ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଏ ଛତରଖାଇକୁ ଯିଏ ମୋତେ ଧରିକି ଦେବ, ମୁଁ ତାକୁ ୧୦୦୦୦ ଦେବି, କହିଲେ ଏହି ମହିଳା।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଭାରତ ଏକ ଦେଶ ନୁହଁ ଏହା ଏକ ସାଂସ୍କୃତିକ, ଆଧ୍ୟାତ୍ମିକ ଦେଶ ଅଟେ। ଭାରତ ବିଶ୍ଵ ଗୁରୁ ରୂପେ ପରିଚିତ। ସାରା ବିଶ୍ବ କୁ ଯେ ସଠିକ୍ ପାଠ ନେଇଥାଏ ସେ ହେଉଛି ଭାରତ। ଭାରତ ହେଉଛି ପ୍ରଭୁ ରାମଚନ୍ଦ୍ର ଓ ମାତା ସୀତା ଙ୍କ ଦେଶ। ଏଠାରେ ଆମର ଭାଇ, ଭଉଣୀ, ଭାଉଜ, ବାପା,ମା ସଭିଙ୍କୁ କିପରି ସମ୍ମାନ ଦେବା ଆମକୁ ଶିକ୍ଷା ଯାଇଥାଏ।ଯେଉଁ ଭାରତ, ପାଶ୍ଚାତ୍ୟ ଦେଶ ମାନଙ୍କର ଲୋକ ମାନଙ୍କୁ ଏକ ସଭ୍ୟ ଏବଂ ସୁଗଠିତିତ ମଣିଷ ରୂପେ ଗଢି ତୋଳିବା ର କାମ କରୁଛି ଆଜି ସେଇ ଭାରତ ର ନାଗରିକ ମାନେ ଧୀରେ ଧୀରେ ଅସଭ୍ୟ ଓ ଅସାମାଜିକ ହୋଇଗଲେଣି।ଯେଉଁଠି ଦିନେ ସତୀ ସୀତା ନିଜର ସତୀତ୍ୱ ରକ୍ଷା ପାଇ ଅଗ୍ନି ସ୍ନାନ କରିଥିଲେ।
ଯେଉଁଠି ରାଣୀ ପଦ୍ମାବତୀ ନିଜର ସତୀତ୍ୱ ପାଇଁ ନିଆଁ କୁ ଡେଇପଡ଼ିଥିଲେ ଆଜି ସେଇଠି ସେଇ ଦେଶର ନାରୀ ଏତେ ଅସଭ୍ୟ ଏବଂ ଅଶାଳୀନ ହୋଇପଡିଛି।ଆଗରୁ ନାରୀ ମାନେ ଘର ର ଚାରି କାନ୍ଥ ମଧ୍ୟରେ ରହୁଥିଲା।ଆଜି ର ନାରୀମାନେ ଶିକ୍ଷିତ ଓ ରୋଜୋଗର କ୍ଷମ ହେଲା ତ ମାନେ ନୁହ ସେ ତାର ସବୁ ଚରିତ୍ର ଆଉ ଶାଳୀନତ। କୁ ଭୁଲି ଯାଇ ଅସଭ୍ୟ ହେଇଯିବ।ଯେଉଁ ନାରୀ ଦିନେ ସଭ୍ୟ ସମାଜ ଗଢିବାର ଦାୟିତ୍ଵ ନେଉଥିଲେ ଆଜି ର ନାରୀ ମାନେ ସେହି ସମାଜକୁ ଅସଭ୍ୟ କରିବାକୁ ବସିଛନ୍ତି।ନାରୀ ମାନଙ୍କୁ ଆମ ବେଦ ପୁରାଣ ରୁ ସମ୍ମାନ ଦେଇ ଆସିଛୁ କାରଣ ନାରୀ ଟିଏ ବିଭିନ୍ନ ଚରିତ୍ର ନିଭାଇଥାଏ।
କେତେବେଳେ ସେ ଝିଅ ଟିଏ ତ କେତେ ବେଳେ ବହୁ ଟିଏ ତ ଆଉ କେତେ ବେଳେ ଭଉଣୀ ଟିଏ ପୁଣି ମା ଆଉ ଭାଉଜ ଭୂମିକା ମଧ୍ୟ ତୁଲାଇ ଥାଏ ସେଥି ପାଇଁ ଆମ ସମାଜ ରେ ନାରୀ ପ୍ରତି ଯଥେଷ୍ଟ ସମ୍ମାନ ଆମର ରହିଥାଏ।ଆମ ଭାରତ ରେ ଏବେ ଆଉ ନାରୀ ମାନଙ୍କର ସେ ସବୁ ଗୁଣ ଆଉ ଦେଖିବାକୁ ମିଳୁ ନାହିଁ ।ଭାରତ କଥା ଛଡ଼ା ଆମ ଓଡ଼ିଶା ର ଝିଅ ତ ଏବେ ଏସବୁ ଅସଭ୍ୟ କାମରେ ଆଗରେ ରହିଲେଣି।ସବୁ ଝିଅ ସମାନ ଏପରି ନୁହନ୍ତି କିଛି ଝିଅ ଏପରି କଣ ପାଇ ନା କିଛି ଝିଅ ମେଡାଲ ଆଣୁଥିବା ବେଳେ କିଛି ଏନୁତେନୁ ଗପୁଛନ୍ତି। ଓଡ଼ିଶା ର ଝିଅ ଲିଶା ମହାରଣା ,ଯେ ସବୁ ପୁଅ ଜାତିକୁ ଖରାପ ବ୍ୟବହାର କରି ଖରାପ କଥା ସବୁ କହିଯାଉଛି। ସେ ଝିଅ ନିହାତି ଏକ ମେଣ୍ଟାଲ ହୋଇଥିବା ସୁନିଶ୍ଚିତ।
କାରଣ ଏପରି କଡ଼ା କଥା କହିବା ଏକ ବୁଦ୍ଧି ଶୁଦ୍ଧି ଥିବା ନାରୀ କେବେ ବି କହି ପାରିବନି। ବେ-ଶ୍ୟା ମାନେ ମଧ୍ୟ ଚାରି କାନ୍ଥ ମଧ୍ୟ ରେ ରହିଥାନ୍ତି।ବାହାରକୁ କିଛି ଖରାପ ଦେଖିଥାନ୍ତି ନାହିଁ। ଏ ଝଅଟି ସେ ସମସ୍ତ ଙ୍କୁ ଟପି ଗଲା। ୟାର ମାନ ମହତ କିଛି ନାହିଁ।ସେ ପୁରା ପୁରି ଫୁଲ ଅଲଜ୍ୟାରେ ପରିପୂର୍ଣ।ଏ ଝିଅ କୁ ସାବଡ କରିବା ପାଇଁ ଏକ ସମାଜସେବୀ ମା ପ୍ରଭାବତୀ ପଟ୍ଟନାୟକ ସମସ୍ତଙ୍କୁ ଅନୁରୋଧ କରିଛନ୍ତି କି ସେ ଝିଅ କୁ ଥାନା ରେ ଦେବା ପାଇଁ। ସେ ଝିଅକୁ ଯେ ଧରିଦେବ ସେ ନିଜ ତରଫରୁ ତାଙ୍କୁ ୧୦୦୦୦ ରାଶି ପୁରସ୍କାର ଦେବେ। ଆମେ ସମସ୍ତେ ଆଗକୁ ବାହାରି ଏଭଳି ନାରୀ କୁ ଆମ ସମାଜ ରୁ ବାହାର କରିବା ଉଚିତ୍।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।