ପ୍ରବଳ ଶୀତ ପାଇଁ ସରକାର ଘୋଷଣା କଲେ ଛୁଟି | ଜାଣନ୍ତୁ କେତେ ଦିନ ସ୍କୁଲ ଛୁଟି…!

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ବନ୍ଧୁଗଣ ଆପଣ ଜାଣିଥିବେ ବର୍ତ୍ତମାନ ପରିସ୍ଥିତି ରେ ଶୀତ କେମିତି ଅନୁଭୂତ ହେଉଛି । ସାରା ଭାରତର ଲୋକମାନେ ଶୀତରେ ଥର ଥର ହେଉଥିବା ବେଳେ ସକାଳୁ ଏବଂ ସନ୍ଧ୍ୟା ସମୟରେ ଏତେ ମାତ୍ରାରେ କୁହୁଡି ପଡୁଛି ଯେ ଲୋକମାନଙ୍କ ଯାତାୟାତ ପ୍ରକ୍ରିୟା ବାଧାପ୍ରାପ୍ତ ହେଇ ଯାଉଛି । ଅଧିକ ଶୀତ ପାଇଁ ସକାଳୁ ରାସ୍ତା ଘାଟ ମଧ୍ୟ ଦେଖି ପାରୁନାହାନ୍ତି ଲୋକେ । ଯାହା ଫଳରେ ଅନେକ ଦୁର୍ଘଟଣା ମାନ ଘଟି ଯାଉଛି । 

 

ଏହା ଅନେକ କ୍ଷେତ୍ରରୁ ଜଣା ସରକାର ମଧ୍ୟ ପଦକ୍ଷେପ ନେବାକୁ ଚେଷ୍ଟା ଜାରି କଲେଣି । ଯେପରି କାହାର କିଛି ଅସୁବିଧା ନହେବ ସେ ନିମନ୍ତେ ସରକାର ସବୁବେଳେ ତତ୍ପର। ବର୍ତ୍ତମାନ ଶୀତ ସବୁଠାରୁ ବେଶୀ ଉତ୍ତର ଭାରତରେ ହେଉଥିବାର ଜଣା ପଡ଼ିଛି । ଉତ୍ତର ଭାରତର ଅଞ୍ଚଳରେ ଆସୁଥିବା ରାଜ୍ୟ ଗୁଡ଼ିକ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଶୀତ ପାଇଁ ନିଜ କର୍ମ କ୍ଷେତ୍ରରେ ବାଧା ଉପୁଜିଥିବା ଅନେକ ଜଣାଇଛନ୍ତି । 

 

ସକାଳୁ କୁହୁଡି ମାତ୍ରା ବହୁତ୍ ରହିଥିବାରୁ ଲୋକମାନେ ଘରୁ ବାହାରିବାକୁ ମଧ୍ୟ କୁଣ୍ଠାବୋଧ କରୁଛନ୍ତି । ସେହି ମଧ୍ୟରେ ଛୋଟ ପିଲାମାନଙ୍କ ମଧ୍ୟରେ ସ୍କୁଲ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହେଉଛି ।  ସକାଳୁ ଗାଡ଼ି ମଟର ଚଳାଚଳ ଅନେକ ମାତ୍ରାରେ ବାଧା ସୃଷ୍ଟି ହେଉଛି । ଉତ୍ତର ଭାରତରେ ଅନେକ ରାଜ୍ୟରେ ଘନ୍ କୁହୁଡି ଅନୁଭୂତ ହେଉଛି ଯାହାକି ସକାଳେ ସନ୍ଧ୍ୟାରେ ବାଧା ପ୍ରାପ୍ତି ହେଉଛି । 

 

ଆସନ୍ତା କାଲି ପାଇଁ  ପଞ୍ଜାବ, ଚଣ୍ଡିଗଡ , ହରିଆଣା, ଦିଲ୍ଲୀ , ଉତ୍ତର ପ୍ରଦେଶ ରେ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହା ସରକାର ଛାତ୍ର ଛାତ୍ରୀ ଙ୍କ ଶୀତ ପ୍ରଭାବରୁ ମୁକ୍ତି କରିବାପାଇଁ ନିଷ୍ପତି ନେଇଛନ୍ତି । କାରଣ ଉତ୍ତର ଭାରତରେ ବହୁତ୍ ଅଧିକ ଶୀତର ପ୍ରଭାବ ରହିଛି ଯାହାର ପ୍ରଭାବରେ ପ୍ରଭାବିତ ହେଉଛନ୍ତି ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀ ମାନେ । ଦିଲ୍ଲୀ ରେ ଶୀତ ବର୍ତ୍ତମାନ ଅସମ୍ଭାଳ ଥିବାବେଳେ।

 

 ଦିଲ୍ଲୀ ସରକାର ଙ୍କ ପକ୍ଷରୁ ଛୋଟ ଛୋଟ ପିଲାମାନଙ୍କ ପାଇଁ ତଥା ସ୍କୁଲ ପିଲାମାନଙ୍କ ପାଇଁ ଏକ ନିଷ୍ପତ୍ତି ନେବାକୁ ପଡ଼ିଛି । ଅଧିକ ଶୀତ କାରଣରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ରଖିବାକୁ ନିଷ୍ପତି ନେଇଛନ୍ତି ଦିଲ୍ଲୀ ରାଜ୍ୟ ସରକାର । ଅଧିକ ରୁ ଅଧିକ ଶୀତ ହେବା କାରଣରୁ ଏହି ନିଷ୍ପତି ନେଇଛନ୍ତି ଦିଲ୍ଲୀ ସରକାର । ଶୀତ ଅନୁଭୂତି ଟିକିଏ କମିଗଲା ପରେ ଅର୍ଥାତ୍ ୧୫ ତାରିଖ ପରେ ଶୀତ କମିବାର ଦେଖାଗଲେ ପୁଣି ଥରେ ପୂର୍ବଭଳି ସ୍କୁଲ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

 

Leave a Reply

Your email address will not be published. Required fields are marked *