ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆସିଲା ଏଲିନା ସାମନ୍ତରାୟ ଙ୍କ ଶାଶୁ ଘର ଫଟୋ । ଯାହା ଦେଖିଲେ ଆପଣ ଖୁବ୍ ଆଶ୍ଚର୍ୟ୍ଯ ହୋଇଯିବେ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆମେ ସମସ୍ତେ ସିରିଏଲ୍ ଓ ଫିଲ୍ମ ଦେଖିବା ପାଇଁ ବହୁତ୍ ଭଲ ପାଉ । ହେଲେ କିଛି କିଛି ଜଣ ଓଡ଼ିଆ ଫିଲ୍ମ ହେଉ ତ ଆଉ କିଛି କିଛି ଜଣ ଓଡ଼ିଆ ଫିଲ୍ମ ଦେଖିବା ପାଇଁ ଭଲ ପାଆନ୍ତି । ଆହୁରି ମଧ୍ୟ ଅନ୍ୟ କିଛି କିଛି ଲୋକ ଆଉ ଅଲଗା କିଛି ଦେଖିବାକୁ ପସନ୍ଦ କରନ୍ତି । ସେହି ଭଳି ଭାବରେ ଓଡ଼ିଆ ଫିଲ୍ମ ଓ ସିରିଆଲ୍ ର ଚାହିଦା ଏବେ ମଧ୍ୟ ବହୁତ୍ ରହିଛି । ଶହେ ରୁ ଶତକଡା ଲୋକ ଓଡ଼ିଆ ଫିଲ୍ମ ଦେଖିବା କୁ ପସନ୍ଦ କରୁଛନ୍ତି । ଖାଲି ଏତିକି ନୁହେଁ ଲୋକେ ମଧ୍ୟ ଫିଲ୍ମ ଗୁଡ଼ିକୁ ଯେତିକି ଭଲ ପାଇବା ଦେଉଛନ୍ତି ତାଠୁ ଭି ଅଧିକ ସେହି ଫିଲ୍ମ ରେ କାମ କରୁଥିବା ହିରୋ ଆଉ ହିରୋଇନ୍ ମାନଙ୍କୁ ଭଲ ପାଉଛନ୍ତି।
ସମସ୍ତେ ମଧ୍ୟ ନଜର ରେ ରଖୁଛନ୍ତି କେତେବେଳେ କେଉଁ ହିରୋ ଅବା ହିରୋଇନ୍ କେମିତି ସଜ ହଉଛନ୍ତି କେମିତି ପୋଷାକ ପିନ୍ଧୁଛନ୍ତି । କେମିତି ଚାଲିଛନ୍ତି କେମିତି ଅଭିନୟ କରୁଛନ୍ତି କେମିତି ଖାଉଛନ୍ତି କେମିତି ବସୁଛନ୍ତି ଏମିତି ବହୁତ୍ କିଛି ।ବେଳେ ମଧ୍ୟ ଏମିତି କିଛି ସୁଟିଂ ସେଟ୍ ର କିଛି ଭିଡିଓ ଆସିଥାଏ ଯାହା ଦର୍ଶକ ମାନଙ୍କୁ ଟିକେ ଆଶ୍ଚର୍ଯ୍ୟ କରିଦେଇଥାଏ । ଆଉ କିଛି ସମୟରେ ମଧ୍ୟ ଆମେ ହିରୋଇନ୍ ଆଉ ହିରୋ ଙ୍କୁ ନେଇ ଏମିତି କିଛି ଫଟୋ ଅବା ଭିଡିଓ ଆସିଥାଏ ଯାହା ପାଇଁ ଦର୍ଶକ ମାନେ କିଛି ସମୟ ଯାଏଁ ଭାବିବାକୁ ରହି ଯାଇଥାନ୍ତି ।
ଆପଣ ମାନେ ଓଲିଉଡ ଜଗତର କ୍ୱିନ ଙ୍କ ବିଷୟରେ ଖୁବ୍ ଭଲ ଭାବରେ ଜାଣିଥିବେ । ଯାହା ଙ୍କ ଜବରଦସ୍ତ ଲୁକ୍ ଓ ଷ୍ଟାଇଲ ଲୋକ ଙ୍କୁ ମତୁଆଲା କରି ଦେଇଥାଏ । ସେ ଗ୍ଳାମର ଦୁନିଆର ଜଣେ ଆଗଧାଡିର ଅଭିନେତ୍ରୀ ଏଲିନା ସାମନ୍ତରାୟ । ଆପଣ ମାନେ ଏଲିନା ସାମନ୍ତରାୟ ଙ୍କୁ ଖୁବ୍ ଭଲ ଭାବରେ ଜାଣିଥିବେ ଯିଏ କି କିଏ ହେବ ମୋ ହିରୋଇନ୍ ରେ ସିଲେକ୍ସନ କରା ହୋଇଥିଲେ । ସେ ମଧ୍ୟ ସମସ୍ତଙ୍କ ପ୍ରିୟ ଭାଜକ ହୋଇ ପାରିଛନ୍ତି । ତାଙ୍କୁ ଲୋକେ ମଧ୍ୟ ଖୁବ୍ ଭଲ ପାଇବା ଦେବା ସହିତ ତାଙ୍କ ସମସ୍ତ ଫିଲ୍ମ କୁ ଦେଖି ଖୁବ୍ ଭଲ ପାଇବା ଦେଉଛନ୍ତି । ତାଙ୍କ ଅଭିନୟ ସହିତ ତାଙ୍କ ସଜବାଜ କୁ ଲୋକେ ଖୁବ୍ ଅଧିକ ଭଲ ପାଇବା ସହିତ ତାଙ୍କୁ ସମସ୍ତେ ସପୋର୍ଟ କରୁଛନ୍ତି ।
ସେ ଓଲିଉଡ଼ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଭିନେତା ଅରିନ୍ଦମ ରାୟ, ଅନୁଭବ ମହାନ୍ତି, ବାବୁଶାନ୍ ମହାନ୍ତି ଭଳି ଅନେକ ହିରୋ ମାନଙ୍କ ସହିତ ସେ ଅଭିନୟ କରିଛନ୍ତି । ଏଲିନା ଙ୍କୁ ଗୋଟିଏ ସ୍ଥାନ ରେ ଦେଖିବା ପାଇଁ ମିଳିଛି କି ସେ ବିବାହ କରିଥିବା ଅବସ୍ଥା ରେ ସଜବାଜ ହେଇଛନ୍ତି ଓ ତାଙ୍କୁ ଦେଖି ଲୋକେ ଖୁବ୍ ଆ-ଶ୍ଚ-ର୍ୟ୍ଯ ହୋଇ ଯାଇଛନ୍ତି । କିନ୍ତୁ। ସେ ରିଏଲ୍ ଲାଇଫ ରେ ବିବାହ କରି ନାହାନ୍ତି ଏହି ଗେଟ୍ ଅପ ତା ତାଙ୍କର ଗୋଟିଏ ଫିଲ୍ମ ସୁଟିଂ ପାଇଁ ହୋଇଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।