତି ହେଇ ନଥିଲା ଯେ ସେ ତା ପରେ ତା ସାଙ୍ଗ ମାନଙ୍କୁ ଘରକୁ ଡାକି ଜଣକ ପରେ ଜଣେ ମିଶି ମହିଳା ଜଣ କୁ ଜୋର୍ ଜବରଦସ୍ତୀ କରିଥିଲେ । ଯାହା ମହିଳା କୁ ମ-ର-ଣ ମୁଁହ କୁ ଠେଲି ଦେଇଥିଲା। ଯାହା କୁ ପରିବାର ଲୋକେ ଆରକ୍ଷୀ ଅଧିକାରୀ କୁ ଜଣାଇଥିଲେ ଏହା ପରେ ଆରକ୍ଷୀ ଅଧିକାରୀ ଅ-ଭି-ଯୁ-କ୍ତ ମାନଙ୍କୁ ଗି-ର-ଫ କରିବ ବୋଲି କଥା ଦେଛି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *